ଆପଣ ମାନେ ଦେଖି ପାରୁଥିବେ ଏହି ସମୟରେ ସାପ ଟି କିପରି ନଦି ବଢ଼ି ଯେତିକି ବଢ଼ୁଛି ସେତିକି ସମସ୍ତଙ୍କ ର ଚିନ୍ତା ବଢ଼ାଉଛି ଏହି ସବୁ ବିଷଧର ସାପମାନେ ନଈ ବଢ଼ି ଠାରୁ ଅଧିକ ଡରାଉଛି । ଘରର ଦାଣ୍ଡ ଆଗରେ ବୁଲୁଛନ୍ତି ରଣା ,ବୋଡା, ନାଗ ଭଳି ବିଭିନ୍ନ ପ୍ରକାର ବିଷଧର ସାପ ମାନେ ବୁଲୁଛନ୍ତି । ଏହି ଦୃଶ୍ୟକୁ ଦେଖନ୍ତୁ କେମିତି ଉପରକୁ ମୁଣ୍ତ କାଢି ଯାଉଛନ୍ତି ସାପମାନେ ବଢ଼ିପାଣିର ଏହି ସ୍ଥିତି କିପରି ଅଛି ଏହାକୁ ଦେଖନ୍ତୁ।
ଥରେ ଚିନ୍ତା କରି ଦେଖନ୍ତୁ ତ ଆପଣ ଙ୍କ ଘରେ ଯଦି ବର୍ଷାପାଣି ପଶିଛି ତ ଘରେ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ପଯ୍ୟନ୍ତ ସମସ୍ତେ ଅଛନ୍ତି ଓ ତା ସହିତ ସେହି ଗୁଳି ପାଣି ଭିତ ରେ ବି-ସା-କ୍ତ ସାପ ମଧ୍ୟ ଅଛି । ଏମିତି ଅବସ୍ଥା ହେଇ ସାରିଛି ଏ ଲୋକ ମାନଙ୍କ ର ବଢ଼ି ପାଣି ଆସିବା ପରେ କେମିତି ଡର ଆଉ ଭୟ ରେ ବିତୁଛି ଜୀବନ ।
ବଢ଼ି ପାଣି ଏବେ ଗାଁ ଗାଁ ରେ ପଶି ଏବେ ଜୋଗାଜୋଗ୍ ହେଇ ଯାଇଛି ବିଚ୍ଛିନ୍ନ । ଅନେକ ଦିନ ହୋଇସାରିଲାଣି ବିଦ୍ୟୁତ ନାହିଁ । ଘରେ ଘରେ ପାଣି ପଶିଛି ଲୋକ ମାନେ ଠିକ ଖାଇ ପାରୁଛନ୍ତି ନାଁ ଠିକ ପାଣି ପିଇବା ପାଇଁ ଅଛି । ରନ୍ଧା ଚୁଲି ଏବେ ପାଣି ଭୀତ ରେ । ଶୋଇବା ଶେଜ ବି ଓଦା । ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ଙ୍କ ପର୍ଯ୍ୟନ୍ତ ସବୁ ସେଇ ଗୋଟିଏ ଘର ଭୀତ ରେ ଦିନ ହେଉ କି ରାତି ବି-ଷା-କ୍ତ ସାପ , କଙ୍କଡା ଆଉ ବିଛା ଓ ଅନ୍ୟ ବି-ଷା-କ୍ତ କୀଟ ଙ୍କ ପାଇଁ ଭୟ ରେ କବାଟ କିଳି କି ରଖୁଛନ୍ତି ।
ଯଦି ଏମିତି ବିପଦଜନ୍ନକ୍ ସମୟ ରେ ସାପ କିମ୍ବା ବି-ଷା-କ୍ତ ଜନିତ କିଛି ଦୁ-ର୍ଘ-ଟ-ଣା ହୁଏ । ତେବେ କ’ଣ କରିବେ ଜାଣନ୍ତୁ । ସାପ କିମ୍ବା ବିଛା ଉପରେ କୌଣସି ଆଘାତ ହେଲେ ସେମାନେ କାମୁଡି ଥାଆନ୍ତି । ପ୍ରଥମେ ସେଥି ପ୍ରତି ଧ୍ୟାନ୍ ଦିଅନ୍ତୁ । ଯଦି ସତର୍କତା ସତ୍ବେ ମଧ୍ୟ୍ କୌଣସି ବିଷାକ୍ତ ଯିବ କାମୁଡେ ତେବେ ସ୍ଥିର ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ଶରୀରକୁ ସ୍ଥିର ରଖନ୍ତୁ । ଅତ୍ୟଧିକ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ।
ଯେଉଁ ସ୍ଥାନ କୁ କାମୁଡିଛି ସେହି ସ୍ଥାନ ତଳ କୁ ଝୁଲାଇ ରଖନ୍ତୁ । ଧ୍ୟାନ୍ ରଖନ୍ତୁ ବିଷ ଯେପରି ହୃଦୟ କୁ ନ ପହଞ୍ଚେ । କାମୁଡି ଥିବା ସ୍ଥାନ କୁ ସାବୁନ ରେ ଭଲ କରି ଧୋଇ ଦିଅନ୍ତୁ । ଯେଉଁ ସ୍ଥାନ କୁ କାମୁଡିଛି ତା ଉପରକୁ ବାନ୍ଧି ଡାକ୍ତର ଖାନା ନେବାରେ ବ୍ୟବସ୍ଥା କରନ୍ତୁ । ଧ୍ୟାନ ରେ ରଖନ୍ତୁ ଏହି ସବୁ ଅସୁବିଧା ରେ ଅନ୍ଧବିଶ୍ଵାସ କିମ୍ବା କୌଣସି ଗୁଣି ଗାରେଡି ଦ୍ବାରା ପ୍ରଭାବିତ ହୁଅନ୍ତୁ ନାହିଁ ।
ମାନସିକ ସ୍ଥିତି ଦୃଢ ରଖନ୍ତୁ । ବନ୍ୟା ଜନିତ ବିପଦ ସହ ସତର୍କତା ରୁହନ୍ତୁ କୌଣସି ବିଷାକ୍ତ ଜୀବ ବା କୀଟ ଠାରୁ । ପାଣି କମିବା ପର୍ଯ୍ୟନ୍ତ ସତର୍କତା ସହ ଲଢନ୍ତୁ । ଆଉ ପାଣି କମିବା ପର୍ଯ୍ୟନ୍ତ ସୁରକ୍ଷା ସହ ରୁହନ୍ତୁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।