Breaking News

ଫ୍ୟାନଙ୍କ ପୁଅର ଜନ୍ମଦିନ ରେ ଘରେ ପହଞ୍ଚିଲେ ସୁପର ଷ୍ଟାର ଅନୁଭବ (Anubhav) ଓ ପିପିଲ ବିଧାୟକ ରୁଦ୍ର ମହାରଥୀ (Rudra Maharathy) – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପିପିଲ୍ ର ବିଧାୟକ ରୁଦ୍ର ମହାରଥୀ ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ସବୁବେଳେ କିଛି ନା କିଛି ଘଟଣା କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି ଦୁହେଁ । ତେବେ ପ୍ରଦୀପ ମହାରଥୀ ଙ୍କ ପୁତ୍ର ରୁଦ୍ର ମହାରଥୀ ଯିଏ କି ବର୍ତ୍ତମାନ ସମୟରେ ପିପିଲ୍ ର ବିଧାୟକ ଅଛନ୍ତି । ତାଙ୍କୁ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ ।

ତାଙ୍କ ବାପା ମଧ୍ୟ ପୂର୍ବତନ ବିଧାୟକ ଥିଲେ ପିପିଲ୍ ରେ । ତାଙ୍କ ର ପୁଅ ରୁଦ୍ର ମହାରଥୀ ଏବେ ପିପିଲ୍ ର ବିଧାୟକ ଭାବରେ କାର୍ଯ୍ୟ ରତ ଅଛନ୍ତି । ତେବେ କିଛି ଦିନ ତଳେ ଜାଣିଥିଲେ ହାତ ଗଣତି ଲୋକ । କିନ୍ତୁ ଏବେ ରାଜ୍ୟ ର ସେ ଜଣେ ଆଗ ଧାଡି ର ଯୁବ ନେତା ଅଛନ୍ତି ପିପିଲ୍ ର ବିଧାୟକ । ତାଙ୍କ ବାପା ପ୍ରଦୀପ ମହାରଥୀ ଙ୍କ କ୍ଷମତା ରେ ଥିଲେ ମଧ୍ୟ ଆଦୌ ଅହଙ୍କାରୀ ନାହାନ୍ତି ରୁଦ୍ର ମହାରଥୀ ।

ସାଧରଣ ଲୋକ ଭଳି ବ୍ୟବହାର ସରଳ ଧରଣ ଲୋକ ଅଟନ୍ତି । ବିଧାୟକ ପ୍ରଦୀପ ମହାରଥୀ ଙ୍କ ର ପରଲୋକ ପରେ ପିପିଲ୍ ରାଜନୀତି ରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇ ଥିଲା ସେହି ସମୟ ରେ ରୁଦ୍ର ମହାରଥୀ ଙ୍କ ଉପରେ ଆସ୍ଥା ରଖିଥିଲା ବିଜେପି । ଅନୁଭବ ମହାନ୍ତି ଙ୍କୁ ମଧ୍ୟ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ ଅନୁଭବ ମହାନ୍ତି ଜଣେ ସୁପରଷ୍ଟାର ତାହା ସହ ଜଣେ ସାଂସଦ ।

ଅନୁଭବ୍ ମହାନ୍ତି ଙ୍କ୍ ଅଭିନୟ କୁ ସମସ୍ତେ ବହୁତ ପସନ୍ଦ କରନ୍ତି ଆଉ ତାଙ୍କ ର ସବୁ ସିନେମା ବହୁତ ସୁପରହିଟ୍ ମଧ୍ୟ ହୋଇ ସାରିଛି । ତାଙ୍କ ସବୁ ସିନେମା ର ନାମ ମଧ୍ୟ ଦର୍ଶକ ମାନଙ୍କ ହୃଦୟ ରେ ଏବେ ଅଛି । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଗଣିତ ଭାବରେ ସିନେମା ରେ ଅଭିନୟ କରି ସାରିଛନ୍ତି ସେ ମଧ୍ୟ ଅନ୍ୟ ମାନଙ୍କ ଭଳି ସଂଘର୍ଷ କରି ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି ।

ପ୍ରଥମେ ସେ ଓଡ଼ିଆ ଆଲବମ୍ ରୁ ହିଁ ଅଭିନୟ ଆରମ୍ଭ କରିଥିଲେ ଆଉ ଆଜି ସେ ଆଗ ଧାଡି ର ସୁପରଷ୍ଟାର । ନାଁ କହିଲେ ସମସ୍ତେ ଜାଣିବେ । କେବଳ ଜଣେ ସୁପରଷ୍ଟାର ନୁହଁ ତାହା ସହ ଜଣେ ସାଂସଦ ମଧ୍ୟ । ତେବେ ପିପିଲ୍ ର ବିଧାୟକ ରୁଦ୍ର ମହାରଥୀ ଏବଂ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବେ ଏକାଠି ନଜର ରେ ଆସିଛନ୍ତି ।

ଯାହା କି ଏହି ଭିଡିଓ ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାକୁ ଲାଗୁଚି । ଯାହା କି ନଜର ରେ ଆସିଛନ୍ତି ଏକ birthday celebration ରେ ଥିଲେ ଯେଉଁ ଥି ଦୁହେଁ ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ଆସିଛନ୍ତି । ଜନ୍ମଦିନ ଟି ପିପିଲିର ରାକେଶ ଓ ରିଟୁନା ଙ୍କ ପୁଅ ର ଥିଲା ଯେଉଁଠି ସେମାନେ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ । ଜଣାଇଲା ପରେ ତାଙ୍କ ଫ୍ୟାମିଲ୍ ସହ ବହୁତ ସମୟ ବିତେଇ ଥିଲେ ଅନୁଭବ ମହାନ୍ତି ଓ ରୁଦ୍ର ମହାରଥୀ । ତେବେ ଏହି ଭିଡିଓ ଟି ଏବେ ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ ହେବାକୁ ଲାଗୁଚି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *