ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆସିଗଲା ବଡ ଖବର ଅତୀତ ରେ ମଉଳି ଯାଇଥିବା ବିବାଦ ଟି ପୁଣି ଲେଉଟିଛି । ଅନେକ ଖବର ରହିଛି ଯାହାକି କିଛି ଚର୍ଚ୍ଚ ରେ ରହିବା ପରେ ତାହାର ଖବର ଆଉ ଆସେ ନାହିଁ ଓ ନ୍ୟାୟ ପାଇଲା କି ନାହିଁ ତାହା ମଧ୍ୟ ଜାଣି ହୁଏ ନାହିଁ । ଅତୀତ ଘଟିଥିବା ମୃତ ସୌମ୍ୟ ଙ୍କ ବିବାଦ ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।
ଘଟଣା ଟି ଘଟିବା ଥିବା ସମୟ ରେ ବେଶ୍ ଚର୍ଚ୍ଚା ରେ ଥିଲା ଓ ପରେ ଆଉ କୌଣସି ଖବର ଆସି ନ ଥିଲା ଓ ଯାହା ଫଳ ରେ କି ଲୋକ ମାନେ ମଧ୍ୟ ଏହା କୁ ଭୁଲି ଯାଇଥିଲେ। ବର୍ତ୍ତମାନ ସମୟ ରେ ଏହା ପୁଣି ଲେଉଟିଛି । ସୋନାଲି ନନ୍ଦ ନା ମଧ୍ୟ ଶୁଣି ଥିବେ ଏହି ବିବାଦ ଟି ରେ । ସୋନାଲି ନନ୍ଦ ଯିଏ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ଗାୟିକା ।
ଦିନ ଥିଲା ଯେବେ ସୌମ୍ୟ ଜୀବିତ ଥିଲା ସେହି ସମୟ ରେ ସୋନାଲି ନନ୍ଦ ଙ୍କୁ ଭଲ ପାଉ ଥିଲେ ଓ ସୋନାଲି ନନ୍ଦ ମଧ୍ୟ ସୌମ୍ୟ ଙ୍କୁ ଭଲ ପାଉ ଥିଲେ । ହଠାତ୍ କଣ ହେଲା ଯେ ମୃତ ସୌମ୍ୟ ଙ୍କ ମୃତ ଦେହ ଦେଖିବାକୁ ମିଳିଲା ପରେ ଯାହା ଜଣା ପଡିଲା ଯେ ସୋନାଲି ନନ୍ଦ ସେଲିବ୍ରେଟି ଭଳି ଚଳିବାକୁ ଚାହୁଁଥିଲେ । ସୋନାଲି ଦାମୀ ଗାଡ଼ି ଚଢ଼ିବାକୁ ଚାହୁଁଥିଲେ
ରାତା ରାତି ବଡ ଲୋକ ହେବ ବୋଲି ସ୍ବପ୍ନ ଦେଖୁଥିଲା ଓ ଏଥି ପାଇଁ ସେ ସୌମ୍ୟ ଙ୍କୁ ଟର୍ଚର ମଧ୍ୟ କରୁଥିଲା ଓ ଯାହାକୁ ଆଦୌମ ସହୀ ପାରୁ ନ ଥିଲା ଓ ଶେଷ ରେ ନିଜ ଜୀବନ ହାରି ଦେଲା । ସୌମ୍ୟ ଙ୍କ ମୃତ ପରେ ଏହି ଅଭିଯୋଗ ଟି ଆସିଥିଲା । ଏହି ଅଭିଯୋଗ ଆଣି ଥାନା ର ଦ୍ବାରସ୍ଥ ହୋଇଥିଲେ । ଥାନା ବାଲା ମାମଲା ରୁଜୁ କରି ଥିଲେ କିନ୍ତୁ ତଦନ୍ତ କରି ନ ଥିଲେ ।
ଖବର ଯାଇ ପହଞ୍ଚିଥିଲେ ହାଇକୋର୍ଟ ରେ , ହାଇକୋର୍ଟ ତଦନ୍ତ ପରେ ବର୍ତ୍ତମାନ ସମୟ ରେ ଏହି ଘଟଣା ର ତଦନ୍ତ କରୁଛି କ୍ରାଇମ୍ ବ୍ରାଞ୍ଚ । ବର୍ତ୍ତମାନ ସମୟ ରେ ମୃତ ସୌମ୍ୟ ଙ୍କ ଘରେ ପହଞ୍ଚି ଛନ୍ତି କ୍ରାଇମ୍ ବ୍ରାଞ୍ଚ ଟିମ୍ ଘରେ କ୍ରାଇମ୍ ବ୍ରାଞ୍ଚ ଆସିବା ପରେ ଆଖି ରୁ ଲୁହ ପୋଛି ଛନ୍ତି ସୌମ୍ୟ ଙ୍କ ମାଆ । ଦୁଇ ଦିନ ମଧ୍ୟ ରେ ସୋନାଲି ଙ୍କୁ ଜେରା କରି ପରେ କ୍ରାଇମ୍ ବ୍ରାଞ୍ଚ ।
ମୃତ୍ୟୁ କରିବା ର ବର୍ଷେ ହୋଇଗଲା ମାଆ , ବାପା, ଭଉଣୀ ଆଶା ରଖିଥିଲେ ନିଶ୍ଚୟ ସୌମ୍ୟ କୁ ନ୍ୟାୟ ପାଇବ ବୋଲି । ବର୍ତ୍ତମାନ ମଧ୍ୟ କୁନି ଭଣଜା ତାର୍ ମାମୁଁ କୁ ଖୋଜୁଛି । ଏଥର ସୌମ୍ୟ ନିଶ୍ଚିନ୍ତ ଭାବ ରେ ନ୍ୟାୟ ପାଇବ ବୋଲି ଆଶା ବିଶ୍ୱାସ ରହୁଛି । ତେବେ ଦେଖାଯାଉ ଆଗାମୀ ଦିନ ରେ କଣ ହେଉଛି ।।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।