Breaking News

“ବର୍ଷା ଏଇଥର ସତ କହୁଛି , ତତେ ବାହା ହେବି ଘରକୁ ନେବି” : ଶେଷରେ ବର୍ଷାକୁ ଭୁଲ ମାଗିବେ ଟୁଙ୍ଗୁରୁ …. ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ ସବୁଦିନ କିଛି ନା କିଛି ଖବର ବେଶ୍ ଭାଇରାଳ ହୋଇଥାଏ । ତାହେଲେ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥିଲେ ଟୁଙ୍ଗୁଋ ଭୋଳ ଓ ବର୍ଷା । ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ବନ୍ଧୁଗଣ ଆଜି ଆମେ ଟୁଙ୍ଗୁର ଭୋଳ ର ମନ ର କଥା କୁ ଜାଣିବା ।

 

 

ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ଜାଣିବାକୁ ପାଇବେ । ତାହେଲେ ଆସନ୍ତୁ ଜାଣିବା । ଏଇ ଥର ସତ୍ କହୁଛି ଆଉ ମିଛ କହିବିନି ,ମୁଁ ଏଥର ବର୍ଷା କୁ ଆଉ ଧୋକା ଦେବୀ ନାହିଁ ତାକୁ ନିଜର କରିବି । ବର୍ଷା ମୁଣ୍ଡ ରେ ସିନ୍ଦୂର ଦେବି ତାର ହାତ ରେ ଚୁଡ଼ି ଦେବି । ମୋ ଘର୍ ର ବୋହୂ ସଜେଇବି , ଏଥର ମୋତେ ଛାଡି ଦିଅ ମୁଁ ତାକୁ ନିଜର କରିବି ।

 

ମୁଁ ବର୍ଷା କୁ ବାହା ହୋଇ ତାର ସାଥି ରେ ରହିବି , ମୋତେ ଏଥର ଥାନା ରୁ ନେଇ ଯାଆ ।ମୋ ଜାମିନ ଖାରଜ ହୋଇ ଯାଉଛି ଓ ମୁଁ ଜେଲ ରେ ରହିବି । ଜେଲ ରେ ରହିବା ଅପେକ୍ଷା ତୁମ ପାଖ ରେ ରହିଲେ ମଜା ଲାଗିବ । ବର୍ଷା ତୁମେ କେସ ଟି ଉଠାଇ ଦିଅ ତମ ସହ ରହିବି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଭଳି ଭାବେ ଟୁଙ୍ଗୁରୁ ହେଉଛି ।

 

ମହିଳା ଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗ ରେ ଭରତପୁର ଥାନା ପୋଲିସ ଗିରଫ କରିଛି ।କେବଳ ଟୁଙ୍ଗୁରୁ ଭୋଳ ନୁହେଁ ଟୁଙ୍ଗୁରୁ ଭୋଳ ଙ୍କ ବାପା ଯୋଗେନ୍ଦ୍ର ଭୋଳ ମାଆ ରଞ୍ଜିତା ଭୋଳ ଓ ଭାଇ ରାମକୃଷ୍ଣ ଭୋଳ ନାମ ରେ ଅଭିଯୋଗ ମାମଲା ରୁଜ୍ଜୁ କରିଛି ପୋଲିସ । ଏହି ସବୁ ଭିତରେ ଗତକାଲି ଟୁଙ୍ଗୁରୁ ଭୋଳ ଥାନା ରେ ଥିଲା ତାର ଜାମିନ ଆବେଦନ ଖାରଜ ହେବା ପରେ ସେ ଜାଣି ସାରିଲାଣି ସେ ଜେଲ ଯିବ ।

 

ଏଥିପାଇଁ ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁରୁ ଭୋଳ କହୁଛି ବର୍ଷା ମୁଁ ତମ କୁ ସତ୍ କହୁଛି ମୁଁ ତମକୁ ବାହା ହେବି ପୂର୍ବ ଭଳି ମୁଁ ତୁମକୁ ମିଛ କହୁ ନାହିଁ ମୁଁ ତୁମକୁ ସତ୍ କହୁଛି , ତମେ ମୋତେ ନେଇ ଯାଅ ମୋତେ ଜେଲ ଆଉ ପସନ୍ଦ ଲାଗୁନି । ବର୍ଷା ଙ୍କୁ ଦୁଷ୍କର୍ମ କରିବା ସହ ବର୍ଷା ଙ୍କ ଠାରୁ ୫୦ ହଜାର ଟଙ୍କା ନେଇଥିବା ଅଭିଯୋଗ ରେ ଭରତପୁର ଥାନା ପୋଲିସ୍ ଟୁଙ୍ଗୁରୁ କୁ ଗିରଫ କରିଛି ।

ବର୍ଷା ଟୁଙ୍ଗୁରୁ ଭୋଳ ଙ୍କ ଏହି ଖବର ପାଇବା ପରେ ତାଙ୍କ ଅଭିଯୋଗ ଉଠାଉ ଛନ୍ତି କୁ ନାହିଁ ତାହା ଦେଖିବାକୁ ବାକି ରହିଲା । ଦେଖାଯାଉ ଆଗାମୀ ସମୟ ରେ ଭୋଳ ଙ୍କୁ କେଉଁ ଖବର ଆସିବାକୁ ଯାଉଛି ।।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *