Breaking News

ବନ୍ଦନା ମାଆ କାମ କଲା ବେଳେ ଷଡ଼ଯନ୍ତ୍ର କରି ତାଙ୍କୁ ବାହାର କରି ଦେଇଥିଲେ ନିର୍ଦ୍ଦେଶକ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ । ଆଜି ଆମେ ଆମର ଏହି ପେଜ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ।

ଏହି ଅଭିନେତ୍ରୀ ନିଜ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି । ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଏହି ଅଭିନେତ୍ରୀ ଜଣକ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ଭଲ ଭଲ ଖାଦ୍ୟ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥାଆନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ବନ୍ଦନା ମାଆ ।

ବନ୍ଦନା ମାଆ ଯିଏ କି ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଆଜି ଆମେ ବନ୍ଦନା ମାଆ ଙ୍କ ବିଷୟ ରେ କିଛି ଜାଣିବା ଯାହାକି ସେ ନିଜେ କହିଛନ୍ତି । ବର୍ତ୍ତମାନ ସମୟ ରେ ତାଙ୍କୁ ୫୮ ବର୍ଷ ବୟସ । ସେ ବହୁତ୍ ଖୁସି ଅଛନ୍ତି । ତାଙ୍କ ପରିବାର ଲୋକ ସମସ୍ତେ ଭଲ ତାଙ୍କ ସ୍ଵାମୀ ମଧ୍ୟ ବହୁତ୍ ଭଲ ଅଟନ୍ତି ।

କିନ୍ତୁ ବଡ ଦୁଃଖ ଖବର ଯେ ତାଙ୍କ ଆଣ୍ଠୁ ଜନିତ କାରଣ ରେ ସେ ଆଉ ନାଚ କରି ପାରୁ ନାହାଁନ୍ତି । ବନ୍ଦନା ମାଆ ଙ୍କୁ ତୋ ଅଗଣା ର ତୁଳସୀ ମୁଁ ରେ କିଛି ଦିନ ଅଭିନୟ କରିଥିଲେ କିନ୍ତୁ ଏହି ଧାରାବାହିକ ନିର୍ଦ୍ଦେଶକ ତାଙ୍କୁ ବାହାର କରି ଦେଇଥିଲେ । ପରେ ସେ ଆଉ ଏକ ନୂଆ ଧାରାବାହିକ ରେ ନଜର ଆସିଥିଲେ । ବନ୍ଦନା ମାଆ ଙ୍କୁ ବାହାର କରିଥିବା ନିର୍ଦ୍ଦେଶକ ଜଣକ ମଧ୍ୟ ଅଳ୍ପ ଦିନ ରେ ସେହି ଧାରାବାହିକ ରୁ ବାହାରି ଯାଇଥିଲା ।

ବନ୍ଦନା ମାଆ ଏହି ଭଳି ଭାବେ ଅନେକ କିଛି କଥା କହିଛନ୍ତି ଅତୀତ ବିଷୟ ରେ । ଆପଣ ମନେ ଜାଣିଥିବେ ବନ୍ଦନା ମାଆ ଙ୍କ ଝିଅ ଲିପି ମହାପାତ୍ର ଯିଏ କି ବର୍ତ୍ତମାନ ସମୟ ରେ ଓଡ଼ିଆ ଆଲବମ ଓ ଓଡ଼ିଆ ଧାରାବାହିକ ର ଆଗ ଧାଡ଼ି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ବନ୍ଦନା ମାଆ ଙ୍କ ର ମଧ୍ୟ ଗୋଟିଏ ଆଲବମ ଆଜି ବି ମଧ୍ୟ ସୁପର ହିଟ୍ ହୋଇ ରହିଛି ।

ଏହି ଗୀତ ଟି ହେଉଛି ମାଉସୀ ଘର୍ ଭଡ଼ା ଦେବକୀ । ଏହି ଗୀତ ଟି ବନ୍ଦନା ମାଆ ନଜର ଆସିଥିଲେ , ଗୀତ ଟି ବେଶ୍ ସୁପର ହିଟ ହୋଇଥିଲା । ବାସ୍ତବିକ୍ ଜୀବନ ରେ ବନ୍ଦନା ମାଆ ହେଉଛନ୍ତି ଜଣେ ଭଲ ମଣିଷ ଓ ସେ ଭଲ ରୋସେଇ କରି ଥାଆନ୍ତି ଓ ରୋଷେଇ ମଧ୍ୟ ସମସ୍ତ ଙ୍କୁ ଶିଖାଇ ଥାଆନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *