Breaking News

ବାଘ ଭଳିଆ ଭାଇ ମୋର ଚାଲିଗଲା, କଥା କ୍ଳହିଲେ ଚାରିଦିଗ କମ୍ପେ ଆପାର୍ଟମେଣ୍ଟ ଶୂନ୍ୟ ହେଇଯାଇଛି ….

ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଗତ କାଲି ରାତିରେ ହାଇଦ୍ରାବାଦ୍ ଯଶୋଦା ହସ୍ପିଟାଲ୍ ରେ ପର ଲୋକ୍ ଘଟିଛି। ଅଭିନେତା ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ହେଲେ ସବୁ ଚିକିତ୍ସା ବିଫଳ ହୋଇଛି । ଗତ କାଲି ରାତିରେ ଅଭିନେତା ପିଣ୍ଟୁ ନନ୍ଦ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ମୃତ୍ୟୁ ଖବର ଶୁଣି ତାଙ୍କ ଭଉଣୀ ବାହୁନି ବାହୁନି କାନ୍ଦୁଛନ୍ତି ।ଆଉ କାନ୍ଦି କାନ୍ଦି କହୁଛନ୍ତି ମୋର ବାଘ ଭଳି ଭାଇ ଆଜି ମୋତେ ଛାଡ଼ି ଚାଲି ଯାଇଛି ।

ମୋତେ ଭଉଣୀ ବୋଲି ଆଉ କିଏ ଡାକିବ । ଭାଇ ପିଣ୍ଟୁ ନନ୍ଦ ଙ୍କୁ ବହୁତ୍ ଭଲ ପାଉଥିଲେ ତାଙ୍କ ଭଉଣୀ । ଆଉ ସବୁବେଳେ ଭଗବାନ୍ ଙ୍କୁ ଡାକୁଥିଲେ ଯେମିତି ବି ହେଉ ମୋ ଭାଇ ଭଲ ହୋଇ ଯାଆନ୍ତୁ । ଆଉ ମୋ ପାଖକୁ ଫେରି ଆସନ୍ତୁ। ମୁଁ ପୁଣି ଥରେ ତାଙ୍କ ହାତରେ ରାକ୍ଷୀ ବାନ୍ଧି ବି। ଏହି ଭଳି କିଛି ସ୍ମୃତି ମନେ ପକାଇ କାନ୍ଦୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଭଉଣୀ । ସେ କହିଛନ୍ତି ଯେ ମୋ ଭାଇ ଭଳି ଆଉ କେହି ନାହାଁନ୍ତି । ସେ ଏକା ବାଘ ସହିତ ସମାନ। ସେ ଗୋଟିଏ ଜାଗାରେ କଥା କହିଲେ ସବୁ ଆଡ଼େ ଶୁଭୁଥିଲା ।

ଆଉ କାନ୍ଦି କାନ୍ଦି କହୁଛନ୍ତି ଯେ ଏ କଥା ମିଛ ହୋଇ ଥାଉ । ମୋ ଭାଇ ଭଲ ହୋଇ ମୋ ପାଖକୁ ଫେରି ଆସୁ। ତାଙ୍କ ଭାଇ ଅଭିନେତା ପିଣ୍ଟୁ ନନ୍ଦ ଆଜି ତାଙ୍କ ପାଖରେ ନାହାନ୍ତି । ତାଙ୍କୁ ଛାଡି ସବୁଦିନ ପାଇଁ ଆର ପାରି କୁ ଚାଲି ଯାଇଛନ୍ତି। ଛୋଟ ଛୁଆ ଟି କୁ କାଖରେ ଧରି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଭଉଣୀ ବାହୁନି ବାହୁନି କାନ୍ଦୁଛନ୍ତି । ସମସ୍ତଙ୍କ ର ଚେଷ୍ଟା ଆଜି ବିଫଳ ହୋଇ ଯାଇଛି। ଲିଭର ସିରୋସିସ୍ ରୋଗ ରେ ପୀଡିତ ଥିବା ଅଭିନେତା ପିଣ୍ଟୁ ନନ୍ଦ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ଦିନେ ବଞ୍ଚିବା ଆଶାରେ ସମସ୍ତ ଙ୍କୁ ସାହାଯ୍ୟ ମାଗିଥିଲେ । ଆଉ ସମସ୍ତ ଙ୍କ ସାହାଯ୍ୟ କୁ ପଛରେ ପକାଇ ଦେଇ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ। ଜୀବନ ଯୁଦ୍ଧ ରେ ଏକା ଲଢି ଆଜି ହାରି ଯାଇଛନ୍ତି ସେହି ମହାନ୍ କଳାକାର । ତାଙ୍କ ବିନା ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ଅଧୁରା । ଜଣେ ଉଚ୍ଚକୋଟୀର କଳାକାର ଭାବରେ ତାଙ୍କ ଶୂନ୍ୟ ସ୍ଥାନ କୁ କେହି ପୂରଣ କରି ପାରିବେ ନାହିଁ । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ କୁ ନେଇ ସମସ୍ତେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *