ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଏହି ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଭିନ୍ନ ଭିନ୍ନକାର୍ଯ୍ୟ କରି ନିଜ କ୍ୟାରିୟର ଗଢନ୍ତି । ବହୁ କମ୍ ଅଛନ୍ତି ଯେଉଁ ମାନେ କି ଅଭିନୟ ଦୁନିଆରେ ପାଦ ଦେଇ ନିଜ କ୍ୟାରିୟର ଆଗ କୁ ନିଅନ୍ତି ଓ ବହୁତ୍ ସଫଳ ଅର୍ଜନ କରନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବନ୍ଧୁଗଣ ଆଜି ଆମେ ଏମିତି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ସେ ତାଙ୍କ୍ ଜୀବନ ରେ ଅନେକ ସଫଳତା ଅର୍ଜନ କରିଛନ୍ତି ।
ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ରତନ ମେହେର । ଆପଣ ଏହି ଅଭିନେତା ଙ୍କୁ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ , ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ।
ତାହେଲେ ବନ୍ଧୁଗଣ କେବଳ ଚଳଚ୍ଚିତ୍ର ଓ ଧାରାବାହିକ ନୁହେଁ ବରଂ ସେ ବହୁ ସାରା ଭଜନ ଗୀତ ରେ ଅଭିନୟ କରିଛନ୍ତି । ଆପଣ ମାନେ ନିସ୍ଚୟ ତାଙ୍କ ଭଜନ ଗୀତ ଶୁଣିଥିବେ । ଆଜି ଆମେ ତାଙ୍କ ଅଭିନୟ ଜୀବନୀ ବିଷୟ ରେ ଜାଣିବା ଯାହା କୁ ସେ ନିଜେ କହିଛନ୍ତି । ଆସନ୍ତୁ ଜାଣିବା
ସେ କହିଛନ୍ତି ଯେ ତାଙ୍କ ଜୀବନ ରେ ଲକ୍ଷ୍ୟ ଥିଲା ସେ ଜଣେ ଭଲ ଅଭିନେତା ହେବା ପାଇଁ ପରଦା ରେ କାମ କରିବା ପାଇଁ । ପରଦା ରେ ଅଭିନୟ କରିବା ଦ୍ୱାରା ବହୁ ଲୋକ ଙ୍କ ପାଖ କୁ ଯାଇ ହୁଏ । ନିଜ କଳା ଏବଂ ପ୍ରତିଭା କୁ ସେ ଯେତେ ଆଗ କୁ ନେଇ ପାରିବ ସେତେ ପ୍ରଶଂସା ପାଇବ । ମୁଁ ଯେତିକି ଚାହିଁଛି ଭଗବାନ୍ ତା ଠାରୁ ଅଧିକ ମୋତେ ଦେଇଛନ୍ତି ।
ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସେ ଦୀର୍ଘ ୨୭ ବର୍ଷ ହେବ କାମ୍ କରି ଆସୁଛନ୍ତି , ସେ ଏହି ଭଳି ଭାବେ ଅନେକ କିଛି କହିଛନ୍ତି । ଛୋଟ ପରଦା ଓ ବଡ ପରଦା ରେ କାମ କରି ସେ ଆଜି ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ସେ ସଦା ସର୍ବଦା ଦର୍ଶକ ମାନ ଙ୍କ ହୃଦୟ ରେ ରହିବେ ଓ ରହିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।