ଦର୍ଶକ ବନ୍ଧୁ ଆମେ ଆଜି ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟ ରେ ଜାଣିବା ଯିଏ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ସମସ୍ତ ଅଭିନେତା ଙ୍କ ନକଲି ସ୍ବର ସେ କରି ଦିଅନ୍ତି । ତାହେଲେ ଦୁ-ର୍ଦ୍ଦା-ନ୍ତ ଖ-ଳ ନାୟକ ରାଇ ମୋହନ ପରିଡା , ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଓ ମିହିର ଦାସ ପୁଣି ଯାତ୍ରା କଳାକାର ଦୈତାରୀ ପଣ୍ଡା ଙ୍କ ନକଲି ସ୍ବର କରି ଥାଆନ୍ତି ।
ତାହେଲେ ସେ ସମସ୍ତ ଙ୍କ ସ୍ବର ବେଶ୍ ଭଲ ଭାବରେ କରି ଦିଅନ୍ତି , ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ବର କୁ ଏମିତି ନକଲି କରି ଦେଇ ଥାଆନ୍ତି ଯେ ଶୁଣିବା ଲୋକ ତାଜୁବ ହୋଇ ଯାଉଛନ୍ତି , ଅଳ୍ପ କିଛି ଲୋକ ତାଙ୍କୁ ଜାଣିଥିବେ । ଟେଲିଭିଜନ ଧାରାବାହିକ ରେ ଅଭିନୟ କରି ଥିବାର ଦେଖିଥିବେ ।
ଆଉ କିଏ ଜାଣିଥିବେ ନିର୍ଦ୍ଦେଶକ ନିଶିକର ଭାବେ , ତାହେଲେ ବର୍ତ୍ତମାନ୍ ସମୟ ରେ ନିଶି ଆମ ଗହଣ ରେ ଆଉ ନାହାଁନ୍ତି । ଅତି ନିକଟ ରେ ତାଙ୍କର ସଡ଼କ ଦୁ-ର୍ଘ-ଟ-ଣା ହେବା କାରଣ ରୁ ତାଙ୍କ ମୃ-ତ୍ୟୁ ହୋଇ ଯାଇଛି , ତାଙ୍କ ଘର୍ ହେଉଛି ପୁରୀ ଜିଲ୍ଲା କାକଟପୁର ରେ । କାକଟପୁର ବିଶ୍ଵ ବିଦ୍ୟାଳୟ ରେ ସ୍ନାତକ ହାସଲ କରିବା ପରେ ଭୁବନେଶ୍ବର ରେ ପାଦ ଦେଇଥିଲେ ।
ତାଙ୍କର ଅନେକ ସ୍ବପ୍ନ ଥିଲା ସେ ସମାଜ ପାଇଁ କିଛି କରିବେ ବୋଲି , ଅନେକ ଆଲବମ୍ ରେ ନିର୍ଦ୍ଦେଶକ ଦେଇଥିବା ନିଶିକର୍ କାକଟପୁର ଛକ ରେ ଏକ ସଡ଼କ ଦୁ-ର୍ଘ-ଟ-ଣା ରେ ଜୀବନ ଚାଲି ଯାଇଛି । ତାଙ୍କୁ ଆହତ ଅଵସ୍ଥା ରେ କ୍ୟାପିଟାଲ ଥାନା କୁ ସ୍ଥାନାନ୍ତରଣ କରାଗଲା କିନ୍ତୁ ତାଙ୍କୁ ଡାକ୍ତର ମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ ।
ଶେଷ ସମୟ ରେ ତାଙ୍କ ପାଖ ରେ ପରିବାର ଲୋକ ଙ୍କ ବ୍ୟତୀତ ଆଉ କେହି ନ ଥିଲେ । ବର୍ତ୍ତମାନ୍ ସମୟ ରେ ତାଙ୍କ ଶ-ବ ସତ୍କାର ସରି ଯାଇଛି , ସେ ଯିବା ପୁର୍ବ ରୁ ଏକ ଭଲ କାମ କରି ଜାଇଛନ୍ତି ସେ ତାଙ୍କ ଆଖି କୁ ଦାନ କରି ଦେଇଛନ୍ତି । ସେ ଏଇ ଦୁନିଆ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ତାଙ୍କ ଆଖି ଏହି ଦୁନିଆ ଦେଖିବ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।