Breaking News

ପ୍ରେମ ପାଇଁ ମାଉସୀର ଶାଶୁକୁ ମାରିଲା ପ୍ରେମିକ, ଘରେ କେହି ନଥିବା ବେଳେ ଚାଲିଥିଲା ପ୍ରେମ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ପ୍ରେମ ଅନ୍ଧ କାରଣ ପ୍ରେମ ଏଥି ଅନ୍ଧ ଯେ ପ୍ରେମ କେମିତି ଓ କେଉଁଠି ଆରମ୍ଭ ହୁଏ ତାହା କେହି ମଧ୍ୟ ଜାଣି ନ ଥାଆନ୍ତି । ପ୍ରେମ ରେ ବୟସ ଓ ସମ୍ପର୍କ କିଛି ବି ଦରକାର ନାହିଁ । ପ୍ରେମ ରେ ପାଇଁ କିଛି ବି କରି ପାରନ୍ତି । ପ୍ରେମ ପାଇଁ କାହାର ପ୍ରାଣ ମଧ୍ୟ ନେଇ ପାରନ୍ତି ଏହି ପ୍ରେମୀ ଯୁଗଳ ମାନେ । ବର୍ତ୍ତମାନ ସମୟ ରେ ସେହି ଭଳି ଏକ ଘଟଣା ଘଟିଛି ।

ବର୍ତ୍ତମାନ ସମୟ ରେ ପ୍ରେମ ପାଇଁ ବଳି ପଡ଼ିଛି ଜଣେ ନିରୀହ ମଣିଷ ର । ହଁ ବନ୍ଧୁ ମାଉସୀ ଓ ପୁତୁରା ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଯାହା ଫଳ ରେ କି ପ୍ରେମ ସମ୍ପର୍କ ଚାଲିଥିବା ସମୟ ରେ କଣ୍ଟା ସାଜି ଆସି ଥିଲା ମାଉସୀ ର ଶଶୁର । ଉଭୟ ମିଳିତ ଉଦ୍ୟମ ରେ ଶାଶୁ କୁ ଜୀବନ ରୁ ମା-ରି ଦେଇଛନ୍ତି । ମାରିବା ପରେ ସବୁଠାରୁ ବଡ କାର୍ଯ୍ୟ କରିଛନ୍ତି ।

ଏହି ବଡ କାର୍ଯ୍ୟ ଟି ହେଉଛି ମାରି ଦେଇ ଜଙ୍ଗଲ ରେ ଫୋପାଡି ଦେଇଥିଲେ । କଣ୍ଟା ସଫା ହୋଇ ଯାଇଛି ବୋଲି ମନେ କରି ଥିଲେ । ପୂର୍ବ ରୁ ଆପଣ ମାନେ ଶୁଣି ଆସୁଥିବେ ଯେ ଚୋର ଘର ସବୁବେଳେ ଅନ୍ଧାର ନୁହେଁ ଦିନେ ନା ଦିନେ ଏହା ସତ୍ ସାମ୍ନା କୁ ଆସିବ । ଏହି ଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା। ସଇଁତଳା ଥାନା ଅନ୍ତର୍ଗତ ଏକ ଜଙ୍ଗଲ ରୁ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛି ।

ମୃତ ବ୍ୟକ୍ତି ଜଣକ ହେଉଛି ରସିକ ରଣା ଙ୍କ ପତ୍ନୀ ରତ୍ନି ରଣା ବୋଲି ଜଣା ପଡିଛି । ବର୍ତ୍ତମାନ ସମୟ ରେ ଘଟଣା ସ୍ଥଳ ରେ ପୋଲିସ ତାର ତଦନ୍ତ ଆରମ୍ଭ କରି ଦେଇଛି । ପୁଅ ଗୁଜୁରାଟ ରେ ଦାଦନ ଖଟିବାକୁ ଯାଇଥିବା ସମୟ ରେ ଘରେ ବୋହୂ ଓ ଶାଶୂ ରହୁଥିଲେ । ରତ୍ନୀ ସବୁଦିନ ନିଜ ଚାଷ ବିଲ କୁ ବୁଲି ଆସନ୍ତି ଓ ସେହିଦିନ ବୁଲିବାକୁ ଆସି ଆଉ ଫେରି ନାହାଁନ୍ତି ।

ଶାଶୁ କୁ ନ ପାଉ ଥିବାର ଖବର ବୋହୂ ସ୍ବାମୀ ଓ ଶଶୁର କୁ ଫୋନ୍ କରି ଜଣାଇଥିଲେ । ପରେ ପୋଲିସ ତଦନ୍ତ କରିବା ପରେ ଜଣା ପଡିଥିଲା ଯେ ବୋହୂ ଓ ତାର ପ୍ରେମିକା ମିଶି ଶାଶୁ କୁ ମାରିଛନ୍ତି । ଟିକେ ଶାରୀରିକ ସମ୍ପର୍କ ଏତେ ଗୁରୁତ୍ଵ ପୂର୍ଣ୍ଣ ହେଇ ଯାଉଛି ଯେ ଜୀବନ ନେବା ପାଇଁ ପଛାଉ ନାହାଁନ୍ତି । ବର୍ତ୍ତମାନ ସମୟ ରେ ଉଭୟ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

ମୋ ସ୍ତ୍ରୀ ସହ ଶୋଇଲା, ମୋତେ ଭିଡିଓ ପଠେଇ 20,000 ଟଙ୍କା ମାଗୁଛି ସରପଞ୍ଚର ଭାଇ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏମିତି ଏକ ଲଜ୍ୟା ଜଣକ ଖବର ଆସିଛି ଯାହା ଆପଣ ମାନେ ଜାଣିଲେ …

Leave a Reply

Your email address will not be published. Required fields are marked *