Breaking News

ଫୁଣି ଭିଡିଓ ଜାରି କରିଲେ ଅନୁଭବ (Anubhav) କହିଲେ କିଛି ଏମିତି କଥା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ନିଜ ବ୍ୟକ୍ତିଗତ ଜୀବନ ଖବର ହେଉ ବା ଦୃଶ୍ୟ କୁ ନେଇ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆ ରେ ଏକ ଭିଡିଓ।ପୋଷ୍ଟ କରିଛନ୍ତି ଓ ଆଜି ଆମେ ଏହି ଭିଡିଓ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ତାହେଲେ ଆସନ୍ତୁ ଜାଣିବା , ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।


ସେ ଜଣେ ଭଲ ଅଭିନେତା ହେବା ସହିତ ଭଲ ରାଜନେତା ମଧ୍ୟ , ଅନୁଭବ ନିଜ ଅଭିନୟ ବେଶ୍ ଲୋକ ପରିଚିତ । ଅନୁଭବ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଥିଲେ । ଉଭୟ ସୁଟିଂ ସେଟ ରୁ ଭଲ ପାଇ ବିବାହ କରିଥିଲେ ନିଜ ଇଚ୍ଛା ଅନୁଯାୟୀ । ବିବାହ ର କିଛି ଦିନ ବେଶ୍ ହସ ଖୁସି ରେ ରହିବା ପରେ ଉଭୟ କିଛି ବିବାଦ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

ଉଭୟ ଙ୍କ ବିବାଦ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ଉଭୟ ଙ୍କ ସମାଧାନ ହୋଇ ନାହିଁ । ଉଭୟ ବେଳେ ବେଳେ ନିଜ ବିବାଦ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବନ୍ଧୁଗଣ କହିବାକୁ ଗଲେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ବେଶ୍ ଚର୍ଚ୍ଚା ରହି ଥାଆନ୍ତି । ଆପଣ ମାନେ ଜାଣିଥିବେ ଯେ ଉଭୟ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ଆସିଥାଏ

ତାହେଲେ ବନ୍ଧୁଗଣ ଏହାରି ଭିତରେ ଅନୁଭବ ମହାନ୍ତି ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି । ଏହି ଭିଡିଓ ରେ ଅନୁଭବ କହୁଛନ୍ତି ଯେ ସମସ୍ତ ଜୀବନ ରେ କିଛି ବ୍ୟକ୍ତିଗତ କଥା ଅଛି କିଏ କହୁଥାଏ ତ ଆଉ କିଏ ମନ ରେ ରଖି ଦିଏ । କିଛି ଲୋକ ଅଛନ୍ତି ଯେଉଁ ମାନେ କି ଏହାକୁ ନେଇ ଆନନ୍ଦ ନେବା କୁ ଚାହାଁନ୍ତି ।

ସତ୍ କଣ ନ ଜାଣି ମିଛ କେବେ ହେଲେ ପ୍ରଚାର୍ କରନ୍ତୁ ନାହିଁ କାରଣ ଯାହା ଉପରେ ତାହା ବିତି ଥାଏ ଓ ବିତୁଛି , କେବଳ ସେହି ଲୋକ ଟି ହିଁ ଜାଣିଥିବ । ଏହି ଭଳି ଅନେକ କିଛି କହିଥିଲେ ଅନୁଭବ ମହାନ୍ତି ଏକ ଭିଡିଓ ମାଧ୍ୟମ ରେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *