ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବର୍ତ୍ତମାନ ସମୟ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି , ଏହି ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।
ଅନେକ ସମୟ ରେ ଭିନ୍ନ ଭିନ୍ନ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବର୍ତ୍ତମାନ ସମୟ ରେ ଏହା ଆଲୋଚନା କରିବା ର କାରଣ ହେଉଛି ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ।
ଅଭିନେତ୍ରୀ ପ୍ରିୟାଙ୍କା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବହୁତ୍ କମ୍ ଦିନ ରେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ସବୁକିଛି ପାଇଛନ୍ତି । ଜବରଦସ୍ତ ଅଭିନୟ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଆପଣ ମାନେ ଅଭିନେତ୍ରୀ ପ୍ରିୟଙ୍କା ଙ୍କ ଅଭିନୟ ବେଶ୍ ଭଲ ଭାବରେ ଦେଖିଥିବେ ।
ଅଭିନେତ୍ରୀ ପ୍ରିୟଙ୍କା ନିଜ ଅଭିନୟ ଆରମ୍ଭ କରିଥିଲେ ତେଜସ୍ବିନୀ ଧାରାବାହିକ ରୁ ଏହି ଧାରାବାହିକ ଟି ବହୁତ୍ କମ୍ ଦିନ ପ୍ରସାରିତ ହୋଇଥିଲେ ମଧ୍ୟ ଦର୍ଶକ ମାନେ ବେଶ୍ ପସନ୍ଦ କରିଥିଲେ । ତେଜସ୍ଵୀନି ପରେ ସେ ଦୂର୍ଗା ରେ ଅଭିନୟ କରି ଥିଲେ ଓ ଚଳଚିତ୍ର ଟୋକା ତା ଫସିଗଲା ରେ ଅଭିନୟ କରିଥିଲେ , ଏହି ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହୋଇ ବର୍ତ୍ତମାନ ସମୟ ରେ ନିଜ ଶଶୁର ଘରେ ଅଛନ୍ତି ।
ଅଭିନେତ୍ରୀ ପ୍ରିୟଙ୍କା ଯିଏ ବିବାହ ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇଥିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ ନିଜ ସ୍ବାମୀ ଙ୍କୁ ନେଇ ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ , ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଏକ ସାକ୍ଷାତକାର ରେ ପ୍ରିୟଙ୍କା ଏବଂ ତାଙ୍କ ସ୍ବାମୀ ନଜର ଆସିଥିଲେ । ଉଭୟ ବହୁତ୍ ସାରା କଥା ହେବା ପରେ ଏକ ମଜେଦର୍ କଥା କହିଥିଲେ ଯେ ସେ ଦିନେ ଏମିତି ରୋଷେଇ କରିଥିଲେ ଯେ ତାଙ୍କ ଶଶୁର ଘରେ ଥିବା କୁକୁର ମଧ୍ୟ ତାକୁ ଖାଇଲା ନାହିଁ । ବିବାହ ପରେ ବର୍ତ୍ତମାନ ସମୟ ପ୍ରିୟଙ୍କା ରୋଷେଇ ଶିଖୁଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।