Breaking News

ବହୁ କଷ୍ଟରେ କେଦାରନାଥଙ୍କ ଦର୍ଶନ କଲେ ଓଡିଆ ହିରୋଇନ ସୋମାଲିନ (Somalin), ଜାଙ୍କଲିନ (Janklin) – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ସାରା ଅଭିନେତା ଓ ଅଭିନେତ୍ରି ଅଛନ୍ତି ଆଉ ତାଙ୍କ ର ଅଭିନୟ ଦ୍ବାରା ହିଁ ଆମେ ଆମ ର ମନୋରଞ୍ଚନ କରି ପାରି ଥାଉ । ତେବେ ଆମେ ଆଜି ଏମିତି ହିରୋ ଆଉ ହିରୋଇନ ଙ୍କ ବିଷୟ କହିବାକୁ ଯାଉଛୁ ଯାହାକୁ ଆମେ ଆପଣ ମାନଂକୁ ବହୁତ ଭଲ ଲାଗିବ । ବନ୍ଧୁଗଣ ଆପଣ ମାନେ ସୋମାଲିନ୍ ଆଉ ଜାକଲିନ୍ ବିଷୟ ରେ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ ।

ତେବେ ବନ୍ଧୁଗଣ ଏବେ ଏକ ଭିଡିଓ ରେ ନଜର ରେ ଆସିଛନ୍ତି ସୋମାଲିନ୍ ଆଉ ତାଙ୍କ ସ୍ବାମି ଆଉ ଜାକଲିନ୍ ଙ୍କ ସହ ତାଙ୍କ ସ୍ବାମି ମିସି ନୂଆ ନୂଆ ଜାଗା ବୁଲୁଛନ୍ତି ଆଉ ମଜ୍ଜା ବହୂତ୍ ଉଠାଉଛନ୍ତି ଯାହା ର ଏବେ ଭିଡିଓ ଖୁବ ଭାଇରାଲ୍ ହେବାକୁ ଲାଗୁଚି । ତେବେ ବନ୍ଧୁଗଣ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ସମ୍ପୂର୍ଣ୍ଣ ବିବରଣୀ ଟିକୁ ପଢନ୍ତୁ ।

ବନ୍ଧୁଗଣ ଏବେ ସୋମାଲିନ୍ ଜାକଲିନ୍ ଓ ତାଙ୍କ ର ସ୍ବାମି ସହ ନୂଆ ନୂଆ ଜାଗା ବୁଲୁଛନ୍ତି ତେବେ ବର୍ତ୍ତମାନ ସମୟ ରେ କେଦାର ନାଥ ବୁଲିବାକୁ ଯାଇଛନ୍ତି ଯାହାର ଭିଡିଓ ସବୁ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ୍ ହେଉଛି । ସେ କେଦାରନାଥ କୁ ଚାଲି ଚାଲି ଯାଇଥିଲେ ଯାହା କି ସେ ସକାଳୁ 6ଟା ରୁ ସୋନପ୍ରୟାଗ ରୁ ବାହାରିଥିଲେ ଗୌରୀକୁଣ୍ଡ କୁ ଟ୍ୟାକ୍ସିରେ ଯାଇଥିଲେ ।

ଗୌରୀକୁଣ୍ଡ ଠାରୁ ସେମାନେ ୧୨ଟାରେ କେଦାରନାଥକୁ ବାହାରିଥିଲେ ଓ ରାତି ୧୨ଟା ରେ ପହଞ୍ଚିଥିଲେ । ସେ ରାତିରେ କେଦାରନାଥଙ୍କ ପାଖରେ ପହଞ୍ଚିଥିଲେ।  ଯେହେତୁ ବହୁତ ଲାମ୍ବା ବାଟ ଥିଲା ତେଣୁ ସେମାନେ ମଝିରେ ମଝିରେ ରେଷ୍ଟ ନେଇ ଯାଉଥିଲେ । ଆପଣ ମାନେ ଜାଣିଥିବେ କେଦାର ନାଥ ମନ୍ଦିର ର ଯେଉଁ ଜାଗା ରେ ଅଛି ସେହି ଜାଗା କେତେ ଥଣ୍ଡା ଜାଗା ଆଉ ଏତେ ଥଣ୍ଡା ରେ ମଧ୍ୟ ଚାଲି ଚାଲି ଯିବା କଥା ହିଁ ଭାବିଲେ ।

ବହୁତ ରାସ୍ତା ଚାଲିଲା ପରେ ସେ କେଦାର ନାଥ ମନ୍ଦିର ରେ ପହଞ୍ଚି ଥିଲେ ଆଉ ସେଠି ପହଞ୍ଚି ଶାନ୍ତି ମଧ୍ୟ ପାଇ ଥିଲେ । ସେଠାରେ ମନ୍ଦିର ବୋଲି ବହୁତ ଶାନ୍ତି ଆଉ ଖୁସି ଲାଗୁଥିଲା ତାଙ୍କୁ । କେଦାର ନାଥ ଙ୍କୁ ଦର୍ଶନ କରିବା ପାଇଁ ବହୁତ ବଡ଼ ଲାଇନ ଲାଗିଛି ବା ବହୁତ ଭିଡ଼ ମଧ୍ୟ ଆପଣ ମାନେ ମଧ୍ୟ ଜାଣିଥିବେ କି କେତେ ଶ୍ରାଦ୍ଧାଳୁ ମାନଙ୍କ ର ଭିଡ଼ ସେହି ଠାରେ ଥାଏ ।

କେଦାର ନାଥ ଙ୍କ ତିଳକ ବହୁତ ସୁନ୍ଦର ଆଉ ତାହା ଲଗାଇ ସରିଲା ପରେ ବହୁତ ଥଣ୍ଡା ଲାଗେ ଯାହା କି ସବୁ କଷ୍ଟ ଦୂର କରି ଦେଇ ଥାଏ ।ତାଙ୍କ ପାଇଁ ବହୁତ କଷ୍ଟ ଥିଲା କେଦାର ନାଥ କୁ ଯିବା କିନ୍ତୁ କେଦାର ନାଥ ଯିବା ସଫଳ ହେଲା ପରେ ତାଙ୍କୁ ସ୍ବର୍ଗ୍ କୁ ଗଲା ଭଳି ଲାଗିଲା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *