ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି କିଛି ଦିନ ହେଲା ଗୋଟିଏ ଫଟୋ ସୋସିଆଲ୍ ମିଡ଼ିଆ ରେ ଜୋର ଧରି ଆଉ ପ୍ରଡ୍ୟୁସର୍ ଅକ୍ଷୟ ପାରିଜା ଙ୍କ ନାଁ ରେ ଆସିଥିଲା ଭ-ୟ-ଙ୍କ-ର ଅଭିଯୋଗ । ଯାହା ସାରା ଓଡିଶା ଇଣ୍ଡଷ୍ଟ୍ରୀ କୁ ଚକିତ୍ କରି ଦେଇଥିଲା । ତେବେ ଅଭିଯୋଗ ଆଣି ଥିଲେ ଜଣେ ଯୁବତୀ ଆଉ କିଛି ଫଟୋ ମଧ୍ୟ ପୋଲିସ କୁ ଦେଇଥିଲେ ସେହି ଫଟୋ ରେ ଯୁବତୀ ଏବଂ ପ୍ରଡ୍ୟୁସର ଅକ୍ଷୟ ପରିଜା ଥିଲେ ଆଉ ତାଙ୍କ ସହ ସେହି ଯୁବତୀ ଜଣକ ମଧ୍ୟ ଥିଲେ ।
ଏ ନେଇ ବହୁତ ସାରା ଭିଡିଓ ଦେଖିବାକୁ ମିଳିଥିଲା ଆଉ ଏ ନେଇ ଅକ୍ଷୟ ପରିଜା ଙ୍କ ର କଣ ପ୍ରତିକ୍ରିୟା ଥିଲା ତାହା ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଏ ନେଇ ଆସିଛି ଆଉ ଏକ ଭିଡିଓ ଯାହା ଆପଣ ମାନେ ଦେଖିଲେ ଜାଣିବେ ସତ କିଏ କହୁଛି ଆଉ ମିଛ କିଏ କହୁଛି । ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ଓଡ଼ିଆ ଫିଲ୍ମ ପ୍ରଡ୍ୟୁସର ଅକ୍ଷୟ ପ-ରି-ଜା- ଙ୍କ -ନ-ଗ୍ନ ଫ-ଟୋ- ଭାଇରାଲ ଘଟଣା ର ମାଷ୍ଟର ମାଇଣ୍ଡ କୁ ଗିରଫ କରିଛି ପୋଲିସ । ରାଜଧାନୀ ର ଅଭିନେତା ଓ ଅଭିନେତ୍ରୀ ବ୍ଲା-କ-ମେ-ଲ୍ କରୁଥିବା ଅଭିଯୋଗ ହେଇଚି । କମିଶନ ପୋଲିସ ଜାଲ ରେ ମାଷ୍ଟର ମାଇଣ୍ଡ ଯୁବତୀ ଜଣକ ଧରା ପଡିଛନ୍ତି । ଅର୍ଚ୍ଚନା ନାଗ ନାମକ ଜଣେ ଯୁବତୀ ଙ୍କୁ ଗିରଫ କରିଛି କମିସନ ର ପୋଲିସ । କିଛି ଦିନ ତଳେ ପ୍ରତିଷ୍ଠିତ ରାଜନେତା କୁ ବ୍ଲା-କ-ମେ-ଲ୍ କୁ ନେଇ ଆସୁଥିଲା ଅଭିଯୋଗ ।
ମୋଟା ଅଙ୍କ ର ଟଙ୍କା ନେଇ ଥିଲେ ଅର୍ଚ୍ଚନା ନାଗ । ପ୍ରଜୋଜଗ କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହେଇଚି । ସେକ୍ସ କାଣ୍ଡାଲର ମଧ୍ୟ ମାଗୁଥିଲେ ଟଙ୍କା । ସୁନା ଦୋକାନ ର ମାଲିକ ଠାରୁ ନେଇଛନ୍ତି କୋଟି କୋଟି ଟଙ୍କା । ଅର୍ଚ୍ଚନା ଙ୍କ ସହ ବେସ୍ ସମ୍ରାଟ ଶ୍ରେଣୀ ର ଲୋକ ଙ୍କ ର ଫଟୋ ବି ଅଛି । କମ୍ ଦିନ ମଧ୍ୟ ରେ କୋଟି କୋଟି ଟଙ୍କା ତାଙ୍କ ପାଖ ରେ ଅଛି ।
ଗିରଫ ର ଅଙ୍ଗ୍ୟାତ ସ୍ଥାନ ରେ ଜେରା କରୁଛି କମିସନର୍ ପୋଲିସ ।ଅର୍ଚ୍ଚନା ଙ୍କ ରାତାରାତି କୋଟିପତି ହେବା ର ରହସ୍ୟ ସମ୍ପର୍କ ରେ ଜେରା କରୁଛି ପୋଲିସ ।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।