ଫୁଣି ଥରେ ମାମୁ ଭାଣେଜୀ ଙ୍କ ଖ-ରା-ପ ସମ୍ପର୍କ ପାଇଁ ଫସିଗଲା ଭାଣେଜୀ । ଏବେ ଏହି ଝିଅ କାହାର ବୋହୁ ଆଉ ଏହି ବୋହୁ ରବ ବିଷୟ ରେ ସବୁ ଜାଣିଲା ପରେ ତାଙ୍କୁ ଆଉ ଘରେ ପସଉ ନାହାନ୍ତି । ଆଉ ସାରା ଗାଁ ଲୋକ କହିଲେ ଛି ଏମିତିକା ବୋହୁ କୁ ଏପରି ଖରାପ ଚରିତ୍ର୍ ଝିଅ କୁ ଆମେ 10 ଖଣ୍ଡ ଗାଁ କି ଆମ ପଞ୍ଚାୟତ ରେ ରଖେଇ ଦେବୁନୁ । ସେମିତି ବୋହୁ ଆମ ଗାଁ ରେ ରହିଲେ ଆମ ର ସାରା ପଞ୍ଚାୟତ ନଷ୍ଟ ହୋଇ ଯିବ ।
ଗାଁ ରେ ପୁଅ ମାନେ ଖରାପ ହୋଇ ଯିବେ । ଯେତେ ଯାହା ହୋଇ ଗଲେ ବି ଏମିତି ବୋହୁ କୁ ପୁରେଇ ଦେବୁନୁ । ଏ ଝିଅ ନୁହେଁ ଗୋଟେ ଦୁ-ଚା-ରୁ-ଣି । ବୋହୁ ହେଇ ଆସିବା ଦିନ ଥାରୁ ତାର ସ୍ବାମି ଠାରୁ ସମ୍ପର୍କ ନାହିଁ ଏମିତି କି ସେ ନିଜ ସ୍ବାମି କୁ ଛାଡି ତା ମାମୁଁ ସହ ରାସ ଲୀଳା କଲା । ସେ ତା ମାମୁଁ ସହ ଖରାପ ସମ୍ପର୍କ ରଖିଛି । ଏମିତି ଏକ ନାରୀ ଏ ସମାଜ ପାଇଁ କଳଙ୍କ ଆଜ୍ଞା ।
ମାମୁଁ ଭାଣେଜୀ ର ପବିତ୍ର ସମ୍ପର୍କ କୁ ନ ମାନି ସେ ପୁରା ଗାଁ କୁ ଅପବିତ୍ର କରି ଦେଇଛନ୍ତି । ସାରା ଓଡିଶା ର ଲୋକେ ମାମୁଁ ଭାଣେଜୀ ର ପ୍ରେମ ଗପ କୁ ଶୁଣୁଛନ୍ତି । ସମସ୍ତେ ମାମୁଁ ଭାଣେଜୀ ରୋମାନ୍ସ ର ଦୃଶ୍ୟ କୁ ଦେଖୁଛନ୍ତି । ତାଙ୍କରି ପାଇଁ ସାରା ଓଡିଶା ରେ ତାଙ୍କ ଗାଁ ର ନାଁ ବଦନାମ ହେଇ ଯାଇଛି । ଗାଁ ର ପୁଅ ମାନେ ତାଙ୍କ୍ ତାଙ୍କ ଭିତରେ ମାମୁଁ ଭାଣେଜୀ ଡକା ଡକି ହୋଇ ଥଟ୍ଟା ପରିହାସ କରୁଛନ୍ତି ।
ଛୋଟ ଛୋଟ ପିଲା ମାନେ ମାମୁଁ ଭାଣେଜୀ କୁ ନେଇ ଟୁପୁରୁ ଟାପୁରୁ ହେଉଛନ୍ତି । ପୁରା ପଞ୍ଚାୟତ୍ ସାରା ସେହି ଖ-ରା-ପ ସମ୍ପର୍କ ପାଇଁ ଏବେ ଚର୍ଚ୍ଚା ଚାଲିଛି । ଏହି ଖରାପ ପ୍ରଭାବ ଏବେ ପୁରା ଗାଁ ଟା ସାରା ପଡୁଛି । ସେମିତି ନାରୀ ଯଦି ଗାଁ ରେ ରହିବ ସେହି ଗାଁ ର ପରିବେଶ ପୁରା ନଷ୍ଟ ହୋଇ ଯିବ । ସେ ଦୁଚାରିନି ବୋହୁ ବହୁତ ଖରାପ । ଖରାପ କାମ କରି ନିଜେ ଓଲଟି ଶାଶୁ ଘର ନାଁ ରେ କେସ୍ ଦେଇଛି ।
ତାଙ୍କ ପଞ୍ଚାୟତ ରେ ଲୋକେ ଯେତେବେଳେ ଜାଣିଲେ ସେ ଝିଅ କବାଟ ଦେଇ ଘର ଭୀତ ରେ ଧାରଣା ଦେଇଛି ତେଣୁ ଆସି ତାଙ୍କୁ ଡାକିଲେ ଆଉ ସମାଧାନ୍ କରିବା ପାଇଁ କହିଲେ ତାପରେ ମଧ୍ୟ ସେ କବାଟ ଖୋଲିଲେ ନାହିଁ । କି କିଛି ମଧ୍ୟ କହିଲା ନାହିଁ ତାପରେ ସେ କବାଟ ଭାଙ୍ଗି ତାକୁ ଭିତରୁ ଆଣିଲେ । ଆଉ ତାପରେ ତା ମଉସା ଆସି ସମସ୍ତ ମହିଳା ଗ୍ରୋପ କୁ ଖରାପ ଭାଷା ରେ କହିଲା ଆଉ ଖରାପ ବ୍ୟବହାର କରୁଛି ।
ଏମିତି ବୋହୁ ସମାଜ ପାଇଁ ଏକ ଅପମାନ ଏମିତି ବୋହୁ ଯଦି ରହିବ ତା ଠାରୁ ଝିଅ ମାନେ କଣ ଶିଖିବେ । ଆଉ ଗାଁ ମଧ୍ୟ ନଷ୍ଟ୍ ହେଇ ଯିବ । ତେଣୁ କରି ଏମିତି ବୋହୁ କେବେ ବି ଗାଁ ରେ ରଖେଇ ଦେବେନି ବୋଲି କହିଛନ୍ତି ମହିଳା ଗ୍ରୁପ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।