ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏକ ଖବର ବେଶ୍ ଚର୍ଚ୍ଚା ରେ ଥିଲା ଓ ଏହି ଖବର ଟି ଅତି ଦୁଃଖ ଖବର ଯାହାକି ସୁଭଦ୍ରା ଜୀବନ ରେ ଘଟି ଯାଇଛି ଓ ସେ ନିଜେ ନିଜ ଦୁଃଖ ବିଷୟ ରେ ଜଣାଇ କିଛି ସାହାର୍ଯ୍ୟ କରନ୍ତୁ ବୋଲି ଅନୁରୋଧ କରିଥିଲେ । ଆପଣ ମାନେ ଏହି ଖବର ଟି ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଖବର ବେଶ୍ ଭାଇରାଲ ହୋଇଥିଲା ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୁଭଦ୍ରା ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଅନେକ ଲୋକ । ଏହାରି ମଧ୍ୟ ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଉମା ମଧ୍ୟ ଆସିଛନ୍ତି , ଉମା ନିଜ ଅଭିନୟ ଜୀବନୀ ମଧ୍ୟ ରେ ଅନେକ କାନ୍ଦି ଛନ୍ତି କିନ୍ତୁ ସେ ଯେତେବେଳେ ବାସ୍ତବ ରେ ସୁଭଦ୍ରା ଙ୍କ କାହାଣୀ ବିଷୟ ରେ ଶୁଣିଲେ
ତାଙ୍କ ଆଖି ରେ ସତ୍ ସତିକା ଲୁହ ଆସି ଯାଇଥିଲା ଓ ସେ ବର୍ତ୍ତମାନ୍ ସମୟ ରେ ପହଂଚି ଯାଇଛନ୍ତି ସୁଭଦ୍ରା ଙ୍କ ପାଖ ରେ । ସୁଭଦ୍ରା ଜୀବନ ର କଷ୍ଟ କୁ ଦେଖି ସେ ସହି ପାରି ନ ଥିଲେ , ସେ ଖବର ମାଧ୍ୟମ ରେ ଶୁଣିବାକୁ ପାଇଥିଲେ ଯେ ସୁଭଦ୍ରା ଙ୍କ ବିଷୟ ରେ , ସବୁକିଛି ଜାଣିବା ପରେ ସେ ପହଂଚି ଯାଇଥିଲେ ସୁଭଦ୍ରା ଙ୍କ ପାଖ ରେ ।
ସେଠାରେ ସେ ପହଂଚି ସୁଭଦ୍ରା ଙ୍କୁ ନିଜ ସାନ ଭଉଣୀ କରି ଦେଇଛନ୍ତି , ଭଉଣୀ କରି ଦେଇ ଏକ ଛୋଟିଆ ରିଲସ ଭିଡିଓ ମଧ୍ୟ କରି ଦେଇଛନ୍ତି । ସୁଭଦ୍ରା କୁ କହିଛନ୍ତି ସେ ଚାହିଁଲେ ବର୍ତ୍ତମାନ୍ ସେ ତାଙ୍କ ସହିତ ଯାଇ ପାରିବେ ଓ ସେ ତାଙ୍କୁ ସାନ ଭଉଣୀ ଭଳି ତାଙ୍କ ପାଖ ରେ ରଖିବେ । କେବଳ ସୁଭଦ୍ରା ଙ୍କୁ ନୁହେଁ ତାଙ୍କୁ ମା ଙ୍କୁ ମଧ୍ୟ ତାଙ୍କ ପାଖ କୁ ନେବା ପ୍ରସ୍ତୁତ ଅଛନ୍ତି ।
ସୁଭଦ୍ରା ଙ୍କ ଭିନ୍ନ ଜାତି ଥିବାରୁ ଆଖ ପାଖ ର ଲୋକ ମାନେ ତାଙ୍କ ଠାରୁ ଦୂର ରେ ରହୁଥିଲେ ସହାୟତା କରୁ ନ ଥିଲେ ସେ ଭିନ୍ନ ଜାତି ର ବୋଲି । ବାପା ନାହାଁନ୍ତି ମା ଅଛି ସେ ପୁଣି ମାନସିକ ବିକାରଗ୍ରସ୍ଥ , ତାଙ୍କୁ କେବଳ ମାସ କୁ ବାର୍ଦ୍ଧକ୍ୟ ୫୦୦ ଟଙ୍କା ମିଳେ । ସବୁ କିଛି ଦୁଃଖ କଷ୍ଟ କୁ ସେ ଏକ ଦରଖାସ୍ତ ଲେଖି ମୂଖ୍ୟ ମନ୍ତ୍ରୀ ଙ୍କ ପାଖ କୁ ପଠାଇ ଥିଲେ ।
ବର୍ତ୍ତମାନ୍ ସମୟ ରେ ସମସ୍ତେ ଆସି ସୁଭଦ୍ରା ଙ୍କୁ ସାହାର୍ଯ୍ୟ କରୁଛନ୍ତି ସହାୟତା ର ହାତ ବଢ଼ାଉଛନ୍ତି । ଲୋକ ମାନେ ସୁଭଦ୍ରା ଙ୍କ ପାଖ କୁ ଆସି ସହାୟତା ର ହାତ ବଢାଉଛନ୍ତି । ଏତେ ଲୋକ ଆସି ସୁଭଦ୍ରା ଙ୍କୁ ସାହାର୍ଯ୍ୟ କରୁ ଥିବା ସମୟ ରେ ଆଉ କିଛି ଲୋକ କଣ କଣ ଜାତି ଅଜାତି ଛୁଆଁ ଅଛୁଆଁ ଭେଦଭାବ କାହିଁକି ରଖୁଛନ୍ତି , ଯାହାକି ବେଶ୍ ଲଜ୍ୟା ଜନକ ଖବର ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।