Breaking News

ବର୍ଷା ଅନୁଭବ (Varsha Anubhav) ବିବାହ ବିବାଦ ମାମଲାରେ କୋର୍ଟଙ୍କୁ ଫାଇନ ଗଣିବେ – ଦେଖନ୍ତୁ ଭିଡିଓ

ତଣ୍ଡ ଗଣିବେ ବର୍ଷା ଅନୁଭବ । 5 ହଜାର ଗଣିବେ ବର୍ଷା ଅନୁଭବ । ଉଭୟ ଙ୍କୁ ଟଙ୍କା ଜମା ପାଇଁ ନିର୍ଦ୍ଦେସ୍ । କୋର୍ଟ କାରବାର ରେ ଅଯଥା ବିଳମ୍ବ କରି ଥିବାରୁ ଟଙ୍କା ଗଣିବେ । ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ସନି ଙ୍କୁ 5 ହଜାର ଟଙ୍କା ଲେଖାଏଁ ଜମା କରିବା କୁ କଟକ ଫ୍ୟାମିଲ୍ କୋର୍ଟ ନିର୍ଦ୍ଦେସ୍ କରିଛନ୍ତି । ଉଭୟ ଙ୍କ ଆବେଦନ୍ ଙ୍କୁ ଗ୍ରହଣ କରିବା ସହିତ 5 ହଜାର ଟଙ୍କା ଲେଖାଏଁ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେସ୍ କରିଛନ୍ତି ।

ଆସନ୍ତା 14 ତାରିଖ ସୁଦ୍ଧା ଏହି ରାଶି ନାଜର ଥାନା ରେ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେସ୍ କରିଛନ୍ତି । କୋର୍ଟ କାର୍ଯ୍ୟ ରେ ଉଭୟ ସମାନ ସମୟ ନଷ୍ଟ୍ କରୁ ଥିବାର ଏଭଳି କୋର୍ଟ ନିର୍ଦ୍ଦେସ୍ ଦେଇଛନ୍ତି । ମୂଳ ମାମଲା ର ସାକ୍ଷ୍ୟ ଗ୍ରହଣ କରିବା ପାଇଁ ବର୍ଷା କରିଥିବା ଆବେଦନ କୁ କୋର୍ଟ ଗ୍ରହଣ କରୁଛନ୍ତି ।

ସେହି ପରି ସାଂସଦ ଅନୁଭବ ମହାନ୍ତି ମଧ୍ୟ ମୂଳ ଛାଡପତ୍ର ଆବେଦନ ରେ ବିବାହ ସ୍ଥାନ ସମ୍ପର୍କ ରେ ଦେଇଥିବା ତ୍ରୁଟି ସୁଧରିଥିବା କରିଥିବା ଆବେଦନ କୁ କୋର୍ଟ ଗ୍ରହଣ କରିଛନ୍ତି । ଛାଡପତ୍ର ପ୍ରିଟସ୍ ରେ ଅନୁଭବ ବର୍ଷା ଙ୍କ ସମ୍ପର୍କ ରେ ଭୁଲ ତଥ୍ୟ ଦେଇଥିଲେ । ଉଭୟ ଙ୍କ ବିବାହ ଭୁବନେଶ୍ଵର ରେ ହେଇଥିବା ବେଳେ ବିବାହ ଦିଲ୍ଲୀ ରେ ହୋଇ ଥିଲା ବୋଲି ଦର୍ସାଇ ଥିଲେ ।

ବର୍ଷା ଜାଣି ଶୁଣି କୋର୍ଟ ରେ ଅନୁପସ୍ଥିତି ରହୁଥିଲେ ବୋଲି କୋର୍ଟ ଅନୁଭବ କରିବା ସହ ପୁନରବାର ଏମିତି ନକରିବା ପାଇଁ କୋର୍ଟ ବର୍ଷା ଙ୍କୁ ତାଗିଦ ମଧ୍ୟ କରିଥିଲେ । ଏହା ଛଡା କୋର୍ଟ ରେ କିଛି ମିଥ୍ୟା ସତ୍ୟ ପାଠ ନ ଦେବା ପାଇଁ ମଧ୍ୟ କହିଛନ୍ତି । ବିଚାର୍ ଅହିତୁକ୍ ବିଳମ୍ବ କରିବା ପାଇଁ ଆଉ ଅଯଥା ରେ ସମୟ ନ ଦେବା କୁ ବର୍ଷା କୁ କୋର୍ଟ କହିବା ସହିତ ସବୁ ପ୍ରସଙ୍ଗ ରେ ସତ୍ୟ ପାଠ ଦାଖଲ କରିବା କୁ ବର୍ଷା ଙ୍କୁ ନିର୍ଦ୍ଦେସ୍ ଦେଇଛନ୍ତି କୋର୍ଟ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *