ସୋସିଆଲ ମିଡ଼ିଆ ରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ବେଶ୍ ଭାଇରାଲ ହୋଇଥାଏ । ବର୍ତ୍ତମାନ୍ ସମୟ ରେ ମଧ୍ୟ ସେହିଭଳି ଭାବେ ଭାଇରାଲ ହେବା ରେ ଲାଗିଛି ଯାହାକି ଆପଣ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଜଣେ ଯୁବତୀ ଙ୍କୁ ଦେଖିବାକୁ ମିଳିଛି
ତାହା ପୁଣି ରାସ୍ତା ଉପରେ , ତାଙ୍କ ଚାରି ପଟେ ଲୋକ ଓ ପୋଲିସ ଥିବା ସମୟରେ ଯୁବତୀ ଜଣକ ରାସ୍ତା ମଝି ରେ ହାଇଡ୍ରାମା କରୁଛନ୍ତି । ହଁ ବନ୍ଧୁ ନିଜ ଭ୍ୟାନିଟି କୁ ରାସ୍ତା ଉପରେ ହଙ୍ଗାମା କରିବା ସହ କହୁଛନ୍ତି ଯେ ଏହି ସ୍ଥାନ କୁ ମୋଦି ଆସିବା ଦରକାର , ମୋର୍ ଆଉ କିଛି ଦରକାର୍ ନାହିଁ । ଡାକିବ ଯଦି ଟିକେ ବେଇକି ଡାକି ଦିଅ ନ ହେଲେ ମୁଁ ଗାଡ଼ି ଭାଙ୍ଗିବା ର ବ୍ୟବସ୍ଥା କରିଛି ।
ଖାଲି ସେତିକି କହୁ ନାହାଁନ୍ତି ସେ ନଗ୍ନ ହେବେ ବୋଲି ମଧ୍ୟ କହୁଛନ୍ତି , ପରେ ପରେ ହାତ ଯୋଡ଼ି କହୁଛନ୍ତି ମୋ ମାଆ ମୋ ଭାଇ ମାନେ ମୋ ଜୀଵନ ରେ ସେହିଭଳି କିଛି ଘଟିବା ରୁ ଆଜି ଏହି ଭଳି ଭାବେ କରୁଛି । ଏହି ଭାବେ ଅନେକ କଥା କହି ରାସ୍ତା ଉପରେ ହଙ୍ଗାମା କରିଥିଲେ ଯାହା ଫଳ ରେ କି ଲୋକ ମାନେ ଯିବା ଆସିବ ରେ ଅସୁବିଧ ହେଉଥିଲା ।
ଯୁବତୀ ଙ୍କ ଏହି ଭଳି କାଣ୍ଡ କୁ ପୋଲିସ ଦେଖିଥିଲେ ମଧ୍ୟ କିଛି କହି ନ ଥିଲା କିନ୍ତୁ ପରବର୍ତ୍ତୀ ସମୟ ରେ କିଛି ମହିଳା ପୋଲିସ ଆଦି ଯୁବତୀ ଙ୍କୁ ବୁଝା ସୂଜା କରି ନେଇଥିଲେ ଓ ରାସ୍ତା ରେ ପଡ଼ିଥିବା ତାଙ୍କ ଜିନିଷ କୁ ମଧ୍ୟ ନେଇଥିଲେ । ଯୁବତୀ ଙ୍କୁ ପୋଲିସ ନେଉଥିବା ସମୟ ରେ ମହିଳା ଜଣକ କାନ୍ଦି ଥିଲେ ।
ତାହେଲେ ମହିଳା ଙ୍କ ଜୀବନ ରେ ସେହିଭଳି କିଛି ଘଟି ଥିବାରୁ ସେ ଆଜି ଏହି ଭଳି ରାସ୍ତା ଉପରେ ହଙ୍ଗାମା କରିଥିଲେ । ତାଙ୍କ ଜୀବନ ରେ କଣ ଘଟିଛି ତାହା ବର୍ତ୍ତମାନ ସମୟ ରେ ଜଣା ପଡି ନାହିଁ କିନ୍ତୁ ଯୁବତୀ ଜଣକ କହିଥିଲେ ତାଙ୍କ୍ ଜୀବନ ରେ ସେହିଭଳି କିଛି ଘଟି ଯାଇ ଥିବାରୁ ସେ। ଏହି ଭଳି କିଛି କରୁଛନ୍ତି ବୋଲି ।।