Breaking News

ବର୍ଷାଙ୍କୁ ହାଇକୋର୍ଟଙ୍କ କ୍ଲିନ ଚିଟ: କାହାକୁ ଠକି ନାହାଁନ୍ତି ବର୍ଷା, ମାମଲା ପ୍ରତ୍ୟାହାର କଲେ …. ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି । କିଛି ଯୋଡ଼ି ବିବାହ ପରେ ବର୍ତ୍ତମାନ ବେଶ୍ ଖୁସି ରେ ଅଛନ୍ତି ଓ କିଛି ଯୋଡ଼ି ଅଲଗା ହୋଇ ଯାଇଛନ୍ତି ।

 

 

ତାହେଲେ ବର୍ତ୍ତମାନ ସମୟରେ ଗୋଟିଏ ଯୋଡ଼ି ବେଶ୍ ଚର୍ଚ୍ଚା ରେ ରହୁଛନ୍ତି ନିଜ ପାରିବାରିକ ବିବାଦ କୁ ନେଇ । ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି । ବର୍ତ୍ତମାନ ସମୟ ରେ ଉଭୟ ଙ୍କ ବିବାଦ ର ସମାଧାନ ହୋଇ ନାହିଁ । ବିବାଦ ରେ କିଛି କିଛି ନୂଆ ନୂଆ ଖବର ଆସିଥାଏ ,

 

ବର୍ତ୍ତମାନ ସମୟ ରେ ଠିକ୍ ସେହିଭଳି ଭାବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ଆସି ଯାଇଛି ଏକ ଖବର । ବର୍ଷା ପ୍ରିୟଦର୍ଶିନୀ ଙ୍କ ନାମ ରେ ଏତଲା ଦେଇଥିବା ଉଷା ନାୟକ ଙ୍କ ମାମଲା କୁ ନେଇ । ଏହି ଘଟଣା ରେ ଆସି ଯାଇଛି ନୂଆ ମୋଡ଼ । ଆଜି ଆମେ ସେହି ବିଷୟ ରେ ଜାଣିବା ।

 

 

କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାମ ରେ ଠକେଇ ଓ ଜାତିଆଣ ମାମଲା ରେ ଉଷା ନାୟକ ଅଭିଯୋଗ କରିଥିଲେ । ବର୍ତ୍ତମାନ ସମୟ ରେ ଉଷା ନାୟକ ମହିଳା ଜଣକ ଏହି ମାମଲା ଟି ପ୍ରତ୍ୟାହାର କରି ଦେଇଛନ୍ତି । ଯଦି ଆମେ ଅତୀତ ରେ ଦେଖିବା ତେବେ ଉଷା ନାୟକ ଙ୍କୁ ବର୍ଷା ପ୍ରିୟଦର୍ଶିନୀ ଠକିବା ସହିତ ଜାତିଆଣ ଆକ୍ଷେପ କରିଥିଲେ ବୋଲି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ରେ ଏତଲା ଦେଇଥିଲେ ।

 

ଏହି ମାମଲା ଟି ସାମ୍ନା କୁ ଆସିଲା ପରେ ବର୍ଷା ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ । ତଦନ୍ତ ହୋଇଥିଲା ଓ ତଦନ୍ତ ପରେ ଉଷା ନାୟକ ମିଛ ବୋଲି ଦର୍ଶାଇ ଥିଲେ ଭୁବନେଶ୍ୱର ଡିସିପି । ଭୁଲ ବୁଝାମଣା ରେ ଯୋଗୁଁ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାମ ରେ ଅଭିଯୋଗ କରିଥିଲେ ଓ ବର୍ତ୍ତମାନ ଏହି ମାମଲା ଟି କୁ ପ୍ରତ୍ୟାହାର କରିବା ପରେ ସେ ଏହି ଭଳି ଭୁଲ ତାଙ୍କ ଜୀବନ ରେ ଆଉ କରିବେ ନାହିଁ ବୋଲି କହିଛନ୍ତି।

 

ଏହା ପଛ ର ସତ୍ୟତା କଣ ତାହା କିଛି ଜଣା ପଡୁ ନାହିଁ କିନ୍ତୁ ଯଦି ସତ୍ୟତା ଥାଏ ତାହେଲେ ଏହା ବର୍ଷା ପ୍ରିୟଦର୍ଶିନୀ ଙ୍କ ବିରୋଧ ରେ ବଡ ଷଡ଼ଯନ୍ତ୍ର ବୋଲି କୁହାଯିବ । ବର୍ତ୍ତମାନ ସମୟ ର ଏହା ସବୁଠାରୁ ବଡ ଖବର ଆସି ଯାଇଛି ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଇ ।।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *