Breaking News

ବଲାଙ୍ଗିରରେ ଆଶ୍ଚର୍ଯ୍ୟକର ଘଟଣା, କପିଳେଶ୍ୱର ବାବା ମନ୍ଦିରରେ କ୍ଷୀର ପିଉଛନ୍ତି ବୃଷଭ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତ ଙ୍କୁ ଅଶ୍ଚର୍ୟ୍ଯ କରିଦେବ୍ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବହୁତ ସାରା ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ବହୁତ ନୂଆ ନୂଆ ଭିଡିଓ ଆସୁଛି ଏହି ସୋସିଆଲ୍ ମିଡ଼ିଆ ରେ ।

ଯେଉଁ ନ୍ୟୁଜ କୁ ଜାଣିବା ପାଇଁ ବହୁତ ସମୟ ଲାଗି ଯାଉଥିଲା ଆଉ କାହା ପାଖ ରେ ବି ସମୟ ହେଉ ନଥିଲା ସବୁ ବିଷୟ ରେ ଜାଣିବା ପାଇଁ କିନ୍ତୁ ଏବେ ସୋସିଆଲ୍ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ବନି ଯାଇଛି ଯାହା ପାଇଁ କି ସବୁ ୟ୍ୟୁଜର ଙ୍କ ପାଇଁ ବହୁତ ସୁବିଧା ହୋଇ ପାରୁଛି ।ବହୁତ ନୂଆ ନୂଆ ଭିଡିଓ ଆସୁଛି କେଉଁ ଜାଗା ରେ କଣ ହେଉଛି କଣ ହେଇ ଥିଲା ସେ ବାବଦ ବହୁତ କମ ସମୟ୍ ରେ ଆମ ପାଖ କୁ ସବୁ ଇନଫରମେସନ ବହୁତ ଜଲଦି ଆସୁଛି ।

ତେବେ ଆଜି ଆମେ ମଧ୍ୟ ଆପଣ ମାନଂକୁ ଏକ ଏମିତି ଖବର ଦେବୁ ଯାହା ଶୁଣିଲେ ଆପଣ ମାନେ ବି ଅଶ୍ଚର୍ୟ୍ଯ ହୋଇ ଯିବେ । ତେବେ ବିବରଣୀ ଟିକୁ ସମ୍ପୁର୍ଣ୍ଣ ଜାଣି ବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାହେଲେ ଆପଣ ମାନେ ପାଇ ପାରିବେ ଆମ ତରଫ ରୁ ସମ୍ପୁର୍ଣ୍ଣ ବିବରଣୀ ଟିକୁ ।

ବନ୍ଧୁଗଣ ଶିବ ମନ୍ଦିର ରେ ବୃଷଭ ପିଉଛନ୍ତି ଶ୍ରଦ୍ଧାଳୁ ଙ୍କ ହାତ ରୁ କ୍ଷୀର । ଯାହା ସମସ୍ତ ଙ୍କୁ ଆଶ୍ଚର୍ୟ୍ଯ କରି ଦେଉଛି ହେଲେ କଥା ଟି ସତ। ଏହି ଘଟଣା ଟିକୁ ଦେଖିବାକୁ ମି଼ଳିଛି ବଲାଙ୍ଗୀର ପାଟଣାଗଡ ର କପିଳେଶ୍ଵର ବାବା ମନ୍ଦିର ରେ । ଯେଉଁ ଠାରେ ବହୁତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଆଉ ଜଣେ ଜଣେ କରି ସମସ୍ତେ ପିଆଉଛନ୍ତି କ୍ଷୀର ଚାମୁଚ ମାଧ୍ୟମ ରେ ।

ଏମିତି ଅଶ୍ଚର୍ୟ୍ଯ କର ଘଟଣା ଆପଣ ମାନେ ପ୍ରଥମେ କେଉଁଠା ରେ ମଧ୍ୟ ଦେଖି ନଥିବେ । ଏହି ଘଟଣା ଟି ଘଟିବା ପରେ ସେଠାକାର୍ ଲୋକ ମାନେ ସେଠାରେ ବହୁତ ଭିଡ଼ କରୁଛନ୍ତି ଆଉ ଏହି ସବୁ ଦେଖିଲା ପରେ ଏମିତି ଲାଗୁଚି ଯେମିତି ଭଗବାନ ଏହି ଧରାପ୍ରୁଷ୍ଟ କୁ ଆସିଛନ୍ତି ।

ଆଉ ଏହି ମନ୍ଦିର ର ପୁରୋହିତ ଙ୍କ କହିବା ଅନୁଯାୟୀ ସେ ଯେତେବେଳେ ସନ୍ଧ୍ୟା ରେ ପୂଜା କରିବାକୁ ଆସିଥିଲେ ସେଠାରେ ପାଣି ଗିନା ଓ ଚାମୁଚ୍ ଟି ଆପେ ଆପେ ଉଡି କୁ ବୃଷଭ ଙ୍କ ପାଟି ପାଖ କୁ ଗଲା ଆଉ ସେ ଚାମୁଚ୍ ରେ ପିଇଲେ ଆଉ ଏହା ଦେଖି ସେ ନିଜେ ତାଙ୍କୁ କ୍ଷୀର ମଧ୍ୟ ପିଆଇ ଥିଲେ ଆଉ ପରେ ଗାଁ ଲୋକ ଙ୍କୁ ସୁଚନା ଦେଇ ଜଣାଇ ଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *