ବନ୍ଧୁଗଣ 10 ମ ରେ ଅର୍ଚ୍ଚନା ପଢୁ ଥିବା ବେଳେ ଘରୁ ରାଗି ଭୁବନେଶ୍ଵର କୁ ଚାଲି ଆସି ଥିଲେ ସେ ଫୁଣି ଏକା । ଆସିବ ପରେ ଦୀର୍ଘ ଦିନ ଧରି ବିୟୁଟିପାର୍ଲର ରେ କାମ କରି ଆସୁଥିଲେ । ଆପଣ ମାନେ ଜାଣିଥିବେ ରାଜଧନୀ ର ଚକମକ ଆଉ ଏହି ଚକମକ ର ମୟା ରେ ପଡି ଗଲେ ଅର୍ଚ୍ଚନା ନାଗ । ବିୟୁଟିପାର୍ଲର କୁ ଆସୁଥିବା ବଡ଼ ବଡ଼ ଘର ର ମହିଳା ଓ ଯୁବତୀ ଙ୍କୁ ଦେଖି ସେ ବି ସେମିତି ଜୀବନ ଅତିବାହିତ୍ କରିବାକୁ ଇଚ୍ଛା କଲେ ।
କିନ୍ତୁ ଏଠି ପାଇଁ ସେ ଯେଉଁ ରାସ୍ତା କୁ ବାଛିଲେ ତାହା ଆଜି ତାଙ୍କୁ ଜେଲ ର ଚାରି କାନ୍ଥ କୁ ଭିତ ରେ ରହିବାକୁ ପଡିଲା । ମହିଳା ବ୍ଲା-କ-ମେ-ଲ-ର ଅର୍ଚ୍ଚନା ନାଗ ଗି-ର-ଫ ହେବା ପର ରୁ ଅର୍ଚ୍ଚନା ନାଗ ର ସବୁ ଗୋମର୍ ଖୋଲିବାକୁ ଲାଗୁଚି । ଆଉ ଯାହା ସବୁ ନଜର ରେ ଆସୁଛି ତାହା ଗଣ ମାଧ୍ୟମ ଦ୍ବାରା ଜଣା ବି ଯାଉଛି । ଅର୍ଚ୍ଚନା ପ୍ରଥମେ ନିଜ ଚେହେରା ର ପରିବର୍ତ୍ତନ୍ ଆଣି ଥିଲେ ।
ଆଉ ଏହି ପରିବର୍ତ୍ତନ୍ ରେ ସେ ତାଙ୍କ କଳା ଦେହ କୁ ଗୋରା ରେ ପରିବର୍ତ୍ତନ୍ କରିଥିଲେ ଆଉ ପରେ ତାକୁ ବ୍ୟବହାର କରି ତାଙ୍କ ର ମୟାଜାଲ କୁ ଆରମ୍ଭ କଲେ । ଜଣ କ ପରେ ଜଣେ ବଡ଼ ବଡ଼ିଆ କୁ ଫସେଇ ଥିଲେ । ଆଉ ପରେ ତାଙ୍କ କ୍ୟାମେରା ରେ ତାଙ୍କ ର ଅ-ଶ୍ଳୀ-ଳ ଭିଡିଓ କୁ ରେକର୍ଡ କରି ପରବର୍ତୀ ପର୍ଯ୍ୟାୟ ରେ ତାକୁ ନେଇ ବ୍ଲା-କ-ମେ-ଲ୍ କରୁଥିଲେ ।
ଏଥିରୁ ଭଲ ବେପାର ହେବା ପରେ ସେ ଅନ୍ୟ ଯୁବତୀ ମାନଂକୁ ଆଣି ଏହି ଧ-ନ୍ଦା ରେ ସାମିଲ କରାଇ ଥିଲେ । ଏହି ଉପାୟ ରେ କଳା ହାଣ୍ଡି କେସିଙ୍ଗା ର ଆଦିବାସି ଅଞ୍ଚଳ ରୁ ଆଦିବାସୀ ଥିବା ଅର୍ଚ୍ଚନା ମାତ୍ର 6 ରୁ 7 ବର୍ଷ ମଧ୍ୟ ରେ କୋଟି କୋଟି ଟଙ୍କା ର ମାଲିକିଆଣି ହେଇଗଲେ । ସେ ଏମିତି ମାୟା ରଚୁଥିଲେ ତାଙ୍କ ଠାରୁ ଆରମ୍ଭ କରି ସୁନା ରୂପ ବ୍ୟବସାୟି ହୋଟେଲ ମାଲିକ ଚଳଚିତ୍ର ପ୍ରଜୋଜକ୍ ଭଳି ବଡ ବଡ଼ିଆ ଲୋକ ଙ୍କୁ ତାଙ୍କ ମାୟା ଜାଲ ରେ ଫସେଇ ତାଙ୍କ ଠାରୁ କୋଟି କୋଟି ଟଙ୍କା ଲୋଟ କରୁଥିଲେ ।
ତେବେ ଅର୍ଚ୍ଚନା ଙ୍କ ଏ ବିଶାଳ କ-ଳା ସମ୍ରାଜ୍ୟ ଛିଡା ହେବାର ପଛ ରେ ବହୁତ ଲୋକ ଙ୍କ ହାତ ଥିବା ଜଣା ପଡିଛି । ଅନୁସନ୍ଧାନ ରୁ ଜଣା ପଡୁଛି ଯେ ଅର୍ଚ୍ଚନା ବିୟୁଟିପାର୍ଲର ରେ କାମ କରିବା ପରେ ଜଣେ ଚଳଚିତ୍ର ପ୍ରଜୋଜକ ଙ୍କ ସହ ତାଙ୍କ ର ସମ୍ପର୍କ ଗଢି ଉଠି ଥିଲା । ଦୁହିଁ ଙ୍କ ଭୀତ ରେ ସମ୍ପର୍କ ନିବିଡ଼ ହେବା ପରେ ଉକ୍ତ ପ୍ରଜୋଜକ୍ ଙ୍କ ବାସଭବନ୍ ର-ଙ୍ଗ ସାଳ ପାଲଟି ଯାଇଥିଲା । ସେହିଥୁ ହିଁ କଳା କାରନାମା ଆରମ୍ଭ ହୋଇ ଥିଲା ।
ସେ ପ୍ରଜୋଜକ ଙ୍କ ସହ ଥିଲେ ଜଣେ ହାସ୍ୟ ଅଭିନେତା ଓ ଜଣେ ସହଯୋଗୀ ତାଙ୍କ ନିର୍ଦ୍ଦେସ୍ ରେ ଅର୍ଚ୍ଚନା ନିର୍ଦ୍ଧିଷ୍ଠ ଲୋକ ଙ୍କୁ ସାମାଜିକ୍ ଗଣ ମାଧ୍ୟମ ରେ ମିଠା ମିଠା କଥା କହି ଫସାଉ ଥିଲେ । ବିଶ୍ବାସ ଜିତି ସେମାନଙ୍କ ଠା ରେ ସମ୍ପର୍କ ରଖୁଥିଲେ ଆଉ ଉଅକ୍ତ୍ ଅ-ନ୍ତ-ର-ଙ୍ଗ ମୁହୂର୍ତ୍ତ କୁ ଭିଡିଓ କରି ବ୍ଲା-କ-ମେ-ଲ କରୁଥିଲେ । ଟଙ୍କା ନଦେଲେ ଭିଡିଓ କୁ ଭା-ଇ-ରା-ଲ୍ କରିଦେବେ କହି ଧ-ମ-କ ଦେଉଥିଲେ । ତେଣୁ ଲୋକ ଲ-ଜ୍ୟା କୁ ଡରି ସେମାନେ ଅର୍ଚ୍ଚନା ଙ୍କ ପାଖ ରେ ଟଙ୍କା ଅଜାଡି ଦେଉ ଥିଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।