Breaking News

ବର୍ଷାଙ୍କ ଅନ୍ତରର କଥା ଟୁଙ୍ଗୁରୁ ତୁ ମୋତେ ଛାଡି ଅନ୍ୟ ଝିଅ ସହ ଆଲବମ କରି ହିରୋ ହେଲୁ ଏବେ ନାମ ନେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ବନ୍ଧୁଗଣ ଆଜି ଆମେ ବର୍ଷା ଙ୍କ ର ମନ ର କଥା କୁ ଜାଣିବା , ଯାହାକି ସେ ଟୁଙ୍ଗୁର ଙ୍କୁ କହିଛନ୍ତି , ଆସନ୍ତୁ ଜାଣିବା , ତାହେଲେ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ଜାଣିବାକୁ ପାଇବେ ।

ତୁ ହିରୋ ହେବା ପାଇଁ ବହୁତ୍ ଇଚ୍ଛା କଲୁ କିନ୍ତୁ ମୋ ସ୍ବାମୀ ହେବା ପାଇଁ ମନା କରି ଦେଲୁ । ତୋ କଥା ରେ ତତେ ଭଲ ପାଇଲି ଦୁଇ ସ୍ବାମୀ ଓ ସ୍ୱାମୀ ଙ୍କୁ ଛାଡି ତତେ ନେଇ କେତେ ସ୍ଵପ୍ନ ଦେଖିଲି । ମିଡ଼ିଆ ସାମ୍ନା ରେ ମୋତେ ମଯାକ ବନେଇ ଦେଲୁ । ବିବାହ କରିବା ର ଯଦି ଇଛା ନ ଥିଲା , ତେବେ ଶା-ରି-ରୀ-କ ସମ୍ପର୍କ ରଖିବା ପାଇଁ କଣ ପାଇଁ ଏତେ ଉଚ୍ଛନ୍ନ ହେଉଥିଲୁ ।

ତୋ ଗୋଲାପ ଫୁଲ ଦେବା ପଛ ରେ ଥିଲା ଶା-ରି-ରୀ-କ ସମ୍ପର୍କ , ମନ ଭରି ଯାଉଥିଲା କିନ୍ତୁ ବାହା ହେବା ପାଇଁ ମନା କରି ଦେଇଥିଲୁ । ବର୍ତ୍ତମାନ୍ ଜେଲ ରେ ବସି ଟିକେ ଭାବେ ତୁ କଣ କରିଥିଲୁ । ଅଟୋ ରେ ବୁଲାଇ ସହ ଦେଇଥିବା ପ୍ରତିଶ୍ରୁତି କୁ ମନେ ପକା । ମୁଁ ଯେତିକି ମୋ ପରିବାର କୁ ଛାଡ କଷ୍ଟ ପାଉଥିଲି ତୁ ତ ଆଜି ସେତିକି ମଧ୍ୟ ପାଉ ନାହୁଁ । ଯେତେବେଳେ ତୁ ଫେମାସ ହୋଇଗଲୁ ମୋତେ ଭୁଲି ଗଲୁ ।

ଅନ୍ୟ ଝିଅ ସହ ମିଶି ଆଲବମ୍ କଲୁ , ନିଜ କୁ ହିରୋ ଭାବି ମୋତେ ପାଦ ରେ ଏଡାଇ ଦେଲୁ । ମିଡ଼ିଆ ସାମ୍ନା ରେ କହୁଥିଲୁ ବର୍ଷା ମୋର୍ ଭାଉଜ । କଥା ଦେଇ ସଂପର୍କ ରଖି ଛଳନା କରିଥିଲୁ । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁର ଭୋଳ ଜେଲ ଭିତରେ । ବର୍ଷା ଙ୍କୁ ଛଳନା କରି ଓ ତାଙ୍କୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗରେ ଜେଲ ଯାଇଛି ଟୁଙ୍ଗୁର ।

ଟୁଙ୍ଗୁର ଭୋଳ ବର୍ଷା ଙ୍କ ପାଇଁ ଫେମସ ହୋଇଥିଲେ , ଫେମସ ହେବା ପରେ ନିଜ କୁ ହିରୋ ଭାବି ବର୍ଷା କୁ ପାଦ ରେ ଆଡେଇ ଦେଲା । ଏହା ପରେ ବର୍ଷା କରିଥିଲେ ଦୁ-ଷ୍କ-ର୍ମ ଅଭିଯୋଗ । ଅଭିଯୋଗ ପରେ ଭରତପୁର ଥାନା ପୋଲିସ ଟୁଙ୍ଗୁର କୁ ଗିରଫ କରିଛି । ବର୍ଷା ଭରତପୁର ଥାନା ସାମ୍ନା ରେ ନିଜ ଧାରଣା ଦେଇଥିଲେ ଯେ ଟୁଙ୍ଗୁର ଭୋଳ ପ୍ର-ତା-ର-ଣା କରୁଛି ବୋଲି ।

ଜେଲ ଯିବା ପରେ ବର୍ତ୍ତମାନ ସମୟ ଟୁଙ୍ଗୁର ଭୋଳ ନିଜ ଭୁଲ କୁ ଜାଣି ପାରିଛି ଓ ବର୍ଷା ସହ ସେ ଛଳନା କରିଛି ବୋଲି ଜାଣି ପାରିଛି । ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ କଣ ହେଉଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *