Breaking News

ଫୁଣି ଥରେ ବଡ ଦେଉଳରୁ ପଥର ଖସିଲା, କଣ ଘଟିବ କିଛି ବଡ ଅଘଟଣ! – ଦେଖନ୍ତୁ ଭିଡିଓ

ଶ୍ରୀ ମନ୍ଦିର ର ରତ୍ନ ସିଂହାସନ ର ପଛ ଭାଗ ରୁ ଯେଉଁ ଚୁନ୍ ପଥର ଖସି ଥିଲା ତାହା ଏପର୍ଯ୍ୟନ୍ତ ମରାମତିଅ ହୋଇ ପରି ନାହିଁ । କାରଣ ଶ୍ରୀ ମନ୍ଦିର ର ରତ୍ନ ସିଂହାସନ ରଥ ଯାତ୍ରା ସମୟ ରେ ହିଁ ମରାମତି କାମ କରା ଯାଇ ଥାଏ । ତେଣୁ ଏପର୍ଯ୍ୟନ୍ତ ତାର ମରାମତି ହୋଇ ନଥିବା ବେଳେ ଏଭଳି ସ୍ଥଳ ରେ ଜଗମୋହନ୍ ଓ ନାଟ ମଣ୍ଡପ ରେ ଯେଉଁ ଜଏଣ୍ଟ ସ୍ଥଳ ରହିଛି ମୁଡୁଲି ଦ୍ବାର ର ଠିକ ଉପର ଭାଗ ରୁ ଗୋଟିଏ ପଥର ସଂନ୍ଧ୍ୟା ସମୟ ରେ ଖସି ଥିଲା ।

ଯାହାକୁ ନେଇ ସେବାୟତ ମାନଙ୍କ ପକ୍ଷରେ ଘୋର ଅସାନ୍ତ୍ ଭାବନା ସୃଷ୍ଟି ହେଲା । ଯେ ଯେତେବେଳେ କିଛି ଦିନ ତଳେ ଶ୍ରୀ ମନ୍ଦିର ର ରତ୍ନ ସିଂହାସନ ପଛ ପଟରୁ ଚୁନ୍ ପଥର ଖସିଲା ଏବଂ ତାର ପରବର୍ତୀ ସମୟ ରେ ଗତ କାଲି ସନ୍ଧ୍ୟା ସମୟ ରେ ଜଗମୋହନ୍ ର ଠିକ ଉପର ଭାଗ ତା ପାର୍ଶ୍ବ ରୁ ପଥର ଖସିଛି ।

ଏଡ଼େ ବଡ଼ ପଥର ଖସିବା ନାହିଁ ଏ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ପ୍ରସାସନ ତରଫରୁ କୌଣସି ସ୍ପଷ୍ଟ ସୁଚନା ମିଳି ନାହିଁ କେତେ କିଲୋ ଗ୍ରାମ ର ପଥର ଖସିଲା କିନ୍ତୁ ସେ ପଥର ଖଣ୍ଡ ଟି ଖସିଛି । ସେହି ପଥର ଓଜନ ପାଖାପାଖି 2 ରୁ 3 କିଲୋ ର ଓଜନ ହୋଇ ପାରେ ସେ ପଥର ଟି । ତେବେ ଯେଉଁ ଜାଗା ରୁ ପଥର ଟି ଖସିଛି ସେହି ଜାଗା ରେ ମାଙ୍କଡ଼ ବହୁତ ଉତପାତିଆ ହେଉଛି ବା ମାଙ୍କଡ଼ ବହୁତ ଡିଆଁ ଡୁଇଁ ହେଇକି ପଥର ଟି ଖସି ପାରି ଥାଏ ।

ଏଠି ପ୍ରଶ୍ନ ଉଠୁଛି ଯଦି ମାଙ୍କଡ଼ ଡେଇଁବା ଦ୍ବାରା ପଥର ଟି ଖସି ଯିବ ତାହେଲେ ପଥର ଟି ନିଶ୍ଚୟ ଦୁର୍ବଳ ରହି ଥିଲା ବୋଲି ପଥର ଟି ଖସିଲା ବା ପଥର ଟି ମଝବୁଟ୍ ନଥିଲା ବୋଲି ପଥର ଟି ତଳକୁ ଖସିଲା । ଏତେ ସବୁ ଦେଖା ଦେଖି ପରେ ବି ଏହି ଦୁର୍ବଳ ପଥର ଟି ସେଠାରେ କାହିଁକି ଥିଲା । ଯେହେତୁ ବର୍ଷ ତମାମ ମରାମତି କାର୍ଯ୍ୟ କରୁଛନ୍ତି ଯେଉଁଥି ଯେଉଁଥି କିଛି ନା କିଛି ଦୁର୍ବଳ ରହୁଛି ଯାହା ପାଇଁ ବିଶେଷ ଦ୍ରୁଷ୍ଟି ଦିଆ ଯାଉ ନାହିଁ । ଯାହା ଫଳ ରେ ଏମିତି ଗତ କାଲି ପଥର ଖସିଲା ।

ଯଦି ଆମେ କହି ପାରିବ ଏଇଟା 2 ରୁ 3 କେଜି ପଥର ତାକୁ ଗୁରୁତ୍ବ ଦେବା ନାହିଁ ହେଇ ପାରେ ବଡ଼ ଖଣ୍ଡ ବି ପଥର ଖସିବ । ଶ୍ରୀ ମନ୍ଦିର ହେଉଛି ଆମ ଭକ୍ତି ଭାବ ର କେନ୍ଦ୍ର । ଆଗରୁ କହି ଥିଲେ କି ଛୋଟିଏ ଖଣ୍ଡେ ପ୍ଲାଷ୍ଟର୍ ଖସିଛି ତାହା ରଥ ଯାତ୍ରା ସମୟ ରେ ମରାମତି କରା ଯିବ । ଆଜି ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି ହେଇଚି ଗତ କାଲି ସଂନ୍ଧ୍ୟା ସମୟ ରେ ପଥର ଟି ପଡ଼ିଥିଲେ ମଧ୍ୟ କୌଣସି ଭିତ୍ତି ରେ ବି ସୁଚନା ଦିଆ ଯାଉ ନାହିଁ ।

ଯେତେବେଳେ ଗତକାଲି ସଂନ୍ଧ୍ୟା ସମୟ ରେ ବେସ୍ ଚର୍ଚ୍ଚା ରହି ଥିଲା କିନ୍ତୁ କେଉଁ ଜାଗାରୁ ପଥର ଖସି ଥିଲା ତାହା ସ୍ପଷ୍ଟ ହୋଇ ପାରି ନଥିଲା କିନ୍ତୁ ଆଜି ସ୍ପଷ୍ଟ ହୋଇଛି ମୁଦୁଲି ଦ୍ବାର ର ଏଣ୍ଟ୍ରି ପକ୍ଷ ରହିଛି ଜଗମୋହନ୍ ପାର୍ଶ୍ୱ ରୁ ଏହି ପଥର ଟି ଖସିଛି ଯାହାର ଓଜନ ପ୍ରାୟ 2 ରୁ 3 କେଜି ଓଜନ ପଥର ଖସିଛି ଏହାକୁ ଗୁରୁତ୍ବ ର ସହ ନେବା କଥା କାରଣ ଏହା ହେଉଛି ଶ୍ରୀ ମନ୍ଦିର ଶ୍ରୀ ଜଗନ୍ନାଥ ମନ୍ଦିର ଯେଉଁ ଥରେ କୋଟି କୋଟି ଲୋକ ଙ୍କ ର ଆଧ୍ୟାତ୍ମିକ ର କେନ୍ଦ୍ର ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *