Breaking News

ଫୋନରେ କଥା ହେଉଥିଲେ ମହିଳା, ଏକୁଟିଆ ଦେଖି ଚୁମ୍ବନ ଦେଇ ଦୌଡିଲା ଯୁବକ … ଦେଖନ୍ତୁ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଖବର ଦେଖିବାକୁ ମିଳୁଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଖବର ବିଷୟ ରେ କହିବାକୁ ଯାଉଛୁ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଉ ଏକା ବାହାରକୁ ଯିବାକୁ ସାହସ କରିବେ ନାହିଁ । ନିକଟରେ ବିହାର ର ଜାମୁଇ ଠାରେ ଏକ ଘଟଣା ଘଟିଛି । ଜଣେ ସ୍ବାସ୍ଥ୍ୟ କର୍ମୀ ମହିଳା ରାସ୍ତା ଉପରେ ଠିଆ ହୋଇ ମୋବାଇଲ୍ ଫୋନ୍ ରେ କଥା ହେଉଥିଲେ।

ଆଉ ଜଣେ ଯୁବକ ଆସି ତାଙ୍କୁ ଜୋର୍ ଜବରଦସ୍ତ ଧରି ଚୁମ୍ବନ ଦେଇଛି । ଘଟଣା ଟି ସିସି ଟିଭି ଫୁଟେଜ ରୁ ଜଣା ପଡ଼ିଛି। ଏ ଭଳି ଘଟଣା ପରେ ମହିଳା ଜଣଙ୍କ ଟାଉନ୍ ଥାନା ରେ ଅଜଣା ଯୁବକ ଙ୍କ ନାମରେ ଅଭିଯୋଗ କରିଛନ୍ତି । ଆଉ କହିଛନ୍ତି ଯେ ସେ ସେହି ଯୁବକ ଙ୍କୁ ଆଗରୁ କେବେ ହେଲେ ଜାଣି ନାହାନ୍ତି । ଘଟଣା ରୁ ଜଣା ପଡ଼ିଛି ଯେ ପ୍ରଥମେ ସେହି ଯୁବକ ହସ୍ପିଟାଲ୍ ର ବାଉଣ୍ଡରି ଆର ପଟେ ମହିଳା ଜଣଙ୍କ ଉପରେ ନଜର ରଖୁଥିଲା।

ଆଉ ଯେତେବେଳେ ମହିଳା ଜଣଙ୍କ ବାହାରକୁ ଆସିଲେ କେହି ନଥିବା ସମୟର ଫାଇଦା ଉଠାଇ ସେହି ଅଜଣା ଯୁବକ ଜଣଙ୍କ ମହିଳା ଙ୍କ ପାଖକୁ ଆସି ତାଙ୍କୁ ଜବରଦସ୍ତ ଧରି ଚୁମ୍ବନ ଦେଇଥିଲା। ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏବଂ ସେ ଥାନା ରେ ସେହି ଯୁବକ ଙ୍କ ନାଁ ରେ ଏତଲା ଦେଇଛନ୍ତି । ପୋଲିସ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।ଏ ଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି ଆଉ ସେହି ଯୁବକ ଙ୍କୁ ଖୁବ୍ ଶୀଘ୍ର ଆରେଷ୍ଟ୍ କରି ତା ପାଇଁ ଉଚିତ୍ ଦଣ୍ଡ ବିଧାନ କରା ଯିବ ବୋଲି ପୋଲିସ୍ ସୂଚନା ଦେଇଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *