ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ସାରା ଓଡ଼ିଆ ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଅଭିନୟ କରି ଥାନ୍ତି ଯାହା କି ଆପଣ ବହୁତ ଭଲ ଭାବରେ ଜଣି ଥିବେ । ଅଭିନୟ ମାଧ୍ୟମ୍ ରେ ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ର ଅତି ପ୍ରିୟ ହୋଇ ଥାନ୍ତି । ଅଭିନୟ ଏମିତି ଏକ ଶବ୍ଦ ଆଉ କଳା ଯାହାକୁ ଦେଖିବାକୁ ଦର୍ଶକ ମାନେ ବହୁତ ଉତ୍ସାହିତ୍ ହୋଇ ଥାନ୍ତି ।
ଆଉ ଦର୍ଶକ ମାନଙ୍କ ରେ ଏହା ଦ୍ବାର ବହୁତ ମନୋରଞ୍ଜନ ମଧ୍ୟ ହୋଇ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଅନ୍ତି । ଏହି ବିଷୟ ରେ ସମ୍ପୂର୍ଣ୍ଣ ବିବରଣୀ ଟିକୁ ପାଇବାକୁ ହେଲେ ଆପଣ ମାନେ ଆମ ର ଏହି ଲ୍ସ୍ଖ ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାହେଲେ ଆପଣ ମାନେ ଆମେ ଦେଇ ଥିବା ସମ୍ପୂର୍ଣ୍ଣ ବିବରଣୀ କୁ ସଠିକ ରୂପ ରେ ପାଇ ପାରିବେ ।
ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଶୀତଲ୍ ଙ୍କୁ ଜାଣି ଥିବେ ସେ ଓଡିଶା ବହୁତ ଜଣା ଶୁଣା ଅଭିନେତ୍ରୀ ହେବା ସହିତ ବହୁତ ଲୋକପ୍ରିୟ୍ ଅଭିନେତ୍ରୀ ମଧ୍ୟ । ତାଙ୍କ ର ଚର୍ଚ୍ଚା ସବୁବେଳେ ଲାଗି ରହି ଥାଏ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଶୀତଲ୍ ଏ ପର୍ଯ୍ୟନ୍ତ ବହୁତ ସିନେମା ରେ ଅଭିନୟ କରି ସାରିଛନ୍ତି ଆଉ ତାଙ୍କ ର ଲୋକ ପ୍ରିୟତା ଦିନ କୁ ଦିନ ବଢ଼ି ବାକୁ ଲାଗୁଚି । ସେ ବାବୁଶାନ୍ ଭଳି ବହୁତ ସୁପରଷ୍ଟାର ଙ୍କ ସହ ବହୁତ ସୁନ୍ଦର ଅଭିନୟ କରି ସାରି ଛନ୍ତି ।
ଆଉ ତାଙ୍କ ର ସବୁ ସିନେମା ବହୁତ ସୁପରହିଟ ମଧ୍ୟ ହୋଇ ସାରିଛି । ଶୀତଲ୍ ଙ୍କ ଡ୍ୟାନ୍ସ ର ବହୁତ ଫାନ୍ ଙ୍କ ମନ ଲାଗି ଥାଏ ମଧ୍ୟ । ତେବେ ଆଜି ସେହି ଚୁଲୁବୁଲି ନାୟିକା ଶୀତଲ୍ ଙ୍କ ଜନ୍ମ ଦିନ ଯାହା ର ଏବେ ଫଟୋ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି । ଆଜ୍ଞା ହଁ ବନ୍ଧୁଗଣ ଚୁଲୁବୁଲି ନାୟିକା ଶୀତଲ୍ ଙ୍କ ଜନ୍ମ ଦିନ କୁ ବହୁତ ଧୁମ ଧାମ ରେ ପାଳନ କରିଛନ୍ତି ।
ତାଙ୍କ ଜନ୍ମ ଦିନ୍ ରେ ବହୁତ ସେଲିବ୍ରିଟି ଙ୍କ ସହ ପାଳନ କରିଥିବାର୍ ନଜର ରେ ଆସିଛନ୍ତି । ତାଙ୍କ ଜନ୍ମ ଦିନ ରେ କେବଳ ସେଲିବ୍ରିଟି ନଥିଲେ ତାଙ୍କ ସହ ତାଙ୍କ ଫାନ୍ ମାନେ ମଧ୍ୟ ସେଠାରେ ଯୋଗ ଦେଇ ଥିଲେ । ଯାହାର କି ଫଟୋ ଓ ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାକୁ ଲାଗୁଚି ସୋସିଆଲ୍ ମିଡ଼ିଆ ରେ ଆଉ ସମସ୍ତେ ତାଙ୍କ ଜନ୍ମ ଦିନ ରେ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।