ଦର୍ଶକ ମାନ ଙ୍କ ଠାରୁ ତମେ ଜୋତା ମାଡ ଖାଇବନି ଆଉ କିଏ ଖାଇବ , ଦର୍ଶକ ମାନେ ଯେଉଁ ଜିନିଷ ଚାହୁଁ ନାହାଁନ୍ତି କଣ ପାଇଁ ତାଙ୍କ ସାମ୍ନା ରେ ପରିବେଷଣ କରୁଛ । ଏହି ଘଟଣା ପୂର୍ବ ଘଟିବା ପରେ ଆଉ ନ ଘଟିବା କୁହା ଯାଇଥିଲା ଆମ ସଂଘ ମଧ୍ୟ ମନା କରିଥିଲା । ଦର୍ଶକ ମାନେ ଚାହୁଁ ନାହାଁନ୍ତି କିନ୍ତୁ ଆମେ ମାନେ ବାଧ୍ୟ ବାଧକତା ରେ କହିବା ଦେଖ ।
ତାହେଲେ ସମସ୍ତେ କଣ ଏହି ଦୃଶ୍ୟ ଦେଖିବାକୁ ପସନ୍ଦ କରନ୍ତି ନା ଚାହାଁନ୍ତି । ଇଏ ହେଉଛି ମଞ୍ଚ ତାକୁ କଣ ଭାବୁଛ କି ତମ ଖଟ , ହଁ ବନ୍ଧୁ ଅତି ନିକଟ ରେ ଭଦ୍ରକ ଜିଲ୍ଲା ଚରମ୍ପା ରେ ଚାଲିଥିଲା ଯାତ୍ରା ସେହି ସମୟ ରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷ ରୁ ନାଚ ପରିବେଷଣ କରୁଥିଲେ ରାନୀ ପ୍ରିୟଦର୍ଶିନୀ ।
ରାନୀ ଙ୍କ ନାଚ କୁ ଜଣେ ମହିଳା ବିରୋଧ କରିବା ସହ ଚପଲ ମାଡ କରିଥିଲେ । ବର୍ତ୍ତମାନ୍ ସମୟ ରେ ଏହି ଦୃଶ୍ୟ ଓ ନାଚ ବିବାଦ କୁ ଆସିବା ପରେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା ଏହାକୁ ନେଇ କଣ କହୁଛନ୍ତି ଆସନ୍ତୁ ଜାଣିବା । ନାଚ କରିବା ପୂର୍ବ ରୁ ତାକୁ ଏହି ନାଚ କରିବାକୁ ନିର୍ଦ୍ଦେଶ ଦିଆ ଯିବା ଦରକାର ଥିଲା ଏହି ନାଚ ପରିବେଷଣ ନ କରିବା କୁ ।
ଦର୍ଶକ ମାନେ ଯେଉଁ ଜିନିଷ ଚାହୁଁ ନାହାଁନ୍ତି ତାହା ଦେଖାଇଲେ ଆପଣ ମାଡ ଖାଇବେ ନାହିଁ । ସୀମା ଭିତରେ ରହି ସବୁ କାର୍ଯ୍ୟ କରିବାକୁ କହୁଛନ୍ତି ଦୈତାରୀ ପଣ୍ଡା । ଏହି ଷ୍ଟେଜ ଉପରେ ଆଇଟମ ଗାର୍ଲ୍ ରାନୀ ପ୍ରିୟଦର୍ଶିନୀ ଛୋଟ ଛୋଟ ଡ୍ରେସ୍ ପିନ୍ଧି , ମେକପ୍ ନେଇ ନୃତ୍ୟ କରୁ ଥିଲେ ଦର୍ଶକ ମାନ ଙ୍କ ପାଇଁ ।
ଏହି ଅଶ୍ଳୀଳ ନୃତ୍ୟ ଜଣେ ମହିଳା ଙ୍କୁ ପସନ୍ଦ ଆସି ନ ଥିଲା ଯାହା ଫଳ ରେ କି ସେ ନିଜ ସ୍ଥାନ ରୁ ଉଠି ଚପଲ ମାଡ ମାରି ଷ୍ଟେଜ ଉପର କୁ ଯାଇଥିଲେ ଓ କହିଥିଲେ କଣ ପାଇଁ ଏହି ନୃତ୍ୟ ପରିବେଷଣ କରୁଛନ୍ତି । ହଁ ବନ୍ଧୁ ମହିଳା ନିଜ କାର୍ଯ୍ୟ ପାଇଁ ବା ଏହି କାର୍ଯ୍ୟ ରୋକିବା କୁ ଯେଉଁ ଭଳି ଭାବେ ସେ ପ୍ରୟାସ କରିଛନ୍ତି ତାହା କୁ ଲୋକ ମାନେ ପ୍ରଶଂସା କରୁଛନ୍ତି ।
ହଁ ବନ୍ଧୁ କଣ ପାଇଁ ଏହି ଭଳି ନୃତ୍ୟ କରି ସମାଜ ଉପରେ ପ୍ରଭାବ ପକାଉ ଛନ୍ତି । ଷ୍ଟେଜ ତଳେ ଅନେକ ଦର୍ଶକ ମାନ ଙ୍କ ଅଛନ୍ତି , କିଏ ନିଜ ସ୍ବାମୀ ସହ ଆସିଥିବ ଦେଖିବା ପାଇଁ କିଏ ନିଜ ପୁଅ କିମ୍ବା ଝିଅ ସହ କିମ୍ବା ପରିବାର ଲୋକ ଏକାଠି ହୋଇ ଆସି ଏହି ଭଳି ନୃତ୍ୟ ଦେଖିଲେ ନିଶ୍ଚୟ ଖରାପ୍ ଲାଗିବ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।