Breaking News

ଫୁଣି ଶ୍ରୀମନ୍ଦିର ଉପରେ ଉଡିଲେ ଚିଲ, ମହାପ୍ରଭୁ ଫୁଣି ଦେଲେ କି କିଛି ସଂକେତ, ଆସୁଛି କି ବଡ ବିପଦ – ଦେଖନ୍ତୁ ଭିଡିଓ

ପ୍ରଭୁ ଜଗନ୍ନାଥ ଆମ ବଡ଼ ଠାକୁର ସେ ପୁରୀ ସମୁଦ୍ର କୂଳ ରେ ରହିଲେ ସୁଦ୍ଧା ତାଙ୍କ ମନ୍ଦିର ରେ ସମୁଦ୍ର ର ଗର୍ଜନ ପଶି ପାରେନି । ଆପଣ ମାନେ ଜାଣି ଥିବେ ସମୁଦ୍ର ର ଗର୍ଜନ କିପରି । କିନ୍ତୁ ସେ ଗର୍ଜନ କେବେବି ମନ୍ଦିର କୁ ପ୍ରବେଶ କରନ୍ତି ନାହିଁ । କାହିଁକି ନା ସମୁଦ୍ର ବି ଜାଣନ୍ତି କି ପ୍ରଭୁ ଜଗନ୍ନାଥ ଶାନ୍ତି ରେ ରୁହନ୍ତୁ । ଯିଏ ସାରା ଜଗତ ର କଷ୍ଟ କୁ ଦୂର କରୁଛି ସେ ଯଦି ଶାନ୍ତି ରହିବ ତେବେ ସମସ୍ତ ଙ୍କ ର ମଙ୍ଗଳ ହିଁ ହେବ ।


ଜଗନ୍ନାଥ ହେଉଛନ୍ତି ଆମ ଜଗତ ର ଜଗନ୍ନାଥ ସେ ହେଉଛନ୍ତି ସମସ୍ତ ଙ୍କର ବଡ଼ ଠାକୁର । ସେ ଭାବର ଠାକୁର ସେ ଆମର ମାନ ସମ୍ନାନ । ସେ ତାଙ୍କ ଚକା ଆଖିରେ ସମସ୍ତ ଙ୍କୁ ସବୁବେଳେ ବେଳେ ଦେଖି ରହିଥାନ୍ତି ସେଥି ପାଇଁ ତାଙ୍କ ଆଖି କେବେ ବନ୍ଦ ହୁଏ ନାହିଁ । ତେବେ ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ଉପରେ ବହୁତ ଭରସା ସମସ୍ତ ଙ୍କ ର ଆଉ ସମସ୍ତ ଙ୍କ ଭରସା କୁ ସେ କାଳିଆ ଠାକୁର ରଖନ୍ତି ସେ ଭାବ ବୁଝି ସେ ଭାବ ରଖି ସେ ଭକ୍ତ ହାତ ରୁ ନଡ଼ିଆ ନିଅନ୍ତି । ତାଙ୍କ ବଡ଼ ଦାଣ୍ଡ ରେ ଥରେ ପାଦ ପଡିଲେ ସାତ ଜନ୍ମ ର ପାପ ଦୂର ହୋଇଥାଏ ।

କୁହନ୍ତି ଯେ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ପୁରୀ ରେ ରହିବେ ତାହେଲେ କେଉଁ ବିପଦ କେବେ କାହା କୁ ଛୁଇଁ ପାରିବେନି । ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଦୃଶ୍ଯ ଦେଖି ବାକୁ ମିଳିଛି ଯାହା ବିପଦ ର ସଂକେତ ଦେଉଛି ଯାହା ସମସ୍ତ ଙ୍କ ମନ ରେ ଭୟ ସୃଷ୍ଟି କରିଛି ଆଉ ଯାହା ମନ ଭୀତ ରେ ଆଣି ଦେଇଛି ଅନେକ ପ୍ରଶ୍ନ । ଆପଣ ମାନେ ବି ଏହି ବିଷୟ ରେ ଜାଣିବାକୁ ଚାହୁଁଥିବେ ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତି ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।


ପୁରୀ କୁ ଲୋକ ମାନଙ୍କ ର ବାସ ସ୍ଥାନ ବୋଲି ଭାବନ୍ତି । ସେ ଜାଗା ରେ ସବୁ ଦେବି ଦେବତା ରହି ଥାନ୍ତି । ସେ ସ୍ଥାନ ହେଉଛି ପୂର୍ଣ୍ଣ ର ଭୂମି ସେ ଜାଗା ଯଦି ସୁରକ୍ଷିତ୍ ରହିବ ତାହେଲେ ସବୁ ଜାଗା ସୁରକ୍ଷିତ ରହିବ ବୋଲି ସମସ୍ତ ଙ୍କ ର ବିସ୍ବାସ । ବର୍ତ୍ତମାନ ସମୟରେ ପୁରୀ ରେ ଏମିତି ଏକ ଦୃଶ୍ଯ ଦେଖିବାକୁ ମିଳିଛି ଯାହା ସମସ୍ତ ଙ୍କ ମନ ରେ ଭୟ ସୃଷ୍ଟି କରୁଛି । ପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀ ମନ୍ଦିର ଉପରେ ଥିବା ନୀଳଚକ୍ର ବା ପତିତ ପାବନ ଚାରି ପଟେ ଉଦୁଛନ୍ତି ଚିଲ ଯାହା କି ଏକ ଅଶୁଭ ଅଟେ । ଯାହା କି କୌଣସି ବିପଦ ର ସୁଚନା ଦେଉଛି ଓଡିଶା ବାସି ଙ୍କ ପାଇଁ ।

ନୀଳଚକ୍ର ଯାହାକି ବହୁତ୍ ଶୁଭ ତାହା ଚାରିପଟେ ଉଡ଼ୁଛି ଚିଲ । ର୍ବେ ବର୍ତ୍ତମାନ ସମୟରେ ବହୁତ ଲୋକ ଅନ୍ୟାୟ ଅନୀତି କରୁଛନ୍ତି ସେଥି ପାଇଁ ହେଇ ପରେ ଭଗବାନ ଏ ସଂକେତ ଦେଇଛନ୍ତୁ ସମସ୍ତ ପାଇଁ । ଯଦି ଆମେ ଆମ ର କର୍ମ କୁ ଠିକ କରିବା ତେବେ ଆମ କୁ ପ୍ରଭୁ ଜଗନ୍ନାଥ ସବୁବେଳେ ସାଥ ଦେବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *