Breaking News

ବନ୍ୟା ପାଣିକୁ ଖାତିର ନକରି ଡଙ୍ଗାରେ ଲୋକ ଙ୍କ ପାଖେ ପହଞ୍ଚିଲେ ବିଧାୟକ ରୁଦ୍ର ମହାରଥୀ (Rudra Maharathy)- ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଅନେକ ସ୍ଥାନ ରେ ବନ୍ୟା ଜଳ ପ୍ରବେଶ କରି ବିଭିନ୍ନ ଗାଆଁ ରେ ପାଣି ପଶି ଯାଇଛି ଓ ଲୋକ ମାନେ ଭାରି ଅସୁବିଧା ରେ ଅଛନ୍ତି । ଆମ ଓଡ଼ିଶା କୁ ପ୍ରତି ବର୍ଷ ବନ୍ୟା ଓ ବାତ୍ୟା ଆସିଥାଏ ଓ ଏହି ବନ୍ୟା ଓ ବାତ୍ୟା ରେ ଲୋକ ମାନେ ଅନେକ ଅସୁବିଧା ରେ ପଡ଼ି ଥିଲେ ମଧ୍ୟ ରାଜ୍ୟ ସରକାର ପୂର୍ବ ଲୋକ ମାନ ଙ୍କୁ ଠିକ୍ ନିରାପଦ ସ୍ଥାନ କୁ ନେଇ ଯାଇଥାଆନ୍ତି ।

 

ବନ୍ଧୁଗଣ ଲୋକ ମାନ ଙ୍କ ଅସୁବିଧା କହିଲେ ସେମାନ ଙ୍କ ଘର୍ ଭାଙ୍ଗି ଯାଇଥାଏ ଓ ବର୍ଷ ସାରା ଖାଇବା ପାଇଁ ଯେଉଁ ଧାନ ଚାଷ କରି ଥାଆନ୍ତି ତାହା ନଷ୍ଟ ହୋଇଯାଏ । ବର୍ତ୍ତମାନ୍ ସମୟ ରେ ହୀରାକୁଦ ଗେଟ ଖୋଲା ଯାଉ ବନ୍ୟା ପାଣି ନିଷ୍କାସିତ କରା ଯାଉଛି ।

ଫଳ ରେ ରାଜ୍ୟ ର ନଦୀ ଗୁଡ଼ିକ ରେ ଜଳସ୍ତର ବୃଦ୍ଧି ପାଇଛି ଓ ଅନେକ ଗାଆଁ ଭିତର କୁ ବନ୍ୟା ପାଣି ମାଡି ଯାଇଛି , ବର୍ତ୍ତମାନ୍ ସମୟ ରେ ଅନେକ ଗାଆଁ ଜଳମଗ୍ନ ରେ ଅଛନ୍ତି ଓ କିଛି ଗ୍ରାମ ବାହ୍ୟ ଜଗତ ରୁ ଦୂର ରେ ଅଛନ୍ତି । ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ୍ ସମୟ ରେ ଚର୍ତୁପାଶ୍ୱରେ କେବଳ ପାଣି ।

 

କିଛି ଲୋକ ଙ୍କୁ ରନ୍ଧା ଖାଦ୍ୟ ସହାୟତା ମିଳୁ ଥିବା ସମୟରେ ଆଉ କିଛି ଲୋକ ଖାଇବାକୁ ପାଉ ନାହାଁନ୍ତି । ଅନେକ ଚାଷୀ ଶହ ଶହ ହେକ୍ଟର ଜମି ରେ ଚାଷ କରି ଥିଲେ କିନ୍ତୁ ବନ୍ୟା ପାଣି ଗର୍ଭ ରେ ସେଗୁଡିକ ନଷ୍ଟ ହୋଇ ଯାଇଛି । ଲୋକ ମାନେ ବନ୍ୟା ପାଣି କୁ ନେଇ ଯେତିକି ଭୟବିତ ନାହାଁନ୍ତି ତା ଠାରୁ ଅଧିକ ଭୟଭୀତ ଅଛନ୍ତି କୁମ୍ଭୀର ଓ ସାପ ମାନ ଙ୍କୁ ନେଇ ।

ବନ୍ୟା ଜଳ ରେ ଲୋକ ମାନେ ନିଜ ଅସୁବିଧା କୁ ନିଜ ମନ ରେ ରଖୁଛନ୍ତି କାରଣ ଅସୁବିଧା ଶୁଣିବା ପାଇଁ ତାଙ୍କ ପାଖ ରେ କେହି ନାହାଁନ୍ତି କିନ୍ତୁ ପିପିଲି ର ବିଧାୟକ ଆମ ପ୍ରିୟ ରୁଦ୍ର ମହାରଥୀ ବର୍ତ୍ତମାନ୍ ବନ୍ୟା ଜଳ ରେ ବୋଟ ରେ ବସି ଲୋକ ମାନ ଙ୍କ ପାଖ କୁ ଯାଇ ସେମାନ ଙ୍କ ଅସୁବିଧା ବୁଝିବା ସହ ସେମାନ ଙ୍କ ସୁବିଧା କରୁଛନ୍ତି ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *