Breaking News

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମଉସା ମୁହଁ ଖୋଲିଲେ, ଅର୍ଚନାଙ୍କ ବିଷୟରେ ଏମିତି କଥା କହିଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦିନ ଯେତେ ଗଡୁଛି ଅର୍ଚ୍ଚନା ନାଗ ଙ୍କ ଗୁମାର ସେତିକି ସେତିକି ନୂଆ ବାହାରୁଚି । ତାଙ୍କୁ ଗିରଫ କରିବା ପରେ ପରେ ବହୁତ କିଛି କଥା ପଦାକୁ ଆସିବାରେ ଲାଗୁଚି । ବନ୍ଧୁଗଣ ଏବେ ଅର୍ଚ୍ଚନା ନାଗ ଙ୍କ କଥା ଏବେ ସାରା ରାଜ୍ୟ ରେ ହଇତଇ ସୃଷ୍ଟି କରୁ ଥିବା ବେଳେ ହଠାତ ତାଙ୍କ ଜୀବନ ର ଏ କାହାଣୀ ସାମ୍ନା କୁ ଆସି ଥିଲା ।

ଯାହା କେବେ ଠୁ ଏହା ଆଉ ଅଲୋଚନା ହୋଇ ନାହିଁ । ଲିଙ୍ଗରାଜ ଆଜାଦ ନାମକ ଜଣେ ତାଙ୍କ ଫେସବୁକ୍ ପୋଷ୍ଟ ରେ ଅର୍ଚ୍ଚନା ନାଗ ଙ୍କ ବିଷୟ ରେ କହିଛନ୍ତି । ଯାହା ଅର୍ଚ୍ଚନା ନାଗ ଙ୍କ କାହାଣୀ ରେ ଆଣି ଥିଲା ନୂଆ ମୋଡ଼ । ଏହା ପୂର୍ବ ରୁ ଅର୍ଚ୍ଚନା ନାଗ ଯେତେବେଳେ ପୋଲିସ ରେ ଗିରଫ ହୋଇ ଥିଲେ ସେତେବେଳେ ତାଙ୍କ ର ରାଜ ପ୍ରସାଦ ଭଳି ଥିବା ଘର ବିଷୟ ରେ ସାମ୍ନା କୁ ଆସିଥିଲା ।

ଆଉ ପରେ ପରେ ତାଙ୍କ ର ଗୋଟି ଗୋଟି କରି ସବୁ ଗୁମର ବାହାର କୁ ଆସୁ ଥିଲା କାହା କାହା ସହ ତାଙ୍କ ର ସମ୍ପର୍କ ଥିଲା ଆଉ କାହା ସହ ଫଟୋ ଉଠେଇ ଥିଲେ ସବୁ ସାମ୍ନା କୁ ଆସି ଥିଲା । ତେବେ ଇଙ୍ଗରାଜ୍ ଙ୍କ ଫେସବୁକ୍ ପୋଷ୍ଟ୍ ପରେ ସମସ୍ତେ ଦ୍ବନ୍ଦ୍ ରେ ପଡି ଯାଇଥିଲେ ଏହା ସତ ନା ମିଛ କିନ୍ତୁ ଏ ନେଇ ଆଉ ଏକ ଭିଡିଓ ସାମ୍ନା କୁ ଆସିଛି ।

ଅର୍ଚ୍ଚନା ନାଗ ଙ୍କ ମଉସା ବି ମିଡ଼ିଆ ଆଗରେ କିଛି କହିଥିବା ର ନଜର ରେ ଆସିଛନ୍ତି । ତାଙ୍କ କଥା ବି ସମାନ ହୋଇ ଯାଇଛି ଯାହା ଲିଙ୍ଗରାଜ୍ ଆଜାଦ ଫେସବୁକ ରେ ପୋଷ୍ଟ୍ କରି ଥିଲେ । ଏ ସବୁ ରୁ ଯାହା ଜଣା ପଡୁଛି ଅର୍ଚ୍ଚନା ନାଗ ଙ୍କ ଘର ହେଉଛି କଳାହାଣ୍ଡି ଜିଲ୍ଲା ର କେନ୍ଦୁପାଲି ଗାଁ । ତାଙ୍କ ବାପା ଙ୍କ ନାଁ ହେଉଛି ସୁରେନ୍ଦ୍ର ନାଗ ।

ପିଲାଟି ଦିନ ରୁ ଭଲ ବୁଦ୍ଧି ରଖି ପାଠ ପଢୁ ଥିଲେ । କିନ୍ତୁ ଏକ ଘରୋଇ କମ୍ପାନି ତାଙ୍କ ଭିଟା ମାଟି ନେବାକୁ ଚାହୁଁ ଥିଲେ ହେଲେ ଗାଁ ଲୋକ ଦେବାକୁ ରାଜି ନଥିଲେ । ଏହାର ମୁଖ୍ୟ ଥିଲେ ଅର୍ଚ୍ଚନା ନାଗ ଙ୍କ ବାପା ସୁରେନ୍ଦ୍ର ନାଗ । ସୁରେନ୍ଦ୍ର ଙ୍କୁ ବୁଝେଇବା ପରେ ବି ସେ ରାଜି ନହେଉ ଥିବାରୁ ଅର୍ଚ୍ଚନା ନାବାଳିକା ଗଣ ଦୁ-ଷ୍କ-ର୍ମ କରା ଯାଇଥିଲା ।

ଏହା ପରେ ସେ ତାଙ୍କ ମାଆ ଙ୍କ ସହ କେସିଙ୍ଗା ରେ ରହି ଥିଲେ । ତାପରେ ସେ ଜଳେସ୍ବର କୁ ଆସିଥିଲେ ଆଉ ସେଠାରେ କଲେଜ ରେ ପଢି ସେ ଜଗବନ୍ଧୁ ବିବାହ କରି ଥିଲେ । ଆଉ ଏହା ପରେ ଅର୍ଚ୍ଚନା ପ୍ର-ତି-ଶୋ-ଧ ନେବାକୁ ଯାଇ ସବୁ ବଡବଡିଆ ଙ୍କୁ ଟାର୍ଗେଟ୍ କରି ଥିଲେ । ଗୋଟିଏ ପରେ ଗୋଟିଏ ଶି-କା-ର କରି ନେତା ମନ୍ତ୍ରୀ ଙ୍କୁ ଶି-କା-ର କରି ଥିଲେ ।

ଆଜି ସେ ଜେଲ ରେ ଅଛନ୍ତି ସତ କିନ୍ତୁ ସେ ନିଜେ ଦୁ-ଷ୍କ-ର୍ମ ହୋଇ ଥିବାରୁ ଅନ୍ୟ ମାନଂକୁ ସେ ସେଭଳି କରିବାକୁ ଚାହିଁ ଥିଲେ ଏହି ସବୁ କଥା ତାଙ୍କ ମଉସା ମଧ୍ୟ କହିଛନ୍ତି ଯାହା ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ୍ ହେବାକୁ ଲାଗୁଚି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *