Breaking News

ବନ୍ୟା ପାଣିକୁ ଖାତିର ନକରି ବୋଟରେ ଗାଁ ଗାଁ ବୁଲି ସ୍ଥିତି ସମୀକ୍ଷା କରିଲେ ବିଧାୟକ ରୁଦ୍ର ମହାରଥୀ (Rudra Maharathy) – ଦେଖନ୍ତୁ ଭିଡିଓ

ପିପିଲ୍ ର ବିଧାୟକ ଯିଏ କି ଅନେକ ଗାଁ କୁ ଯାଇଛନ୍ତି ଆଉ ଏବେ ଗୋଟିଏ ଗ୍ରାମ କୁ ଆସି ତଦାରଖ କରୁଛନ୍ତି କିପରି ରହୁଛନ୍ତି ବନ୍ୟା ପରିସ୍ଥିତି ରେ । ତଦାରଖ କରି ଜାଣିବାକୁ ଚାହୁଁଛନ୍ତି ରୁଦ୍ର ମହାରଥି । ତେବେ ଆସନ୍ତୁ ଜାଣିବା ଏ କ’ଣ କହୁଛନ୍ତି ବିଧାୟକ ରୁଦ୍ର ମହାରଥି । ଦେଲଙ୍ଗ୍ ର ଚାଇଁପୁର , ସିଂବ୍ରହ୍ମପୁର , ଭୋଟରି ଏବଂ ମୋନିଦା ରେ ମଧ୍ୟ ପାଣି ଆସିଲାଣି ଏବଂ ଅଲଗା ଜାଗା ରେ ଏବେ ପାଣି ପସିବା ଆରମ୍ଭ ହୋଇଗଲାଣି ।

ଡେଲାଙ୍ଗ୍ ପିପିଲ୍ ର ନିର୍ବାଚନ ମଣ୍ଡଳୀ ରେ 46 ଟି ଷ୍ଟିପ୍ ପଞ୍ଚାୟତ ରହିଛି । ପାଖାପାଖି 20 ଟା ରୁ ଉର୍ଦ୍ଧ ପଞ୍ଚାୟତ ରେ ଏବେ ପାଣି ପସିବା ଆରମ୍ଭ ହୋଇ ସାରିଲାଣି । ଆଉ କେତୋଟି ଗାଁ ରେ ଏବେ ପାଣି ପଶି ସାରିଲାଣି ଆଉ ସେଠିକାର କିଛି ସୁବିଧା ନାହିଁ କିଛି ରାସ୍ତା ନାହିଁ ଯିବା ପାଇଁ । ଏବେ ରୁଦ୍ର ମହାରଥୀ ମଳି ଗାଁ କୁ ଯାଇଛନ୍ତି ତଦାରଖ କରିବା ପାଇଁ ।

ମଳି ଗାଁ ଏବଂ ଜଟି ସହି ସିଂବ୍ରହ୍ମପୁର ର ପୁରା ପଞ୍ଚାୟତ୍ ସବୁ ଆଡୁ ଏବେ ପାଣି ଘେର ରେ ଫସି ଯାଇଛନ୍ତି । ବନ୍ୟା ଯୋଗୁଁ ଆଗରୁ ପ୍ରସ୍ତୁତ ଥିଲେ ଆଉ ପୁରା ପ୍ରସାସନିକ ପୁରା ପ୍ରସ୍ତୁତ ଥିଲେ । ଏହା ଆଗରୁ ମଧ୍ୟ ଥରେ ଏଠାକୁ ଆସି ଥିଲେ । ଏହାର 4 ଦିନ ପୂର୍ବ ରୁ ମଧ୍ୟ ଜଗନ୍ନାଥ ପଞ୍ଚାୟତ୍ କୁ ଭିଜିତ୍ କରିଥିଲେ ।

ଆଜି ମଧ୍ୟ ବୈଠକ ବସିଥିଲେ କି କିପରି ଭାବରେ ବନ୍ୟା ରେ ଫସିଥିବା ଲୋକ ମାନଂକୁ ସାହାଯ୍ୟ କରିବେ । ଲୋକ ମାନଂକୁ କିପରି ଭାବରେ ସୁରକ୍ଷିତ୍ ଭାବରେ ହସ୍ପିଟାଲ ରେ ପଠେଇବେ ତାହା ମଧ୍ୟ ପ୍ରସ୍ତୁତି କରା ଯାଉଛି । ଲୋକ ମାନଂକୁ ମେଡ଼ିସିନ , ଖାଦ୍ୟ ତା ଉପରେ କିପରି ଭାବରେ ଯୋଗେଇ ପାରିବେ ତାହା ନେଇ ମଧ୍ୟ ପଦକ୍ଷେପ ନିଆଁ ଯାଉଛି ।

ଯେଉଁ ମାନେ ବନ୍ୟା ପାଇଁ ଫସି ରହିଛନ୍ତି ସେମାନ ଙ୍କ ପାଇଁ ଚୁଡା ଓ ଚିନି ଓ ପାନ୍ୟ ଜଳ ସବୁ ପଠେଇ ସାରିଲେଣି । ତେବେ ତାହା ସହ ଡେଲାଙ୍ଗ ର ବିଡ଼ିଓ ସେ କ’ଣ କହିଲେ ତାହା ମଧ୍ୟ ଜାଣି ନିଅନ୍ତୁ । ଲୋକ ମାନଂକୁ କିଭଳି ଭାବରେ ସୁରକ୍ଷିତ୍ ଜାଗା ରେ ନେଇ କି ରଖିବେ ତାହା ନେଇ ପ୍ରସ୍ତୁତି କରା ଯାଉଛି । ବନ୍ୟା ସ୍ଥଳୀ ରୁ ନେଇ ଭଲ ଆଶ୍ରୟ ସ୍ଥଳୀ ରେ ପହଁଞ୍ଚେଇବା କୁ ଚେଷ୍ଟା କରା ଯାଉଛି ।

ଲୋକ ମାନଙ୍କ ପାଇଁ ପାଣି ବ୍ୟବସ୍ଥା କରା ଯାଉଛି । ପାଖା ପାଖି 10 ହଜାର୍ ଲିଟର ର ପାଣି ବ୍ୟବସ୍ଥା ହେଇକି ରହିଛି । ତାହା ସହ ପାଣି ଟ୍ୟାଙ୍କର ମଧ୍ୟ ଅଛି । ବନ୍ୟା ପାଇଁ ଯାହାର ବି ଯାହା ଜମି ବାଡ଼ି ଯାହା ନଷ୍ଟ ହୋଇଛି ତାକୁ ନେଇ ତାର କ୍ଷତି ପୂରଣ ପାଇଁ ଆକଳନ ମଧ୍ୟ କରା ଯିବ । ତେବେ ବନ୍ୟା ର ପରିସ୍ଥିତି କୁ ଅନୁନ୍ଧାନ କରୁଛନ୍ତି ବିଧାୟକ ରୁଦ୍ର ମହାରଥୀ । ସେ ଆସା ରଖିଛନ୍ତି ଯାହା ବନ୍ୟା ରେ କ୍ଷୟ କ୍ଷତି ହେବ ତାହା ଭର ପୂରଣ କରା ଯିବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *