ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯାତ୍ରା ରେ ଅଭିନୟ କରୁ ଥିବା ସବୁ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ମାନଂକୁ । ଯାତ୍ରା ର ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଜାଆନ୍ତି ତାଙ୍କ ଅଭିନୟ ପାଇଁ । ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଅଭିନୟ କରି ଥାନ୍ତି ଦର୍ଶକ ମାନଙ୍କ ର ମନୋରଞ୍ଚନ କରିବା ପାଇଁ ଦର୍ଶକ ମାନେ ଯେଉଁ ଟାଇପ୍ ର କାହାଣୀ ପସନ୍ଦ କରନ୍ତି ତାହା କୁ ଫୁଲଫିଲ୍ କରି ରହି ଥାନ୍ତି ସବୁବେଳେ ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ।
ଯାତ୍ରା ରେ ବହୁତ ଭେରାଇଟ୍ ଅଭିନେତା ଓ ଅଭିନେତ୍ରୀ ଥାଆନ୍ତି କେଉଁ ମାନେ ଭଲ ଡ୍ୟାନ୍ସ କରନ୍ତି ଆଉ କେଉଁ ମାନେ ଭଲ ଅଭିନୟ ମଧ୍ୟ କରି ଥାନ୍ତି ଆଉ କେହି ତାଙ୍କ ସୁନ୍ଦର ଅଭିନୟ ରେ ଦର୍ଶକ ମାନଂକୁ ହସେଇ ନକେ ଦମ କରି ଦେଇ ଥାଆନ୍ତି । ତେବେ ସବୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି କମେଡି କୁ କାରଣ ସବୁ ଅଭିନୟ ସହଜ ହୋଇ ଥାଏ କିନ୍ତୁ କାହାକୁ ହସେଇବା ଏତେ ସହଜ ହୋଇ ନଥାଏ ଯାହା ସମ୍ଭବ କରି ଦେଖେଇ ଦେଇ ଥାନ୍ତି କମେଡିଆନ ମାନେ ।
ହାସ୍ୟ ଅଭିନେତା ମାନେ ସମସ୍ତ ଙ୍କୁ ହସେଇ ଦେଇ ଥାନ୍ତି କିନ୍ତୁ ନିଜ ମନ ରେ ଥିବା ଦୁଃଖ କୁ ସମସ୍ତ ଙ୍କ ଆଗ ରୁ ଲୁଚେଇ ରଖି ଥାନ୍ତି ଯାହା କେହି ବି ଜାଣିବା ସହଜ ହୋଇ ନଥାଏ। । ଆଜି ଆମେ ଏମିତି ଏକ ହାସ୍ୟ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ ଆଉ ସେ ଲୋକ ମାନଙ୍କ ର ବହୁତ ପରିଚିତ ଅଭିନେତା ଅଟନ୍ତି ଓ ସେ ତାଙ୍କ ଅଭିନୟ ପାଇଁ ଓଡିଶା ବସି ଙ୍କ ଆଗରେ ଖୁବ ପରିଚିତ୍ ଅଟନ୍ତି । ତେବେ ତାଙ୍କ ମନ ରେ ଥିବା ଦୁଃଖ ବିଷୟ ରେ କେହି ଜାଣି ନାହାନ୍ତି ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ।
ପ୍ରସିଦ୍ଧ ଯାତ୍ରା ର ହାସ୍ୟ ଅଭିନେତା ଭାବରେ ପରିଚିତ୍ ମଣିଭଦ୍ର ବିଶ୍ବାଳ । ଯିଏ ବର୍ତ୍ତମାନ ସମୟରେ ଅଲେଖ ଧର୍ମ ର ପ୍ରେମ ରେ । ତାଙ୍କୁ ଯଦି ପଚରା ଯାଉଛି କି ସେ ଘର ଛାଡି କଣ ପାଇଁ ଆସିଲେ ତାହାର ଉତ୍ତର ରେ ଏହି ହାସ୍ୟ ଅଭିନେତା କହୁଛନ୍ତି ମୁଁ ବୁଲି ବାକୁ ଆସିଛି । 4 ରୁ 5 ଦିନ ହେଇ ଯିବ ସେ ଜରାଶ୍ରମ ରେ ରହୁଛନ୍ତି । ଏହି ହସ୍ୟା ଅଭିନେତା ଙ୍କ ଘରେ ସମସ୍ତେ ଅଛନ୍ତି ପୁଅ ବୋହୁ ନାତି ହେଲେ ସେ ଆସି ନିଜେ ଜରାଶ୍ରମ ରେ ରହୁଛନ୍ତି ।
ଯଦି ପଚରାଜଉଛି ଆପଣ ଙ୍କ ପୁଅ ବୋହୁ ଆପଣ ଙ୍କୁ ଖୋଜୁ ନାହାନ୍ତି ତାହାର ଉତ୍ତର ରେ କହୁଛନ୍ତି ସେ କଣ ପାଇଁ ଖୋଜିବେ ସେ ତ ପରିଭ୍ରମଣ୍ ପାଇଁ ଆସିଛନ୍ତି ଯଦି କିଛି ଆସୁ ବିଧା ହେବ ତାହେଲେ ସେ ଫୋନ ମାଧ୍ୟମ ରେ ଜଣେଇବେ ପୁଅ ବୋହୁ । ଏହି ଜାଗା ରେ ମଧ୍ୟ ସ୍ଥିର ହେଇ ସେ ସବୁ ଦିନ ପାଇଁ ରହିବେ ନାହିଁ ଏହି ଜାଗା ଛାଡି ମଧ୍ୟ ଆହୁରି ନୂଆ ନୂଆ ଜାଗା କୁ ପରିଭ୍ରମଣ ପାଇଁ ଯିବେ
ସେ ଯାତ୍ରା କୁ ଭୁଲିବା ପାଇଁ ଅଲେଖ ଦିକ୍ଷା ନେଇ ଥିଲେ ଆଉ ଏବେ ପରିବାର କୁ ବି ଛାଡି ଏବେ ବୈରାଗ୍ ରେ ଆଉ ଏବେ ପରିଭ୍ରମଣ ରେ ବାହାରି ପଡିଛନ୍ତି ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ବାଳ ।