Breaking News

‘ପ୍ରମିଳା ମଲ୍ଲିକ ପାଗଳ ହୋଇଯାଇଛନ୍ତି’ || ବିଜେପି ନେତ୍ରୀ ସୋନାଲି ସାହୁ ….

ନିକଟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଦେଖିବାକୁ ମିଳିଛି ।ଭିଡ଼ିଓ ରେ ବିଜେପି ନେତ୍ରୀ ସୋନାଲି ସାହୁ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହତ୍ୟା ଘଟଣା କୁ ନେଇ କ୍ୟାବିନେଟ୍ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ବିଷୟରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ଏବଂ ବିଜେପି ନେତ୍ରୀ ସୋନାଲି ସାହୁ କହିଛନ୍ତି ଯେ ପ୍ରମିଳା ମଲ୍ଲିକ ପାଗଳ ହୋଇ ଯାଇଛନ୍ତି।କାରଣ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହତ୍ୟା ଘଟଣା କୁ ନେଇ ସେ ଏ ଯାଏ କିଛି ପଦକ୍ଷେପ ନେଇ ନାହାନ୍ତି।

ସେ କହିଛନ୍ତି ଯେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି ସେ ହେଉଛନ୍ତି ଜଣେ କ୍ୟାବିନେଟ୍ ମନ୍ତ୍ରୀ । ଏବଂ ତାଙ୍କୁ ହତ୍ୟା କରା ଯାଇଛି।ଯେ ପର୍ଯ୍ୟନ୍ତ ଜଣେ ଦୋଷୀ ନାମରେ ଅଭିଯୋଗ କରା ଯାଇଛି ସେ ସେ ପର୍ଯ୍ୟନ୍ତ ଜଣେ ଅଭିଯୁକ୍ତ ଆଉ ପ୍ରମାଣ ମିଳିବ ପରେ ତାକୁ ଯାଇ ଜଣେ ହତ୍ୟାକାରୀ ବୋଲି କୁହାଯିବ ।ସେଥିପାଇଁ ହତ୍ୟାକାରୀ ବିଷୟରେ ପ୍ରମାଣ ପାଇବାକୁ ହେଲେ ଠିକ୍ ଭାବରେ ତଦନ୍ତ କରିବାକୁ ହେବ।ଆଉ ସେ କହିଛନ୍ତି ଯେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହତ୍ୟା ଘଟଣା କୁ କ୍ୟାବିନେଟ୍ ମିଶନ ରେ ଉଠେଇବା ଦରକାର୍।

କାରଣ ଅନେକ ରାଜନେତା ମନ୍ତ୍ରୀ ରହିଛନ୍ତି ଯେଉଁ ମାନଙ୍କ ର ହତ୍ୟା ପଛରେ ହାତ ରହିଛି ।ଆଉ ଏଇଟା କିଛି ଗୋଟେ ବଡ଼ କଥା ନୁହେଁ ।ସେଥିପାଇଁ ଏହି କେଶ୍ କୁ କ୍ୟାବିନେଟ ବୈଠକ ରେ ଉଠେଇବା ଦରକାର୍।ଯଦି ଆମେ ଉଠେଇବା ନାହିଁ ତ ଉଠେଇବ କିଏ।ଆଉ ସେ କହିଛନ୍ତି ଯେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ହତ୍ୟା କରା ଯାଇଛି ଏବଂ ତାଙ୍କ ହତ୍ୟା ର ଅନେକ ଦିନ ହୋଇ ଗଲାଣି ଏ ପର୍ଯ୍ୟନ୍ତ କିଛି ବି ପ୍ରମାଣ ମିଳି ପାରିନାହିଁ। ତା ମାନେ ଠିକ୍ ଭାବରେ ତଦନ୍ତ କରା ଯାଉନାହିଁ।ସେଥିପାଇଁ ଏହି କେଶ୍ କୁ କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇ କୁ ହସ୍ତାନ୍ତର କରା ଯାଉ।ଯାହା ଦ୍ଵାରା ସିବିଆଇ ସଠିକ୍ ଭାବରେ ତଦନ୍ତ କରି ପାରିବ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *