Breaking News

ବହୁ ଚର୍ଚ୍ଚିତ ଦୀପିକା କେସରେ ଶୁଣନ୍ତୁ କାନ୍ଦି କାନ୍ଦି କ’ଣ କହିଲେ ଅଭିନେତ୍ରୀ ରାନୀ ପଣ୍ଡା (Rani Panda) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ସିଏ ଯାତ୍ରା ଜଗତ ର ଅଭିନେତ୍ରୀ ହେଉ ବା ଚଳଚ୍ଚିତ୍ର ର ଅଭିନେତ୍ରୀ ହେଉ ବା ଧାରାବାହିକ ର ଅଭିନେତ୍ରୀ ହେଉ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ।ପରିଚିତ , ବନ୍ଧୁଗଣ ଆଜି ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ନା କୌଣସି ଚଳଚ୍ଚିତ୍ର ନା ଧାରାବାହିକ ରେ ଅଭିନୟ କରିଛନ୍ତି ।

ସେ ଯାତ୍ରା ଜଗତ ରେ ଅଭିନୟ କରିଛନ୍ତି , ଏହା ସହିତ ସେ କିଛି ଆଇଟମ ଗୀତ ରେ ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା , ତାହେଲେ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ଅନ୍ୟ ଅଭିନେତ୍ରୀ ମାନ ଙ୍କ ଅପେକ୍ଷା ବେଶ୍ ଲୋକ ପ୍ରିୟ ।

ଦର୍ଶକ ମାନେ ରାନୀ ପଣ୍ଡା ଙ୍କ ଅଭିନୟ ନୁହେଁ ବରଂ ସେ ରଖୁଥିବା ନିଜ ପ୍ରତିକ୍ରିୟା ପାଇଁ ବେଶ୍ ଲୋକ ପ୍ରିୟ , ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ଏହାର କାରଣ ହେଲା ଯେ ଏହି ଅଭିନେତ୍ରୀ ଜଣକ ନିଜ ଜୀବନ ରେ ଅନେକ ବିବାଦ ଘେର କୁ ଆସିଛନ୍ତି ଓ ସେ ସମସ୍ତ ବିବାଦ ର ସାମ୍ନା ଏକୁଟିଆ କରି ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।

ତାହେଲେ ବନ୍ଧୁଗଣ ଅଭିନେତ୍ରୀ ରାନୀ ପଣ୍ଡା ବେଳେ ବେଳେ କିଛି ବିବାଦ ରେ ଥିବା ଘଟଣା କୁ ନେଇ ନିଜ ପ୍ରତିକ୍ରିୟା ରଖି ଥାଆନ୍ତି ଓ ବେଶ୍ ଚର୍ଚ୍ଚା ରେ ମଧ୍ୟ ରହି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ରାନୀ ପଣ୍ଡା ବେଶ୍ ଚର୍ଚ୍ଚା ରେ ଅଛନ୍ତି ଆଉ ଏକ ଘଟଣା ର ପ୍ରତିକ୍ରିୟା ରଖି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ଦୀପିକା ନିଜ ଶାଶୁଘର ଆଗ ସାମ୍ନା ରେ ବସିଛନ୍ତି ନିଜ ପିଲା କୁ ଧରି , ସେ ସ୍ତ୍ରୀ ଅଧିକାର ପାଇବା ପାଇଁ ଏବଂ ପିଲା ଟି ତା ବାପା ର ଅଧିକାର ପାଇବା ପାଇଁ ନିଜ ଶଶୁର ଘର୍ ସାମ୍ନା ରେ ନିଜ ଧାରଣା ରେ ବସିଛନ୍ତି , ବର୍ତ୍ତମାନ୍ ସମୟ ରେ ଏହାକୁ ରାନୀ ପଣ୍ଡା ନିଜ ପ୍ରତିକ୍ରିୟା ରଖିଛନ୍ତି ।

ତାହେଲେ ବନ୍ଧୁଗଣ ରାନୀ ପଣ୍ଡା କହିଛନ୍ତି ଏହି ସମାଜ ରେ ଜଣେ ମାଆ କୁ ଗୋଟିଏ ଭଉଣୀ କୁ ଓ ଗୋଟେ ଝିଅ କୁ ଖ-ରା-ପ୍ ଚରିତ୍ର ର ଆକ୍ଷେପ ଦେଉଛନ୍ତି । ହଁ ବନ୍ଧୁ ଏହି ଭଳି ଅନେକ କଥା କହିଛନ୍ତି ରାନୀ ପଣ୍ଡା ଭାବ ବିହ୍ଵଳ ହୋଇଥିଲେ , ଆପଣ ମାନେ ଏହି ଭିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *