Breaking News

ବନ୍ୟା ଛାଡି ନାହି, ସୃଷ୍ଟି ହେଲାଣି ବଡ ଲଘୁଚାପ, ଲଘୁଚାପ ବାତ୍ୟାର ରୂପ ନେଇ ପାରେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ବନ୍ୟା ବିପଦ ଟଳି ନ ଥିବା ସମୟରେ ପୁଣି ଭୟ ଦେଖାଉଛି ଲଘୁଚାପ । ଉତ୍ତର ପୂର୍ବ ଓ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ଆଜି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ଟି ଆଗାମୀ ୧୨ ଘଣ୍ଟା ରେ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ରେ ପରିଣତ ହୋଇ , ପରବର୍ତ୍ତୀ ୨୪ ଘଣ୍ଟା ପରେ ଅବପାତ ରୂପ ନେବ ।

ଲଘୁଚାପ ପ୍ରଭାବରେ ଆଜି ଠାରୁ ବଢିବ ବର୍ଷା ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲା ରେ ବର୍ଷା ହେବା ନେଇ ଚେତାବନୀ ଜାରି ହୋଇଛି । ଆଜି ପାଇଁ ହଳଦିଆ ଚେତାବନୀ ଦିଆ ହୋଇଛି ୧୯ ଟି ଜିଲ୍ଲା କୁ ଓ ଆସନ୍ତା କାଲି ରାଜ୍ୟ ରେ ବର୍ଷା ର ପ୍ରଭାବ ଅଧିକ ରହିବ , ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣିଂ ଦିଆ ଯାଇଛି ।

୨୦ ରେ ପଶ୍ଚିମ ଓଡ଼ିଶା ରେ ଅଧିକ ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରବଳ ଅତି ପ୍ରବଳ ହେବା କୁ ନେଇ ୧୭ ଜିଲ୍ଲା କୁ ଅରେଞ୍ଜ୍ ୱାର୍ଣୀଙ୍ଗ ଜାରି ହୋଇଛି । ଲଘୁଚାପ କଥା ଶୁଣି ଆହୁରି ଭୟ ଲାଗୁଛି , ବର୍ତ୍ତମାନ୍ ସମୟ ରେ ହୀରାକୁଦ ରେ ଜଳ ନିଷ୍କାସିତ ହେଉଛି ୪୦ ଟି ଗେଟ୍ ରେ । ଫଳ ରେ ରାଜ୍ୟ ର ନଦୀ ଗୁଡ଼ିକ ରେ ଜଳସ୍ତର ବୃଦ୍ଧି ପାଇଛି ଓ ଅନେକ ଗାଆଁ ଭିତର କୁ ବନ୍ୟା ପାଣି ମାଡି ଯାଇଛି ।

ବର୍ତ୍ତମାନ୍ ସମୟ ରେ ଅନେକ ଗାଆଁ ଜଳମଗ୍ନ ରେ ଅଛନ୍ତି ଓ କିଛି ଗ୍ରାମ ବାହ୍ୟ ଜଗତ ରୁ ଦୂର ରେ ଅଛନ୍ତି । ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ୍ ସମୟ ରେ ଚର୍ତୁପାଶ୍ୱରେ କେବଳ ପାଣି । କିଛି ଲୋକ ଙ୍କୁ ରନ୍ଧା ଖାଦ୍ୟ ସହାୟତା ମିଳୁ ଥିବା ସମୟରେ ଆଉ କିଛି ଲୋକ ଖାଇବାକୁ ପାଉ ନାହାଁନ୍ତି ।

ଅନେକ ଚାଷୀ ଶହ ଶହ ହେକ୍ଟର ଜମି ରେ ଚାଷ କରି ଥିଲେ କିନ୍ତୁ ବନ୍ୟା ପାଣି ଗର୍ଭ ରେ ସେଗୁଡିକ ନଷ୍ଟ ହୋଇ ଯାଇଛି । ଲୋକ ମାନେ ବନ୍ୟା ପାଣି କୁ ନେଇ ଯେତିକି ଭୟବିତ ନାହାଁନ୍ତି ତା ଠାରୁ ଅଧିକ ଭୟଭୀତ ଅଛନ୍ତି କୁମ୍ଭୀର ଓ ସାପ ମାନ ଙ୍କୁ ନେଇ । ବର୍ତ୍ତମାନ୍ ସମୟ ରେ ଏହି ଭୟ ଥିବା ସମୟ ରେ ପୁଣି ଲଘୁଚାପ ହେବା କୁ ଯାଉଛି ଓ ଯାହା ଫଳରେ ଆଜି ଠାରୁ ବର୍ଷା ହେବା ନେଇ ୱାର୍ଣିଁ ଜାରି ହୋଇଛି । ଲୋକ ମାନେ ଆହୁରି ଭୟବିତ ହେଉଛନ୍ତି , ଲଘୁଚାପ ହେବା ଦ୍ବାରା ପୁଣି ଜଳ ସ୍ତର ବୃଦ୍ଧି ପାଇବ ଓ ପୁଣି ବନ୍ୟା ଆସିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ମୋ ସ୍ତ୍ରୀ ସହ ଶୋଇଲା, ମୋତେ ଭିଡିଓ ପଠେଇ 20,000 ଟଙ୍କା ମାଗୁଛି ସରପଞ୍ଚର ଭାଇ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏମିତି ଏକ ଲଜ୍ୟା ଜଣକ ଖବର ଆସିଛି ଯାହା ଆପଣ ମାନେ ଜାଣିଲେ …

Leave a Reply

Your email address will not be published. Required fields are marked *