ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି , ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ ଅଭିନେତା ଅଛନ୍ତି ଯେଉଁ ମାନେ କି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ଙ୍କୁ ନେଇ ଆସି ଯାଇଛି ବଡ ଖବର । ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ବାବୁଶାନ ମହାନ୍ତି । ଆପଣ ମାନେ ବାବୁଶାନ ମହାନ୍ତି ଙ୍କୁ ଭଲ ଭାବ ରେ ଜାଣିଥିବେ । ଅଭିନେତା ବାବୁଶାନ୍ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି ।
ଆପଣ ମାନେ ଜାଣିଥିବେ ବାବୁଶାନ ମହାନ୍ତି ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚିତ୍ର ଅଭିନୟ କରିଛନ୍ତି । ଦର୍ଶକ ମାନେ ବାବୁଶାନ ଙ୍କୁ ବେସ ପସନ୍ଦ କରିବା ସହିତ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ତାହେଲେ ବାବୁଶାନ ଆଜି ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘର ଘରେ ପରିଚିତ ।
ଆପଣ ମାନେ ଜାଣିଥିବେ ଯେ ଅଭିନେତା ବାବୁଶାନ ମହାନ୍ତି ଙ୍କ ବାପା ଉତ୍ତମ ମହାନ୍ତି ଓ ମାଆ ଅପରାଜିତା ମହାନ୍ତି । ଉଭୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଥିଲେ ଅଛନ୍ତି ଓ ରହିବେ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ବାବୁଶାନ ଙ୍କୁ ନେଇ ଏକ ବଡ ଖବର ଆସିଛି । ଆଜି ଏହି ଦୁଃଖ ବିଷୟ ରେ ଆସନ୍ତୁ ଜାଣିବା
ତାହେଲେ ବନ୍ଧୁଗଣ ଅଭିନେତା ବାବୁଶାନ ମହାନ୍ତି ବର୍ତ୍ତମାନ୍ ସମୟ ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି । ବନ୍ଧୁଗଣ ଏହି କଥା ଟି ହେଉଛି ରିଅଲ ଲାଇଫ ରେ , ବାସ୍ତବ ଜୀବନ ରେ ଅଭିନେତା ବାବୁଶାନ ମହାନ୍ତି ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି , ମେଡିକାଲ ରେ ଭର୍ତ୍ତି ହେବା ର କାରଣ ହେଉଛି ଯେ , ଦମନ ଚଳଚ୍ଚିତ୍ର ପାଇଁ ।
ଦମନ ଚଳଚ୍ଚିତ୍ର ର ପ୍ରମୋଷନ କରିବା ପାଇଁ ନିଜ ବାଇକ୍ ରେ ଯାଇଥିଲେ ଓ ୧୮୦ କିଲୋ ମିଟର ଭ୍ରମଣ କରିଥିଲେ । ଏହି କାରଣ ରୁ ତାଙ୍କ ଶରୀର ରେ ଅକ୍ସିଯେନ୍ ଲେବୁଲ କମି ଯାଇଥିଲା ଓ ଯାହା ଫଳରେ କି ସେ ଗୁରୁତର ଅବସ୍ଥାରେ ସମ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କୁ ୬ ଜଣିଆ ଟିମ୍ ଅନୁଧ୍ୟାନ କରୁଛନ୍ତି ।। ତାଙ୍କର ଅଗଣିତ ଫ୍ୟାନ ମାନେ ତାଙ୍କ ପାଇଁ ଭଗବାନଙ୍କ ପାଖରେ ପାର୍ଥନା କରୁଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।