ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗୁଚି ଆଉ ଏହି ଭିଡିଓ ରେ ଯାହା ଜଣା ପଡୁଛି ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଓଡ୍ ଇଣ୍ଡଷ୍ଟ୍ରି ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାସ । ବର୍ତ୍ତମାନ ସମୟରେ ରେ ବାଡ଼ୁଅ ପାଣି ରେ ଗାଧୋଉ ଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାସ । ତେବେ ବନ୍ଧୁଗଣ ଏ ନେଇ କଣ ରହିଛି ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ଆପଣ ମାନେ ଅଭିନେତ୍ରୀ ଭୂମିକା ଦାସ ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ଅଭିନେତ୍ରୀ ଭୂମିକା ଦାସ ଶିଶୁ କଳା କାର ଭାବରେ ଓଲିଓଡ୍ ଇଣ୍ଡଷ୍ଟ୍ରି ରେ ପ୍ରବେଶ କରି ବହୁତ ସୁନ୍ଦର ଅଭିନୟ କରି ଥିଲେ ଭୂମିକା ଦାସ । ସେ ବହୁତ ସାରା ସିନେମା ରେ ସେ ବହୁତ ଜବରଦସ୍ତ ଅଭିନୟ କରି ଥିବାର ନିଶ୍ଚିନ୍ତ ଭାବରେ ଦେଖି ଥିବେ । କିନ୍ତୁ ବର୍ତ୍ତମାନ ସମୟରେ ଶିଶୁ କଳା କାର ଭୂମିକା ଦାସ ଏବେ ହିରୋଇନ ହୋଇ ସାରିଲେଣି ।
ବର୍ତ୍ତମାନ ସମୟରେ ସେ ଅନେକ ସାରା ସିନେମା ରେ ସେ ହିରୋଇନ ଭାବରେ ଅଭିନୟ କରି ଥିବାର ନଜର ରେ ଆସିଛନ୍ତି ଅଭିନେତ୍ରୀ ଭୂମିକା ଦାସ । ସେ ହିରୋଇନ ହେଇ ଜବରଦସ୍ତ ଅଭିନୟ କରି ସେ ଦର୍ଶକ ମାନଙ୍କ ର ହୃଦୟ ରେ ଏକ ଅଲଗା ପ୍ରକାର ସ୍ଥାନ ତିଆରି କରି ପାରି ଛନ୍ତି । ତେବେ ବନ୍ଧୁଗଣ ଆଗାମୀ ଦିନ ମାନଙ୍କ ରେ ଭୂମିକା ଦାସ ଙ୍କ ଏକ ନୂଆ ସିନେମା ଆସିବାକୁ ଯାଉ ଅଛି ।
ଯେଉଁ ଥିରେ ଆପଣ ମାନେ ଦେଖିବାକୁ ପାଇବେ ହିରୋ ଭୂମିକା ରେ ଓଲିଓଡ ଇଣ୍ଡଷ୍ଟ୍ରି ର ହିରୋ ସ୍ବରାଜ ବାରିକ ଅଭିନୟ କରୁ ଥିବା ବେଳେ ଅନ୍ୟ ଏକ ଭୂମିକା ରେ ଶୁଭମ କୁ ଦେଖି ବାକୁ ପାଇବେ । ଯେଉଁ ଅଭିନେତା ମାନେ ଆଗରୁ ଶିଶୁ କଳା କାର ଭାବରେ ଖୁବ ପରିଚିତ ଅଛନ୍ତି । ତେବେ ଏହି ସିନେମା ରେ ଆପଣ ମାନେ ଡବଲ ହିରୋ ଙ୍କୁ ଦେଖିବାକୁ ପାଇ ପାରିବେ ।
ଆଉ ଏହି ସିନେମା ରେ ହିରୋ ସ୍ବରାଜ ବାରିକ ଓ ଶୁଭମ ଥିବା ବେଳେ ଏଠି ରେ ଅଭିନେତ୍ରୀ ତଥା ହିରୋଇନ ଭୂମିକା ରେ ଭୂମିକା ଦାସ ଙ୍କୁ ହିଁ ଦେଖିବାକୁ ପାଇ ପାରିବେ । ଆଉ ଏହି ସିନେମା ରେ ଭୂମିକା ଦାସ ବିବାହ ବନ୍ଧନ ରେ ବାନ୍ଧି ହେବାର ଫଟୋ ଏବେ ସୋସିଆଲ୍ ମିଡିଆ ରେ ଭାଇରାଲ ହେଉଛି ।
ଏହି ସବୁ ଫଟୋ ଦେଖି ଦର୍ସକ୍ ମାନେ ଭାବୁଛନ୍ତି କି ଭୂମିକା ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଯାହା କି ଏହି ଭିଡିଓ ବା ଫଟୋ କିଛି ବି ତାଙ୍କ ର ରିୟଲ୍ ଲାଇଫ୍ ର ନୁହଁ ଏ ସବୁ ରିଲ୍ ଲାଇଫ୍ ର ଫଟୋ ଆଉ ଭିଡିଓ ଯାହା ଭୂମିକା ଙ୍କ ର ଏକ ନୂଆ ସିନେମା ରେ ଦେଖିବାକୁ ମିଳିବ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।