ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଭୁବନେଶ୍ୱର କିଶୋର ନନା ସାରା ଓଡ଼ିଶା ରେ ଲୋକ ପରିଚିତ ହେବା ସହିତ ଓଡ଼ିଶା ବାହାରେ ମଧ୍ୟ ବହୁତ୍ ଫେମସ୍ ଥିଲେ ନିଜ ମଟନ ରୋଷେଇ ପାଇଁ । କିଶୋର ନନା ପ୍ରାୟ ୨୦୦ କ୍ଵିଣ୍ଟାଲ ଅଧିକ ମଟନ ରୋଷେଇ କରନ୍ତି ଓ ଲୋକ ମାନେ ମଧ୍ୟ ଖାଇବା ତାଙ୍କ ପାଖ କୁ ଆସି ଥାଆନ୍ତି ।
ବର୍ତ୍ତମାନ୍ ସମୟ ରେ କିଶୋର ନନା ଙ୍କ ଦୋକାନ ମାଟି ରେ ମିଶି ଯାଇଛି । BMC ଡୋଜର ଲଗାଇ ଦୋକାନ କୁ ମାଟି ରେ ମିଶାଇ ଦେଇଛି । କିଶୋର ନନା ଙ୍କ ଦୋକାନ ଭାଙ୍ଗି ଯିବା ପରେ ବର୍ତ୍ତମାନ୍ ସମୟ ରେ କିଶୋର ନନା ଙ୍କ ହଂଡା ପୁଣି ଥରେ ବସିବ ଓ ପୁଣି ସେହି କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ରୋଷେଇ କରା ହେବ ।
ପୁଣି ଲାଗିବ କାଠ ଚୂଲି ଆଉ ଗମଗମ୍ ହୋଇ ଫୁଟିବ ମଟନ , ଆହୁରି ପୁଣି ହେବ ଗ୍ରାହକ ଙ୍କ ଭିଡ । ଗ୍ରାହକ ମାନ ଙ୍କ ପାଇଁ ପୁଣି ପ୍ଲେଟ ପରେ ପ୍ଲେଟ ମଟନ ବାଢ଼ି ଚାଲିବେ କିଶୋର ନନା । ଆପଣ ଏହି କଥା ଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ୍ୟ ଅଟେ । ଯେଉଁ ମାନେ କିଶୋର ନନା ଙ୍କ ମଟନ କୁ ଝୁରୁଥିଲେ ଓ କିଶୋର ନନା ଗାଆଁ କୁ ଫେରିଯିବେ ବୋଲି ଅନେକ ବ୍ୟକ୍ତି ଦୁଃଖ ପ୍ରକାଶ କରିଥିଲେ ।
ମନ ଦୁଃଖ କରିବାର ଆଉ ନାହିଁ ଆଉ ତାଙ୍କ ଠିକଣା ମଧ୍ୟ ଖୋଜିବା ର ନାହିଁ । ଆପଣ ମାନେ ନିଶ୍ଚୟ ଜାଣିବାକୁ ଚାହୁଁଥିବେ ଯେ କେଉଁଠି କିଶୋର ନନା ତାଙ୍କ ହୋଟେଲ କରିବେ । ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଯେଉଁଠି ହୋଟେଲ୍ ଥିଲା ସେଇ ଆଖ ପାଖ ରେ ହୋଟେଲ ଖୋଲିବେ କିଶୋର ନନା ।
ସେହି ଦୂର ଦର୍ଶନ ପାଖ ଓ ଆପୋଲୋ ହସ୍ପିଟାଲ୍ ପାଖ ରେ ହିଁ କିଶୋର ନନା ଜାଗା ଠିକ କରି ସାରିଛନ୍ତି ।ଆଉ କମ୍ ଦିନ ମଧ୍ୟ ରେ ସେ ପୁଣି ହଣ୍ଡା ବସାଇବାକୁ ଯାଉଛନ୍ତି । ନୁଆ ଲାଇସେନ୍ସ ସହ ସଫା ସୁତୁରା ରହିବ , ଯେଉଁଭଳି ଗ୍ରାହକ ମାନେ ଖାଇବାକୁ ଆସୁଥିଲେ ପୁଣି ଥରେ ଗ୍ରାହକ ମାନ ଙ୍କ ଭିଡ ଲାଗିବ । କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ପୁଣି ରନ୍ଧା ହେବ ଆଉ କିଛି ଦିନ ଭିତରେ ସେହି ଦୂର ଦର୍ଶନ ଓ ଆପୋଲୋ ହସ୍ପିଟାଲ ସାମ୍ନା ରେ ଖୋଲିବ କିଶୋର ନନା ଙ୍କ ହୋଟେଲ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।