Breaking News

ବଡ ଖୁଲସା : ରାଜୁ,ସୂର୍ଯ୍ୟ ଓ କରଣ ଭଳି ଅସାମାଜିକ ଯୁବକ ମାନେ ଅର୍ଚ୍ଚନାଙ୍କୁ ଅପହରଣ କରିନେଇ ଦୁ-ଷ୍କ-ର୍ମ କରିଥିଲେ … ଦେଖନ୍ତୁ

ଦିନ ଗଡ଼ିବା ସହିତ ଅର୍ଚ୍ଚନା ନାଗ ଙ୍କ ସତ ଦିନ କୁ ଦିନ ବାହାର କୁ ଆସୁଛି । କିନ୍ତୁ ଆଜି ଆଉ ଏକ ରୋମ ଟା-ଙ୍କୁ-ରା କଥା ପଦା କୁ ଆସିଛି । ଯେଉଁ ରୋମ ଟାଙ୍କୁରା କାହାଣୀ କୁ ସାମ୍ନା କୁ ଆଣିଛନ୍ତି ତାଙ୍କ ର ନାଁ ହେଉଛି ଲିଙ୍ଗରାଜ ଆଜାଦ । ଆଉ ତାଙ୍କ ଫେସବୁକ୍ ପୋଷ୍ଟ ରୁ ଯାହା ଜଣା ପଡୁଛି ଯେ ଅର୍ଚ୍ଚନା ନାଗ କୁଆଡେ -ପ୍ର-ତି-ଶୋ-ଧ ନେବା ପାଇଁ ଏମିତି ସବୁ କରିଛନ୍ତି । ତାଙ୍କ ଉପରେ ହୋଇ ଥିବା ସବୁ ଅ-ତ୍ୟା-ଚା-ର ର ପ୍ର-ତି-ଶୋ-ଧ ନେବା ପାଇଁ ସେ ଏପରି ମାୟା ଜାଲ ବିଛେଇ ଥିଲେ ।

ଯେଉଁ ପ୍ରଭାବଶାଳୀ ଲୋକ ଙ୍କ ପାଇଁ ସେ ଅତ୍ୟାଚାର ସହି ଥିଲେ ସେହି ପ୍ରଭାବଶାଳି ଲୋକ ଙ୍କୁ ଲୋଟୁ ଥିଲେ । ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି । ବନ୍ଧୁଗଣ ଏବେ ଅର୍ଚ୍ଚନା ନାଗ ଙ୍କ କଥା ଏବେ ସାରା ରାଜ୍ୟ ରର ହଇତଇ ସୃଷ୍ଟି କରୁ ଥିବା ବେଳେ ଆଜି ହଠାତ ତାଙ୍କ ଜୀବନ ର ଏକ ରୋ-ମ ଟା-ଙ୍କୁ-ରା ଅକୁହା କାହାଣୀ ସାମ୍ନା କୁ ଆସିଛି । ଯାହା କେବେ ଠୁ ଏହା ଆଉ ଅଲୋଚନା ହୋଇ ନାହିଁ । ଲିଙ୍ଗରାଜ ଆଜାଦ ଙ୍କ ଫେସବୁକ୍ ପୋଷ୍ଟ ରୁ ଯାହା ଜଣା ପଡୁଛି । ତେବେ କାହାଣୀ ଟି ହେଉଛି ଗୋଟିଏ ଘରୋଇ କମ୍ପାନୀ ବିରୁଦ୍ଧ୍ ରେ ଜମିହରା ଙ୍କ ର୍ ଆନ୍ଦୋଳନ ର ସୁତ୍ର୍ ଧାରା ସାଜି ଥିବା ଅର୍ଚ୍ଚନା ଙ୍କ ବାପା ଙ୍କୁ କିଣି ପାରି ନଥିଲେ ମାଫିଆ ମାନେ ।

କଳ ବଳ କୌଶଳ ଖଟାଇ ଅର୍ଚ୍ଚନା ର ବାପା ଙ୍କୁ କିଣିବାକୁ ଚେଷ୍ଟା କରି ଥିଲେ କିନ୍ତୁ ଅର୍ଚ୍ଚନା ର ବାପା ସଚ୍ଚୋଟ୍ ଥିଲେ । ଆଉ ତାଙ୍କ ବାପା ଙ୍କ ର ମନ ବଳ କୁ ଭାଙ୍ଗିବା ପାଇଁ ଅର୍ଚ୍ଚନା ଙ୍କୁ ଅପହରଣ କରି ନେଇ ଥିଲେ ଆଉ ପରେ ଦୁ-ଷ୍କ-ର୍ମ କରିଥିଲେ । ଯେଉଁ ପାଇଁ ଲିଙ୍ଗରାଜ ଆଜାଦ ଅର୍ଚ୍ଚନା କୁ ଦେବି ଙ୍କ ସହ ବର୍ଣ୍ଣନା ଫୁଲନ୍ ଦେବି ଙ୍କ ସହ ତୁଳନା କରିଛନ୍ତି । ଫୁଲନ୍ ଦେବି ନିଜର ଯେମିତି ସଂଘର୍ଷରତ କାହାଣୀ ଲେଖି ଥିଲେ ଠିକ ସେମିତି ଅ-ର୍ଚ୍ଚ-ନା ପ୍ର-ତି-ଶୋ-ଧ ପାଇଁ ସଂଘର୍ଷ ର ନାଟକ ରଚିଛି ।

ଗୋଟିଏ ଘରୋଇ କମ୍ପାନୀ ପାଇଁ ଅନେକ ନିରୀହ ଙ୍କ ସେଥିରେ ଜମି ଯାଇ ଥାଏ । ଏମିତି କି ଅର୍ଚ୍ଚନା ଙ୍କ ବାପା ସୁରେନ୍ଦ୍ର ନାଥ ନାଗ ଙ୍କ ର ମଧ୍ୟ ଜମି ଯାଇ ଥିଲା । ଜମି ବଦଳ ରେ ଘର ଦେବାକୁ ଆଉ ଚାକିରୀ ଦେବା ପାଇଁ ଦାବି କରି ଥିଲେ ସ୍ଥାନୀୟ ଲୋକେ । ଯେଉଁ କମିଟି ଗଠନ ହୋଇ ଥିଲା ସେହି କମିଟି ର ସଭାପତି ଥିଲେ ସୁରେନ୍ଦ୍ର୍ ନାଥ ନାଗ । ଆଉ ଯେଉଁ ମାନେ ଜମି ହରାଇ ଥିଲେ ସେମାନଙ୍କ ର ପାଇଁ ଲଢ଼ି ଲେ ବୋଲି ଅର୍ଚ୍ଚନା ଙ୍କ ପ୍ର-ତି ଦୁ-ଷ୍କ-ର୍ମ ହୋଇ ଥିଲା ।

ଆଉ ସୁରେନ୍ଦ୍ର ଙ୍କ ପରିବାର ଙ୍କୁ ଧ୍ବଂ-ସ କରିବା ପାଇଁ କରା ଜାଇଥିଲା ସ-ଡ-ଜ-ନ୍ତ୍ର । ଆଉ ଏହି ସଡଜନ୍ତ୍ର ରର ଫସି ଯାଇଥିଲା ଅର୍ଚ୍ଚନା ନାଗ । ଆଉ ତାପରେ 2008 ଅକ୍ଟୋବର 4 ତାରିଖ ରେ ଥାନା ରେ ମାମଲା ରୋଜୁ ହୋଇ ଥିଲା । ପୋଲିସ ସମସ୍ତ ଙ୍କୁ ଗିରଫ କରି ଥିବା ବେଳେ ରାଜୁ ଥାନା ରେ ଆତ୍ମ ସର୍ମପଣ କରି ଥିଲା । ମାତ୍ର ପୋଲିସ ଏ ସବୁ ଲୋକ ଦେଖାଣିଆ କରିଥିଲା । ଆଉ ସେବେଠୁ ଅର୍ଚ୍ଚନା ପ୍ର-ତି-ଶୋ-ଧ ନେବା ପାଇଁ ଇଚ୍ଛା କଲେ ଆଉ ତା ପରେ ସେ ମୁମ୍ବାଇ ପଳେଇ ଆସିଲେ । ଆଉ ତାଙ୍କ ବାପା ବି ଅର୍ଚ୍ଚନା କୁ ଖୋଜିବାକୁ ଯାଇଥିଲେ କିନ୍ତୁ ଝିଅ କୁ ନପାଇ ଫେରି ଆସିଲେ ଆଉ ପରେ ଅର୍ଚ୍ଚନା ଓଡିଶା କୁ ଫେରି ତାଙ୍କ ର ଗୋଟି ଚଲେଇବା ଆରମ୍ଭ କରିଦେଇ ଥିଲେ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *