Breaking News

ବଡ ଦୁଃଖ ଖବର – ହୃ-ଦ-ଘା-ତ ରେ ମୃ-ତ୍ୟୁ-ବ-ର-ଣ କରିଲେ ପରୀ ସିରିଏଲର ଅଭିନେତା ସତ୍ୟ ପୁରୋହିତ (Satya Purohit) – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆସିଗଲା ର ଦୁଃଖ ଖବର ଯାହା ବହୁତ ମ-ର୍ମା-ହ-ତ କରି ଦେଇଛି । ଏତେ କମ ବୟସ ରେ ଜୀବନ ଯିବା ବହୁତ ଦୁଃ-ଖ ର ଖବର । ଆଉ ଜଣେ ସେଲିବ୍ରିଟି ଙ୍କ ର ହୃ-ତ-ଘା-ତ ରେ ଗଲା ଜୀବନ । ଆଉ ଏହି ଖବର ବର୍ତ୍ତମାନ୍ ସମୟ ରେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି । ଯାହା କି ଏହି ଖବର ଟି ଏବେ ନିଆଁ ଭଳି ଭାଇରାଲ ହେବା କୁ ଲାଗୁଚି । ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

ଆପଣ ମାନେ ଅଭିନେତା ସତ୍ୟ ପୋରହିତ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ଆଜି ତାଙ୍କ ର ହୃତଘାତ ଜୀବନ ଯାଇଛି ଯାହା ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଦୁଃଖର ଖବର । ଏହି ଖବର ଜେତିକି ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଦୁଃଖର ଖବର ସେତିକି ଦର୍ଶକ ମାନଙ୍କ ପାଇଁ ମଧ୍ୟ ଯାହା ସମସ୍ତ ଙ୍କୁ ମର୍ମାହତ କରି ଦେଇଛି । ହୃ-ତ-ଘା-ତ ରେ ଚଲିଗଲା ଜଣେ ଅଭିନେତା ଙ୍କ ଜୀବନ । ମୃତକ୍ ଜଣକ ହେଉଛନ୍ତି ଜଣା ଶୁଣା ସମ୍ବଲପୁରୀ ଓ ମେଘା ଧାରାବାହିକ ଅଭିନେତା ସତ୍ୟ ପୋରହିତ ଙ୍କ ଜୀବନ ଚାଲି ଯାଇଛି ।

ଯୁବକ ବୟସ ରେ ଏମିତି ହୃତଘାତ ରେ ଜୀବନ ଯିବ ଏହା ସମସ୍ତ ଙ୍କୁ ଅଶ୍ଚର୍ୟ୍ଯ କରି ଦେଇଛି । ତାଙ୍କ ର ଏହି ମୃତ୍ଯୁ ଘଟଣା ରେ ସମସ୍ତେ ମ-ର୍ମା-ହ-ତ ହୋଇ ପଡିଛନ୍ତି । ପରିବାର ର ଲୋକେ ଆଜି କଣ୍ଟାବାଜି ଡାକ୍ତର ଖାନା ରୁ ବଲାଙ୍ଗୀର ନେଇ ଯାଇଥିଲେ ଓ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଆଡ଼ମିଟ୍ ହୋଇ ତାଙ୍କୁ ମେଡିକାଲ୍ କଲେଜ ରେ ଚିକିତ୍ସା କରା ଯାଇଥିଲା ।

ଶେଷ ରେ ଆଜି ତାଙ୍କ ର ମୃତ୍ଯୁ ଘଟି ଥିଲା । ଏହି ଘଟଣା ପରେ ପରିବାର ଓ କଳା ପ୍ରେମୀ ଦର୍ଶକ ମାନଙ୍କ ମନ ରେ ଆଜି ଶୋକ ର ଲହରୀ ଖେଳି ଯାଇଛି । ଫୁଣି ଥରେ କହି ଦେବାକୁ ଚାହୁଛୁ ଏହି ଯୁବକ ଜଣେ ଜଣାଶୁଣା ସମ୍ବଲପୁରୀ ଓ ମେଘା ଧାରାବାହିକ ର ଅଭିନେତା ସତ୍ୟ ପୋରହିତ୍ । ଯାହାଙ୍କର୍ ଜୀବନ ଚାଲି ଯାଇଛି । ତାଙ୍କୁ ମାତ୍ର 32 ବର୍ଷ ବୟସ ହୋଇ ଥିଲା । ଏ ଯୁବ ବୟସ ରେ ତାଙ୍କ ର ଏମିତି ଜୀବନ ଚାଲି ଯିବା ଆଉ ତାହା ବି ହୃତଘାତ ରେ ଜୀବନ ଯିବା ସମସ୍ତ ଙ୍କୁ ମର୍ମାହତ କରି ଦେଇଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *