Breaking News

ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ (Tunguru Bhol) ଅସହାଯ୍ୟ ଅବସ୍ଥାରେ ମିଡ଼ିଆକୁ ସାହାଯ୍ୟ ମାଗିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କିଛି ମାସ ତଳେ ସୋସିଆଲ ମିଡ଼ିଆ ରେ ଏକ ଖବର ବେଶ୍ ଚର୍ଚ୍ଚା ରେ ଥିଲା ତାହା ହେଉଛି ଟୁଙ୍ଗୁର ଭୋଲ ର ପ୍ରେମ୍ କାହାଣୀ କୁ ନେଇ । ସମସ୍ତ ଗଣ ମାଧ୍ୟମ ଙ୍କ ହେଡଲାଇନ ବନି ଯାଇଥିଲା ଟୁଙ୍ଗୁର ଭୋଲ୍ ର ପ୍ରେମ୍ କାହାଣୀ କୁ ନେଇ , ଦର୍ଶକ ମାନେ ମଧ୍ୟ ଏହା କୁ ପସନ୍ଦ କରୁ ଥିଲେ ।

ଜିରୋ ଲୋକ ଟି ହିରୋ ହୋଇ ଯାଇଥିଲା , ନିଜ ପ୍ରେମିକା ଭାଉଜ ବର୍ଷା ଙ୍କ ପ୍ରେମ ପଡି ଥିଲେ । ଭାଉଜ ମଧ୍ୟ ଟୁଙ୍ଗୁର ଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ଥିଲେ । ପରେ ସବୁ କିଛି ଧରା ପଡ଼ିବା ପରେ ଟୁଙ୍ଗୁର ବର୍ଷା ଙ୍କ ବିରୋଧ ରେ ଅନେକ କଥା କହିଥିଲେ ଓ ପରେ ଉଭୟ ସବୁ କିଛି ଜାଣି ଜାଣି କରୁଥିଲେ ଫେମସ ହେବା ପାଇଁ ଯାହାକି ଉଭୟ ଙ୍କ କଲ ରେକର୍ଡ ରୁ ଜଣା ପଡି ଗଲା ।


ପରେ ପରେ ଉଭୟ ଯେତିକି ଉପର କୁ ଯିବାକୁ ସ୍ବପ୍ନ ଦେଖୁଥିଲେ ସିଧା ତଳ କୁ ଖସି ଗଲେ । ଉଭୟ ଙ୍କ ସତ୍ୟା ସତ୍ୟ ନ ଜଣା ପଡ଼ିଥିଲେ ଉଭୟ ଙ୍କୁ ନେଇ ଅନେକ ଚଳଚିତ୍ର ଆସି ଥାଆନ୍ତା ଓ କହିବାକୁ ଗଲେ ଉଭୟ ଙ୍କୁ ନେଇ ଅନେକ ଆଲବମ୍ ରିଲିଜ୍ ମଧ୍ୟ ହୋଇ ଯାଇଥିଲା । ପରେ ସବୁକିଛି ସତ୍ୟ ଘଟଣା ସମସ୍ତେ ଜାଣିବା ପରେ ଟୁଙ୍ଗୁର ପାଗଳ ହୋଇ ଯାଇଥିଲା ଓ ଯାହା ଫଳ ରେ କି ସେ ଗଣ ମାଧ୍ୟମ ଙ୍କୁ ଖରାପ୍ ବ୍ୟବହାର ଦେଖାଇ ଥିଲା ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁର ଭୋଳ ଗଣ ମାଧ୍ୟମ ସାହାର୍ଯ୍ୟ ମାଗୁଛି , ତାକୁ ସାହାର୍ଯ୍ୟ କରିବା ପାଇଁ ସେ ଗଣ ମାଧ୍ୟମ ନିକଟ କୁ ଅନୁରୋଧ କରି କହୁଛି । ବର୍ତ୍ତମାନ୍ ସମୟ ରେ ଟୁଙ୍ଗୁର ର ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବା ଯେ ଟୁଙ୍ଗୁର କେଉଁ ସାହାର୍ଯ୍ୟ ପାଇଁ ଗଣ ମାଧ୍ୟମ ଙ୍କୁ ଅନୁରୋଧ କରୁଛି ।

ଟୁଙ୍ଗୁର ଭୋଳ ଏହି ଭିଡ଼ିଓରେ ନମସ୍କାର ଜଣାଇ କହୁଛନ୍ତି ସେ ବ୍ରହ୍ମପୁର ଆସିଥିଲେ , ତାଙ୍କ ଘର୍ ର ଏକ ମ୍ୟାଟର କୁ ନେଇ । ଏହି କେସ ଟି ଦୀର୍ଘ ୮ ବର୍ଷ ହେବ ଚାଳି ଆସୁଛି । ଟୁଙ୍ଗୁର ଙ୍କ ଅଭିଯୋଗ ଯେ ଗୋଟେ ଘର୍ କୁ ଇଲେଗାଲ ଘର୍ କରି ତହସିଲଦାର ତାଙ୍କ୍ ପଛ ରେ ପଡିଛନ୍ତି ଓ ୩୦ ଲକ୍ଷ ଟଙ୍କା ର ଘର୍ ଇଲେଗାଲ କରି ଦେଇଛନ୍ତି ।

ଟୁଙ୍ଗୁର ଭୋଳ କଥା ରୁ ସେମିତି ଘଟଣା ବିଷୟ ରେ ସ୍ପଷ୍ଟ ଜାଣି ହେଉ ନାହିଁ ତଥାପି ସେ ମିଡ଼ିଆ ମାନ ଙ୍କୁ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ କହୁଛନ୍ତି । ଆପଣ ମାନେ ଟୁଙ୍ଗୁର ଙ୍କ ଏହି ଭିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ , ଦେଖାଯାଉ ଟୁଙ୍ଗୁର ଭୋଳ ର ଅନୁରୋଧ ରକ୍ଷା କରି ଗଣ ମାଧ୍ୟମ ମାନେ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି କି ନାହିଁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ମୋ ସ୍ତ୍ରୀ ସହ ଶୋଇଲା, ମୋତେ ଭିଡିଓ ପଠେଇ 20,000 ଟଙ୍କା ମାଗୁଛି ସରପଞ୍ଚର ଭାଇ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏମିତି ଏକ ଲଜ୍ୟା ଜଣକ ଖବର ଆସିଛି ଯାହା ଆପଣ ମାନେ ଜାଣିଲେ …

Leave a Reply

Your email address will not be published. Required fields are marked *