ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ସେହି କଥା ମନେ ପଡ଼ି ଯାଉଛି ଯେବେ ସେ ଚିକିତ୍ସା ହେବ ପାଇଁ ଯିବା ପୂର୍ବରୁ କହି ଥିଲେ ଯେ ଭଗବାନ ନିକଟ ରେ ପ୍ରାର୍ଥନା କରନ୍ତୁ କେମିତି ସୁସ୍ଥ ହୋଇ ଫେରି ଆସି ପୁଣି ମନୋରଞ୍ଜନ କରାଇବେ । ଘର ପରିବାର ଲୋକ ଙ୍କ ଠାରୁ ଓଡ଼ିଶା ର ଦର୍ଶକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରିଥିଲେ ।
ବର୍ତ୍ତମାନ ସମୟ ରେ ନିଜ ପରିବାର ଲୋକ ଙ୍କ ଠାରୁ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଓ ଏହି ଦୁନିଆ ରୁ ଚାଲି ଯାଇଛନ୍ତି ସମସ୍ତ ଙ୍କୁ ଛାଡି । ପିଣ୍ଟୁ ନନ୍ଦ ଙ୍କ ଦେହାନ୍ତ ଖବର ଶୁଣି ମଧ୍ୟ ସତେ ଯେମିତି ଲାଗୁଛି ପିଣ୍ଟୁ ନନ୍ଦ ଜୀବିତ ଅଛନ୍ତି। ଅତୀତ ର ସେହି ଚରିତ୍ର କୁ ମନେ ପକାଇଲେ ସତେ ଯେମିତି ଲାଗୁଛି ପିଣ୍ଟୁ ନନ୍ଦ ଅଛନ୍ତି କିନ୍ତୁ ସତ୍ ଟି ସତ୍ ମିଛ ହୋଇ ପାରିବ ନାହିଁ ।
ବର୍ତ୍ତମାନ ସମୟ ରେ ଆଉ ପିଣ୍ଟୁ ନନ୍ଦ କେବେ ଫେରିବେ ନାହିଁ , ଚଳଚ୍ଚିତ୍ର ରେ ଏମିତି କିଛି ଚରିତ୍ର ନାହିଁ ଯାହାକୁ ପିଣ୍ଟୁ ନନ୍ଦ କରି ନାହାଁନ୍ତି । ହାସ୍ୟ ଅଭିନେତା ଠାରୁ ନେଗେଟିଭ ଚରିତ୍ର ପର୍ଯ୍ୟନ୍ତ ସବୁଥିରେ ନଜର ଆସିଛନ୍ତି ପିଣ୍ଟୁ ନନ୍ଦ । ଭିନ୍ନ ଭିନ୍ନ ଚରିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଲୋକ ମାନ ଙ୍କ ର ଅତି ପ୍ରିୟ ହୋଇ ପାରିଥିଲେ ଓ ଦର୍ଶକ ମାନେ ମଧ୍ୟ ବହୁ ସାରା ଭଲ ପାଇବା ଦେଇଥିଲେ ।
ପିଣ୍ଟୁ ଙ୍କୁ ମାତ୍ର ୪୫ ବର୍ଷ ହୋଇଛି , ମାତ୍ର ୪୫ ବର୍ଷ ବୟସ ରେ ପିଣ୍ଟୁ ନନ୍ଦ ଆଖି ବନ୍ଦ କରି ଦେଇଛନ୍ତି । ହାଇଦ୍ରାବାଦ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଅତି ନିକଟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ମାନେ ଆମ ମାନ ଙ୍କୁ ଛାଡି ଆର ପାରି କୁ ଚାଲି ଯାଇଛନ୍ତି ଓ ଆଜି ତାଙ୍କ ପାଖ କୁ ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ ।
ଦିନ ପରେ ଦିନ ଆସୁଛି ଆମେ ମାନେ ଅତି ନିକଟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ପ୍ରତିଷ୍ଠିତ ଅଭିନେତା ଙ୍କୁ ହରାଇଛୁ । ଏହା ବଡ ଦୁଃଖ ଖବର କାରଣ ଓଡ଼ିଆ ଇଣ୍ଡଷ୍ଟ୍ରି ବର୍ତ୍ତମାନ ସମୟ ରେ କ୍ଷତି ପରେ ଆଉ କ୍ଷତି ଚାଲିଛି , ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଲୋକ ପ୍ରିୟ କରାଇ ଥିବା ଅଭିନେତା ମାନେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ହୋଇ ଯାଇ ଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।