ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଭେ ଗତ କାଲି ସରି ଯାଇଛି ଅଗଷ୍ଟ ମାସ ୧୫ ତାରିଖ , ଦେଶ ର ୭୬ ତମ ସ୍ବାଧିନତା ଦିବସ । ଏହି ସ୍ଵାଧୀନତା ଦିବସ ଟି ଭାରତ ର କୋଣ ଅନୁକୋଣ ରେ ବ୍ୟକ୍ତି ମାନେ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ଓ ଏହି ପାଳନ କରିଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ।ପୋଷ୍ଟ କରିଛନ୍ତି ।
ସାଧାରଣ ଲୋକ ଙ୍କ ଠାରୁ ସେଳିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ସ୍ଵାଧୀନତା ଦିବସ କୁ । ବିଶେଷ କରି ସେଲିବ୍ରେଟି ମାନେ ସ୍ବାଧୀନତା ଦିବସ ଭିନ୍ନ ଭିନ୍ନ ଢଙ୍ଗ ରେ ପାଳନ କରି ବେଶ୍ ଚର୍ଚ୍ଚା ରେ ରହିଛନ୍ତି । ହଁ ବନ୍ଧୁ କିଏ ଘରେ ପାଳନ କରିଛି ତ ଆଉ କିଏ ବିଦେଶ ରେ ରହି ।
ତାହେଲେ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଏହି ସ୍ବାଧିନତା ଦିବସ କୁ ଭିନ୍ନ ଢଙ୍ଗ ରେ ପାଳନ କରି ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ଭିଡିଓ ବିଷୟ ରେ ଜାଣିବା , ଆପଣ ମାନେ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ବହୁ ସାରା ଧାରାବାହିକ ଓ ଚଳଚ୍ଚିତ୍ର ରେ ।
ଏହି ଜବରଦସ୍ତ ଅଭିନୟ ତାଙ୍କୁ ଆଜି ବେସ ଲୋକ ପରିଚିତ କରାଇ ପାରିଛି ଓ ଏହି ଅଭିନୟ ପାଇଁ ସେ ଅନେକ ନାମ ଅର୍ଜନ କରିଛନ୍ତି । ଏହି ଅଭିନେତ୍ରୀ ଜଣକ କେବଳ ଧାରାବାହିକ ରେ ନୁହଁନ୍ତି ସେ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର, ଧାରାବାହିକ ଓ ଅନେକ ଆଲବମ୍ କରି ସାରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ୍ ସମୟ ରେ ସ୍ଵାଧୀନତା ଦିବସ ପାଲନ କରି ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଅଭିନେତ୍ରୀ ଶ୍ରଦ୍ଧା ଏହି ସ୍ଵାଧୀନତା ଦିବସ ରେ ବସ୍ତି ପିଲା ଙ୍କ ସହ ମିଶି ଧୁମ୍ ଧାମରେ ପାଳନ କରିଛନ୍ତି ଓ ଏହି ସ୍ଵାଧୀନତା ଦିବସ ରେ ବସ୍ତି ପିଲା ଙ୍କୁ ପତାକା ଦେବା ସହ ଲଡୁ ବାଣ୍ଟି ସମସ୍ତ ଙ୍କ ମୁହଁ ରେ ହସ ଦେଇଛନ୍ତି ।
ଆପଣ ମାନେ ଏହି ଦୃଶ୍ୟ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ତାହେଲେ ବନ୍ଧୁଗଣ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁଠି ସ୍ବାଧିନତା ଦିବସ ଟି ବେଶ୍ ଧୁମ୍ ଧାମରେ ପାଳନ ହୋଇଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।