Breaking News

ବନ୍ୟା ଅଞ୍ଚଳ ସମୀକ୍ଷା କରି ପିପିଲି ବିଧାୟକ ରୁଦ୍ର ମହାରଥୀ (Rudra Maharathy) ବନ୍ୟା ପ୍ରଭାବିତଲ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ – ଦେଖନ୍ତୁ ଭିଡିଓ

ପ୍ରଦୀପ ମହାରଥୀ ଙ୍କ ପୁତ୍ର ରୁଦ୍ର ମହାରଥୀ ଯିଏ କି ବର୍ତ୍ତମାନ ସମୟରେ ପିପିଲ୍ ର ବିଧାୟକ ଅଛନ୍ତି । ତାଙ୍କୁ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ । ତାଙ୍କ ବାପା ମଧ୍ୟ ପୂର୍ବତନ ବିଧାୟକ ଥିଲେ ପିପିଲ୍ ରେ । ତାଙ୍କ ର ପୁଅ ରୁଦ୍ର ମହାରଥୀ ଏବେ ପିପିଲ୍ ର ବିଧାୟକ ଭାବରେ କାର୍ଯ୍ୟ ରତ ଅଛନ୍ତି । ତେବେ କିଛି ଦିନ ତଳେ ଜାଣିଥିଲେ ହାତ ଗଣତି ଲୋକ । କିନ୍ତୁ ଏବେ ରାଜ୍ୟ ର ସେ ଜଣେ ଆଗ ଧାଡି ର ଯୁବ ନେତା ।


ନିର୍ବାଚିତ ପରେ ଅନ୍ୟ ପ୍ରତିନିଧି ଙ୍କ ଭଳି ଦୁରେଇ ନଯାଇ ପିପିଲ୍ ବାସୀ ଙ୍କ ସୁଖ ଆଉ ଦୁଃଖ ରେ ସାମିଲ ହେଉଛନ୍ତି ରୁଦ୍ର ମହାରଥୀ । ତାଙ୍କ ବାପା ପ୍ରଦୀପ ମହାରଥୀ ଙ୍କ କ୍ଷମତା ରେ ଥିଲେ ମଧ୍ୟ ଆଦୌ ଅହଙ୍କାରୀ ନଥିଲେ ରୁଦ୍ର ମହାରଥୀ । ରୁଦ୍ର ମହାରଥୀ ଦକ୍ଷତା ପାଇବା ସମୟ ରେ ସାଧରଣ ଲୋକ ମାନଙ୍କ ମନ ରେ ଉତ୍ସାହ ଆସିଥିଲା ।

ଏହା ପ୍ରମାଣୀତ୍ ହୋଇ ଥିଲା ନିର୍ବାଚନ ଫଳାଫଳ ରୁ । ତେବେ ଆପଣ ମାନେ ଜାଣିଥିବେ କି ପୂର୍ବ ରୁ ପିପିଲ୍ ର ବିଧାୟକ ଯିଏ କି ଅନେକ ଗାଁ କୁ ଯାଇ ଥିଲେ ଆଉ ସେଠାରେ ଗୋଟିଏ ଗ୍ରାମ କୁ ଆସି ତଦାରଖ କରୁଛନ୍ତି କିପରି ରହୁଛନ୍ତି ବନ୍ୟା ପରିସ୍ଥିତି ରେ । ତଦାରଖ କରି ଜାଣିବାକୁ ଚାହୁଁଛନ୍ତି ରୁଦ୍ର ମହାରଥି ।

ରୁଦ୍ର ମହାରଥୀ ବିଧାୟକ ହେବା ପରେ ସେ ବହୁତ ଲୋକ ଙ୍କ ଦୁଃଖ କୁ ଦୂର କରିବା ପାଇଁ ଚେଷ୍ଟା କରି ସାରିଛନ୍ତି । ସବୁବେଳେ ସମସ୍ତ ଙ୍କ ର ଖୁସି କୁ ଚାହିଁଛନ୍ତି । ପୂର୍ବ ରୁ ମଧ୍ୟ ବନ୍ୟା ପାଇଁ ଫସି ରହି ଥିବା ଲୋକ ଙ୍କ ପାଇଁ ଚୁଡା ଓ ଚିନି ଓ ପାନ୍ୟ ଜଳ ସବୁ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ସମୟରେ ମଧ୍ୟ ଆଉ ଏକ ଭିଡିଓ ତାଙ୍କ ର ଭାଇରାଲ ହେବା କୁ ଲାଗୁଚି ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଚର୍ଚ୍ଚା ରହିଛି ।

ଆପଣ ମାନେ ଜାଣିଥିବେ ରୁଦ୍ର ମହାରଥୀ ପୂର୍ବ ରୁ ବହୁତ ଭଲ ଭଲ କାମ କରି ସାରିଛନ୍ତି ଯାହା ପାଇଁ ତାଙ୍କୁ ଲୋକ ମାନେ ବହୁତ ପସନ୍ଦ କରନ୍ତି । ତେବେ ଏବେ ମଧ୍ୟ ସେମିତି କିଛି ଭଲ କାମ କରି ଥିବାର ନଜର ରେ ଆସିଲେ ରୁଦ୍ର ମହାରଥୀ । ବନ୍ୟାଜଳ ଫସିଥିବା ଲୋକ ମାନଂକୁ ଖାଇବାକୁ ଦେଇଛନ୍ତି ନିଜେ ରୋଷେଇ କରି ସମସ୍ତ ଙ୍କ ଖାଇବା ପରସି ମଧ୍ୟ ଦେଇଛନ୍ତି ଯାହା ସମସ୍ତ ଙ୍କ ଆଖି ରୁ ଖୁସି ର ଲୁହ ଦେଇଛନ୍ତି ଆଉ ସମସ୍ତ ଙ୍କ ଓଠ ରେ ଭାରି ଦେଇଛନ୍ତି ହସ ।

ସେ ଡେଲାଙ୍ଗ ମୁନିନ୍ଦା ରେ ବନ୍ୟା ପ୍ରଭାବିତ ହେଇଥିବା ଲୋକ ମାନଂକୁ ସମ୍ପୁର୍ଣ୍ଣ ରୂପେ ସାହାଯ୍ୟ କରିଛନ୍ତି ତାଙ୍କ ପାଇଁ ପିଇବା ପାଇଁ ପାନ୍ୟ ଜଳ ର ବ୍ୟବସ୍ଥା କରିବା ସହ ସମସ୍ତ ଙ୍କ ପାଇଁ ରୋଷେଇ ମଧ୍ୟ କରିଥିଲେ ପରେ ଫୁଣି ସମସ୍ତ ଙ୍କୁ ଖାଇବା ପରସି ମଧ୍ୟ ଦେଇଥିଲେ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *