Breaking News

ଫୁଣି ଥରେ ରାଜନୀତିକୁ ଆସିବେ ଓଡିଆ ସୁପରଷ୍ଟାର ସିଦ୍ଧାନ୍ତ (Sidhant Mohapatra),ହେବେ ଓଡିଶାର… – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ କି ରାଜନୀତି ଦୁନିଆ ରେ ପାଦ ଥାପି ଛନ୍ତି । ରାଜନୀତି ଦୁନିଆ ରେ ପାଦ ଥାପି ବା ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି ।

ରାଜନୀତି ଦୁନିଆ ରେ ପ୍ରବେଶ କରୁ ଥିବା ଅଭିନେତା ମାନେ ଜାଣିବା ଦରକାର ଯେ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ପସନ୍ଦ କରନ୍ତି ରାଜନୀତି ନୁହେଁ । ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ନମ୍ୱର୍ ୱାନ ଅଭିନେତା ଭାବେ ପରିଚିତ ଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଇ ବର୍ତ୍ତମାନ ସମୟ ରେ ପୁଣି ରାଜନୀତି ଦୁନିଆ ରେ ପାଦ ଦେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଚାରି ବର୍ଷ ହେବ କଣ ପାଇଁ ଦୂରେଇ ଯାଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ବର୍ତ୍ତମାନ ସମୟ ରେ ରାଜନୀତି କୁ ପୁଣି ଫେରି ଛନ୍ତି , କିଏ ରାଜନୀତି କୁ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଡାକିଛନ୍ତି କାହା ଡାକ ରେ ସିଦ୍ଧାନ୍ତ ମହାପାତ୍ର ଚାଲି ଆସିଛନ୍ତି ରାଜନୀତି , ବର୍ତ୍ତମାନ କଣ ପାଇଁ ଆସିଲେ ପୂର୍ବ କଣ ପାଇଁ ଆସୁ ନ ଥିଲେ ଦୀର୍ଘ ୪ ବର୍ଷ ହେବ ।

୪ ବର୍ଷ ପରେ ପୁଣି ରାଜନୀତି ରେ ସିଦ୍ଧାନ୍ତ ମହାପାତ୍ର , କେଉଁ କାରଣ ପାଇଁ ଦୂରେଇ ଯାଇଥିଲେ ରାଜନୀତି ରୁ । ପୂର୍ବ ରୁ ସାଂସଦ ଥିବା ଥିଲେ ସିଦ୍ଧାନ୍ତ ମହାପାତ୍ର । ସାଧାରଣ ନିର୍ବାଚନ ହେବା ଆଉ ରହିଲା ମାସେ । ଉଭୟ ବିଜେଡି ଓ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି । ୨୦୦୯ ଓ ୨୦୧୪ ବ୍ରହ୍ମପୁର ସାଧାରଣ ନିର୍ବାଚନ ରେ ଦୁଇ ଦୁଇ ଥର ନିର୍ବାଚନ ହୋଇ ବିଜେଡି ସାଂସଦ ହୋଇ ଗଞ୍ଜାମ ଓ ଗଜପତି ଜିଲ୍ଲା ରେ ରାଜନୀତି ରେ ପ୍ରଭାବ ଛାଡ଼ି ଯାଇଥିଲେ ।

୨୦୦୯ ଓ ୨୦୧୪ ରେ ସିଦ୍ଧାନ୍ତ ଙ୍କ ବିରୋଧୀ ଭାବ ରେ ନିର୍ବାଚନ ରେ କଂଗ୍ରେସ ର ଟାଣୁଆ ନେତା ଚନ୍ଦ୍ର ଶେଖର ସାହୁ ୨୦୧୮ ରେ ବିଜେଡି ରେ ସାମିଲ ହେବା ପରେ ୨୦୧୯ ରେ ଦଳୀୟ ଟିକେଟ ପାଇ ବିଜୟ ହୋଇଥିଲେ । ସେହି ଦିନ ଠାରୁ ରାଜ୍ୟ ରାଜନୀତି ସମେତ ଗଞ୍ଜାମ ଜିଲ୍ଲା ରାଜନୀତି ରୁ ଦୂରେଇ ରହିଥିଲେ ।

ରାଜନୀତି ରେ ଦୂରେଇ ହୋଇ ରହିଥିବା ସିଦ୍ଧାନ୍ତ ମହାପାତ୍ର ପୁଣି ରାଜନୀତି ରେ ପାଦ ଦେବା ସମସ୍ତ ଆଶ୍ଚର୍ଯ୍ୟ କରାଇ ଦେଇଛି । ଜିଲ୍ଲା ସଭାପତି ଡକ୍ଟର ରମେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଏହି କାର୍ଯ୍ୟ ରେ ଯୋଗ ଦେଇ କହିଥିଲେ ଦଳ ର ସୁପ୍ରିମ ଙ୍କ କଥା ଅନୁଯାୟୀ ସେ କାର୍ଯ୍ୟ କରୁଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *