ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହତ୍ୟା ଘଟଣା କୁ ନେଇ ଏବେ ପୁଣି ଏକ ଖବର ସାମ୍ନା କୁ ଆସିଛି। ଏବଂ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ମୃତ୍ୟୁ ଘଟଣା କୁ ବିରୋଧୀ ଦଳର ନେତା ତାଙ୍କର ବୟାନ ସୋସିଆଲ ମିଡିଆ ଜରିଆରେ ରଖିଛନ୍ତି। ଏବଂ ସେ କହିଛନ୍ତି ଯେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହ-ତ୍ୟା ଘ-ଟ-ଣା ର ଚାରି ଦିନ ପୂର୍ବରୁ ରାଜ୍ୟର ସଚିବ ପାଣ୍ଡିୟାନ ଏବଂ ଯାଜପୁର ଜିଲ୍ଲା ର ଏମ୍ଏଲ୍ଏ ପ୍ରଣୟ ପ୍ରକାଶ ଦାସ୍ ଟେଲିଫୋନ ରେ କଣ କଥା ହୋଇଥିଲେ ।ତାଙ୍କର କଲ୍ ରେକର୍ଡ଼ିଂ ଯାଞ୍ଚ୍ କରାଯାଉ। ଏବଂ ଏହି କେଶ୍ ର ତଦନ୍ତ ଓଡ଼ିଶା ପୋଲିସ୍ କରିପାରିବ ନାହିଁ।ଏହାକୁ ସିବିଆଇ କୁ ହସ୍ତାନ୍ତର ର କରାଯାଉ ।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହତ୍ୟା ଘଟଣା ପରେ ଏହି କେଶ୍ ଓଡ଼ିଶା ପୋଲିସ୍ ଦାୟିତ୍ଵ ରେ ନ ଦେଇ ସିବିଆଇ ଦାୟିତ୍ଵ ରେ ଦେବା ପାଇଁ ସେ ସେ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଥିଲେ ।କିନ୍ତୁ ଏ ଯାଏ ରାଜ୍ୟ ସରକାର ଏହି କଥା କୁ ଧ୍ୟାନ ଦେଇ ନାହାନ୍ତି।ତାଙ୍କ କହିବା କଥା ହେଉଛି ଯେ ସରକାର ଙ୍କ ର ପ୍ରଥମ କର୍ତ୍ତବ୍ୟ ହେଉଛି ଯେ ସେ ଜୀବନ ରକ୍ଷା କରିବେ ।ହେଲେ ଏଠି ଅଲଗା କିଛି ହେଉଛି ।ଜଣେ ସରକାର ଆଉ ଜଣେ ସରକାର ର ଜୀବନ ନେଉଛି।ବାର୍ ବାର୍ କହିବା ସତ୍ୱେ ବି ସରକାର ଏହି କଥା କୁ ଧ୍ୟାନ ଦେଉନାହାନ୍ତି।
ସେ କହିଛନ୍ତି ଯେ ଏହି ହ-ତ୍ୟା- ସହିତ ସଚିବ ପାଣ୍ଡିୟାନ୍ ଏବଂ ଯାଜପୁର ର ଏମ ଏଲ୍ ଏ ପ୍ରଣୟ ପ୍ରକାଶ ଦାସ ଏହି ହତ୍ୟା ମାମଲାରେ ସଂପୃକ୍ତ ଅଛନ୍ତି ଏବଂ ତାଙ୍କର ଏହି ଦୁଇ ଜଣ ଙ୍କ ଉପରେ ସନ୍ଦେହ ହେଉଛି। ଏବଂ ସେ ଚାହୁଁଛନ୍ତି ଯେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହତ୍ୟା ର ଚାରି ଦିନ ପୂର୍ବରୁ ସେ ଫୋନ୍ ରେ କଣ କଥା ହୋଇଥିଲେ ।ଏହାର କଲ୍ ରେକର୍ଡ ସାମ୍ନା କୁ ଅଣା ଯାଉ। ଆଉ ଏହି କେଶ୍ ର ତଦନ୍ତ ଓଡ଼ିଶା ପୋଲିସ୍ ଦ୍ବାରା ସମ୍ଭବ ହୋଇ ପାରିବ ନାହିଁ। ଏବଂ ଯଥା ଶୀଘ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହ-ତ୍ୟା ମା-ମ-ଲା କୁ ସିବିଆଇ କୁ ହସ୍ତାନ୍ତର କରାଯାଉ ।ଆଉ ଯେ ପର୍ଯ୍ୟନ୍ତ ସରକାର ଏହି ଦାବି କୁ ପୁରାଣ କରିନାହାନ୍ତି ସେ ପର୍ଯ୍ୟନ୍ତ ଆମେ ମାନେ ଧାରଣା ରେ ରହିବୁ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।