Breaking News

ବର୍ଷା (Varsha) ଘରୁ ଯିବା ପରେ ମନ୍ଦିରରେ ପୂଜା କରିଲେ ଅନୁଭବ (Anubhav) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଦର୍ଶକ ମାନ ଙ୍କ ମନୋରଂଜନ କରାଇ ଓଡ଼ିଶା ର ଘର୍ ଘରେ ପରିଚିତ , ଆପଣ ମାନେ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଲୋକ ପ୍ରିୟ ଯୋଡି ଭାବେ ବେଶ୍ ପରିଚିତ ।

ତାହେଲେ ବନ୍ଧୁଗଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଯୋଡି ରହିଛନ୍ତି । ଏହି ଯୋଡି ମାନ ଙ୍କ ମଧ୍ୟ ରୁ ବହୁ କମ୍ ଯୋଡି ଅଛନ୍ତି ଯେଉଁ ମାନେ କି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ଆଜି ଆମେ ସେହିଭଳି ଦୁଇ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଓ ବାସ୍ତବ ଜୀବନ ରେ ବିବାହ ମଧ୍ୟ କରିଛନ୍ତି ।

ଏହି ଯୋଡି ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି , ଅନୁଭବ ମହାନ୍ତି ଆଜି ନିଜ ଜବରଦସ୍ତ ଅଭିନୟ ଓଡ଼ିଶା ର ଘର୍ ଘରେ ପରିଚିତ । ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ କେନ୍ଦ୍ରାପଡ଼ା ର ସାଂସଦ ଅଟନ୍ତି । ଆପଣ ମାନେ ଜାଣିଥିବେ ଅଭିନେତା ଅନୁଭବ ମହାନ୍ତି ଓ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଉଭୟ ସୁଟିଂ ସେଟ ରୁ ପରଷ୍ପର କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଏହି ଯୋଡି ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଥିଲେ । ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ବିବାହ କିଛି ଦିନ ଉଭୟ ବେଶ୍ ଖୁସି ରେ ରହିଥିଲେ । ପରେ ପରେ ଉଭୟ ଙ୍କ ମଧ୍ୟ ରେ କିଛି ପାରିବାରିକ ବିବାଦ ହେବା କାରଣ ରୁ ପରଷ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ।

ଉଭୟ ଅଲଗା ହୋଇଯିବା ର ଅନେକ ଦିନ ହୋଇ ଯାଇଛି ଓ ଉଭୟ ନିଜ ବିବାଦ ସମାଧାନ ପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ବି ସମାଧାନ ହୋଇ ନାହିଁ । ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ଦୀର୍ଘ ଦୁଇ ବର୍ଷ ହେବ ଅନୁଭବ ଙ୍କ ଘରେ ରହି ଆସୁଥିଲେ ଅତି ନିକଟ ରେ କୋର୍ଟ ର ନିର୍ଦ୍ଦେଶ ଦେବା ପରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ଘର୍ ଛାଡିଛନ୍ତି ।

ଅନୁଭବ ବର୍ଷା ପ୍ରିୟଦର୍ଶିନୀ ଙ୍କ ଖର୍ଚ୍ଚ ଏବଂ ଘର୍ ଭଡ଼ା ଦେବେ ବୋଲି କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛି । ଅନୁଭବ ପୋଲିସ ସହଯୋଗ ରେ ସେହି ଘର୍ କୁ ଯିବେ ନିଜ ପରିବାର ଲୋକ ଙ୍କ ସହ । ବର୍ତ୍ତମାନ୍ ସମୟ ରେ ଅନୁଭବ ଠାକୁର୍ ଙ୍କ ପୂଜା ଅର୍ଚ୍ଚନା କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *