ଦର୍ଶକ ବନ୍ଧୁ କୋର୍ଟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ପଚରା ଯାଇଥିଲା ଯେ ଅନୁଭବ ଙ୍କ ସହ ପ୍ରେମ କେଉଁଠୁ ଓ କେବେ ଆରମ୍ଭ ହୋଇଥିଲା । ଏହାର ଉତ୍ତର ରେ କହିଥିଲେ ସୁନା ଚଢ଼େଇ ମୋ ରୁପା ଚଢ଼େଇ ନ ହେଲେ ନେଇ ଯାଆରେ ମେଘ୍ ମତେ , ଏହି ଦୁଇ ସିନେମା ମଧ୍ୟ ପ୍ରେମ ଆରମ୍ଭ ହୋଇଥିଲା । ବନ୍ଧୁଗଣ ବିବାଦ ର ସମାଧାନ ପାଇଁ ଅନେକ ଦିନ ନୁହେଁ କିଛି ଦିନ ଲାଗିଥାଏ ।
ଏଠି ଯଦି କିଏ ବିବାଦ ର ସମାଧାନ ଶୀଘ୍ର କରିବାକୁ ଚାହୁଁ ଛି ତ ଆଉ କିଏ ବିବାଦ ସମାଧାନ କରିବା କୁ ଚାହୁଁ ନାହାଁନ୍ତି । ବର୍ଷା ପ୍ରିୟଦର୍ଶିନୀ ଙ୍କୁ କିଛି ପଚାରିବା ପାଇଁ ଅନୁଭବ ମହାନ୍ତି ଚାହିଁ ଥିଲେ , ପରେ ଜଜ୍ ଙ୍କ ଅନୁମତି ନେଇ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ପ୍ରଶ୍ନ କରି ଥିଲେ । ବର୍ଷା ପ୍ରିୟଦର୍ଶିନୀ ମିଛ କହିବାକୁ ଯାଇ ସତ୍ ମଧ୍ୟ କହିଛନ୍ତି । ବର୍ତ୍ତମାନ ସମୟ ରେ ଏମିତି କିଛି ଚର୍ଚ୍ଚା କୋର୍ଟ ପରିସର ରେ ।
ସେଠାରେ ଥିବା ସମସ୍ତ ବ୍ୟକ୍ତି ମାନେ କହିଛନ୍ତି , ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଅନୁଭବ ପଚାରିଥିଲେ ଯେ ପ୍ରେମ କେବେ ଠାରୁ ଆରମ୍ଭ ହେଉଥିଲା । ବର୍ଷା ପ୍ରିୟଦର୍ଶିନୀ ଙ୍କୁ ପ୍ରଶ୍ନ କରା ଯାଇଥିଲା ଯେ ଅନୁଭବ ଓ ବର୍ଷା ଙ୍କ ପ୍ରେମ କେବେ ହୋଇଥିଲା ବୋଲି । ବର୍ଷା ଜାଣି ନ ଥିବା ରୁ ସେ କହି ପାରିଲେ ନାହିଁ । ଅନୁଭବ ଙ୍କ ପରିବାର ରେ କିଏ କିଏ ଅଛନ୍ତି ବୋଲି ତାହା ମଧ୍ୟ କହି ପାରି ନ ଥିଲେ।
ପଚରା ଯାଇଥିଲା ଯେ ଅନୁଭବ ଙ୍କ ବଡବାପା ମୃତ୍ୟୁ ବରଣ ଯେଉଁ ଦିନ କରିଥିଲେ ସେ କେଉଁଠି ଥିଲେ । ବର୍ତ୍ତମାନ ସମୟ ରେ ଏହି ଭଳି ଭାବେ କିଛି ଖବର ଶୁଣିବାକୁ ମିଳିଛି । ଯାହା ଜଣା ପଡ଼ୁଛି ଏହି ସମାଧାନ ବୋଲି ଶବ୍ଦ ଆଉ ନାହିଁ ଓ ବିବାଦ ର ସମାଧାନ ଆଉ ହେଲା ଭଳି ଲାଗୁ ନାହିଁ । ଯେଉଁ ଅଭିନୟ ପାଇଁ ସେ ଏତେ ଲୋକ ପ୍ରିୟ ହୋଇ ପାରିଥିଲେ ନିଜ ବିବାଦ ପାଇଁ ସବୁ କିଛି ହରାଇ ଦେଉଛନ୍ତି ।
ଏହି ବିବାଦ ରେ ଅଭିନେତା ଅନୁଭବ ମହାନ୍ତି ଙ୍କୁ କିଛି ଲୋକ ମାନେ ସମର୍ଥନ କରୁଛନ୍ତି ତ ଆଉ କିଏ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସମର୍ଥନ କରୁଛନ୍ତି । ବିବାଦ ଟି ହାଟ ରେ ପଡ଼ି ବାଟ ପଡ଼ି ଅଳିଆ ଗଦା କୁ ଯାଇ ଆଉ କେଉଁଠି କି ଯିବ ତାହା କହି ହେବ ନାହିଁ ଯେ ପର୍ଯ୍ୟନ୍ତ ବିବାଦ ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ବିବାଦ ଟି ବେଶ୍ ଚର୍ଚ୍ଚା ରେ ଥିବ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।