Breaking News

ବଡ ଖବର ମାଳିସାହି ର ମହିଳା ମାନଙ୍କୁ ସରକାର ଦେଲେ ଆଇଡିକାର୍ଡ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ମଣିସ ଟଙ୍କା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ବ୍ୟକ୍ତି ମାନେ ଅନେକ କାର୍ଯ୍ୟ କରିଥାଏ ଯାହା ଫଳ ରେ କି ତାକୁ ପାରିଶ୍ରମିକ ମୂଲ୍ୟ ମିଳିଥାଏ ମାନେ ଟଙ୍କା ରୋଜଗାର କରିଥାଇ । ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ କାର୍ଯ୍ୟ କରି ଟଙ୍କା ରୋଜଗାର କରୁଛନ୍ତି ।

କେବଳ ପୁରୁଷ ନୁହଁନ୍ତି ବରଂ ମହିଳା ଓ ଯୁବତୀ ମାନେ ମଧ୍ୟ କାମ କରୁଛନ୍ତି । ମହିଳା ଓ ଯୁବତୀ ମାନେ ନିଜ ଘର୍ ଅସୁବିଧା କୁ ଦେଖି ବାହାର୍ କୁ ଚାଲି ଯାଇ ଥାଆନ୍ତି କାର୍ଯ୍ୟ କରିବା ପାଇଁ । ପ୍ରାୟତ ଅଧିକ ମହିଳା ଓ ଯୁବତୀ କୌଣସି କାର୍ଯ୍ୟ ନ ପାଇବା ରୁ ସେମାନେ ଦେ-ହ ବେପାର କରି ଥାଆନ୍ତି ଓ ଶେଷ ହୋଇ ଯାଆନ୍ତି ଜଣେ ଦେ-ହ-ଜୀ-ବୀ ।

ବର୍ତ୍ତମାନ୍ ସମୟ ରେ ଦେ-ହ-ଜୀ-ବୀ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି । ରାତି ହେଉ ବା ଦିନ ରେ ସବୁଠି ଦେ-ହ-ଜୀ-ବୀ ମାନେ ଥାଆନ୍ତି କିଛି ଟଙ୍କା ରୋଜଗାର କରିବା ପାଇଁ । ଏହି ଦେ-ହ-ଜୀ-ବୀ ମାନେ ବେଳେ ବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଆପଣ ମାନେ ଜାଣିଥିବେ ଓ ଶୁଣିଥିବ ଅନେକ ଦେ-ହ-ଜୀ-ବୀ ମାନେ ଗଣ ମାଧ୍ୟମ ନିକଟ କୁ ଆସି ନିଜ ଦୁଃଖ ବିଷୟ ରେ କହିବା ସହ କହି ଥାଆନ୍ତି ଯେ ପୋଲିସ୍ ମାନେ ତାଙ୍କ ଠାରୁ ଲାଞ୍ଚ ନେଇ ଥାଆନ୍ତି ।

ସେ ଅନେକ ଥର ସରକାର୍ ଙ୍କ ଠାରେ ଅଭିଯୋଗ କରି ଥାଆନ୍ତି ତାଙ୍କୁ ସୁବିଧା ସୁଯୋଗ କରାଇବା ପାଇଁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସବୁଠୁ ଅଧିକ ଦେ-ହ-ଜୀ-ବୀ ମାଳିସାହି ରେ ଥାଆନ୍ତି । ମାଳିସାହି ରେ ବହୁବର୍ଷ ହେବ ଦେ-ହ ବେପାର ହେଉଛି ଓ ସେଠାରେ ଅନେକ ଦେ-ହ-ଜୀ-ବୀ ମାନେ ଅଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଦେ-ହ-ଜୀ-ବୀ ମାନ ଙ୍କୁ ନେଇ ଆସି ଯାଇଛି ଏକ ଖୁସି ଖବର ଓ ଯାହାକୁ ନେଇ ଦେ-ହ-ଜୀ-ବୀ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି । ତାହେଲେ ଆସନ୍ତୁ ଏହି ଖୁସି ଖବର ଟି କଣ ଜାଣିବା । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସରକାର୍ ଦେ-ହ-ଜୀ-ବୀ ମାନ ଙ୍କୁ ଆଇ କାର୍ଡ ଦେଲେ ।

ଯାହା ଫଳରେ କି ସେ ଆଉ କୌଣସି ଅସୁବିଧା ର ସମ୍ମୁଖୀନ ହେବେ ନାହିଁ ଓ ସେମାନେ ଅନେକ ସୁବିଧା ପାଇବେ । ବର୍ତ୍ତମାନ୍ ସମୟ ରେ ଦେହଜୀବୀ ମାନେ ବହୁତ୍ ଖୁସି ଅଛନ୍ତି । ଏକ ଆୟୋଜନ କରାଯାଇ ସେମାନ ଙ୍କୁ ପରିଚୟ ପ୍ରଦାନ କରା ଯାଇଛି ଓ ସେହି ଆୟୋଜନ ରେ ହାଇକୋର୍ଟ ର ଆଇନଜୀବୀ ଏବଂ ମାନ୍ୟବର ବିଧାୟକ ଉପସ୍ଥିତ ଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *