ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଚର୍ଚ୍ଚା ରେ ରୁହନ୍ତି ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ହେଉ ।
ତାହାଲେ ବନ୍ଧୁଗଣ ଆଜି ସେହିଭଳି ଜଣେ ଧାରାବାହିକ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ନିଜ ପତ୍ନୀ ଙ୍କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଲୋକ ପରିଚିତ ଚେହେରା ସାଇ ।
ସାଇ ଙ୍କୁ ଆପଣ ମାନେ ଧାରାବାହିକ ରେ ଦେଖିଥିବେ ଜବରଦସ୍ତ ଅଭିନୟ କରି ଥିବାର । ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ହଁ ବନ୍ଧୁ ଏହି ଅଭିନେତା ଜଣକ ତରଙ୍ଗ ଟିଭିରେ ପୂର୍ବ ରୁ ପ୍ରସାରିତ ହେଉଥିବା ଏକ ଲୋକ ପ୍ରିୟ ଧାରାବାହିକ ରେ ନଜର ଆସୁଥିଲେ , ଏହି ଧାରାବାହିକ ଟି ଅତି ନିକଟ ରେ ସରିଛି ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାଇ ବାସ୍ତବିକ୍ ଜୀବନ ରେ ସାରା ଙ୍କୁ ଭଲ ପାଉଥିଲେ ଓ ତାଙ୍କ ସହ ମିଶି ବହୁ ସ୍ଥାନ ବୁଲା ବୁଲି କରିବା ସହ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରୁଥିଲେ , ଆପଣ ମାନେ ଜାଣିଥିବେ ଯେ ମଝି ରେ ଉଭୟ ଙ୍କ ମଧ୍ୟ ରେ ଏକ ବିବାଦ ଦେଖା ଦେଇଥିଲା , ଏହି ବିବାଦ ଟି ଦେଖା ଦେବା ପରେ ସାରା ସାଇ ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ସାଇ ଜେଲ୍ ଯାଇଥିଲେ , ଉଭୟ ଙ୍କ ମଝି ରେ ବୁଝାମଣା ହୋଇ ଯିବାରୁ ଉଭୟ ସବୁ କଥା କୁ ଭୁଲି ସାତ ଜନମ ର ସାଥୀ ହୋଇଥିଲେ । ବର୍ତ୍ତମାନ୍ ସମୟ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ବେଶ୍ ଖୁସି ରେ ଅଛନ୍ତି ଓ ଏକାଠି ହୋଇ ସୋସିଆଲ ମିଡ଼ିଆ ରେ ନଜର ଆସୁଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସାରା ଙ୍କୁ ନେଇ ବଡ ଖବର ଆସି ଯାଇଛି । ସାଇ ବର୍ତ୍ତମାନ୍ ସମୟ ରେ ଏକ ପ୍ରାଇଭେଟ୍ ଚାକିରି କରୁ ଥିବା ସମୟ ରେ ସାରା ଏକ ନୂଆ ଧାରାବାହିକ ରେ ନଜର ଆସିବାକୁ ଯାଉଛନ୍ତି ଯାହାର ନାମ ହେଲା ମା ଯାହାର ସାହା , ଆଗାମୀ ଦିନ ମାନ ଙ୍କ ରେ ସାରା ଙ୍କୁ ନେଇ ଏକ ଧାରାବାହିକ ଆସୁଛି ଓ ଯାହାର ସୂଚନା ସାରା ନିଜେ ଜଣାଇଛନ୍ତି ଯେଉଁ ସିରିଏଲ ନାମ ହେଲା ସାଥିରେ ଯାହାକି ଜି ସାର୍ଥକରେ ଆପଣ ମାନେ ଦେଖିବା ପାଇଁ ପାଇବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।