Breaking News

ବାତ୍ୟା ଆସୁଛି ସତର୍କ ହୋଇ ଯାଆନ୍ତୁ, ବାତ୍ୟାର ଗତିପଥ କଣ ରହିବ, କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ସତ୍ ରେ ବାତ୍ୟା ଆସୁଛି , ବାତ୍ୟା ଆସୁଛି ହୋଇ ଯାଆନ୍ତୁ ସତର୍କ । ଯେଉଁ ବାତ୍ୟା କୁ ନେଇ କିଛି ଦିନ ପୂର୍ବେ ଭାରତୀୟ ପାଣିପାଗ ନାହିଁ ନାହିଁ କରୁଥିଲା ସେହି ବାତ୍ୟା କୁ ନେଇ ବର୍ତ୍ତମାନ୍ ସମୟ ରେ ଭାରତୀୟ ପାଣିପାଗ ହେବ ବୋଲି ସ୍ପଷ୍ଟୀକରଣ କରଣ ଦେଇଛି । ପୂର୍ବ ରୁ ଅନେକ ମଡେଲ ଓ ପାଣିପାଗ ବିଶେଷଜ୍ଞ ମାନେ ବାତ୍ୟା ହେବା କୁ ନେଇ ଆକଳନ କରୁ ଥିବା ସମୟ ରେ ,

Imd ଏହାକୁ ଗୁଜବ ବୋଲି କହୁଥିଲା , ବିଭିନ୍ନ ଆକଳନ କୁ ମିଛ କହି ଉଡ଼ାଇ ଦେଉଥିଲା କିନ୍ତୁ ବର୍ତ୍ତମାନ୍ ସମୟ ରେ ମିଛ କହୁଥିବା କଥା ସତ୍ ବୋଲି ମାନିଛି ଯେ ବାତ୍ୟା ଆସୁଛି ବୋଲି । ବାତ୍ୟା ଆସିଲେ ତାର ନାମ ହେବ ସିତରଙ୍ଗ , ଏହା ଥାଇଲ୍ୟାଣ୍ଡ ର ନାମ କରଣ । Pcmw ର ଆକଳନ ହେଲା ସମ୍ଭାବ୍ୟ ବାତ୍ୟା ୨୫ ତାରିଖ ଶେଷ ବେଲ କୁ ଓଡିଶା ଉପକୂଳ ପାଖ ରେ ଥିବ ।


ଏହି କଥା ଟି ଜାଣିବା ପରେ ଆପଣ ମାନେ ନିଶ୍ଚୟ ଭାବୁ ଥିବେ ଯେ ଏହି ବାତ୍ୟା ଟି କେଉଁଠି ଲ୍ୟାଣ୍ଡ ଫଲ କରିବ ବୋଲି । ତେବେ ୨୫ ତାରିଖ ଅପରାହ୍ନ ସଂଧ୍ୟା ସମୟ ରେ ଉତ୍ତର ଓଡ଼ିଶା ଉପକୂଳ ରେ , ବାଲେଶ୍ଵର ପାଖାପାଖି ଛୁଇଁବା ର ସମ୍ଭାବନା ରହିଛି । ଯେଉଁଥି ପାଇଁ ଏହା ର ପ୍ରଭାବ ରେ ୨୪ ରୁ ୨୫ ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି ।

ଏପଟେ ବାତ୍ୟା ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ସାରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନ ଉପକୂଳ ସ୍ଥାନ ର ଜିଲ୍ଲାପାଳ , ଜଳ ସମ୍ପଦ , ପଂଚାୟତରାଜ , ନଗର ଉନ୍ନୟନ , ଶକ୍ତି ରାଜସ୍ବ ବିଭାଗୀୟ ଙ୍କ ସହ ଜରୁରୀ ବୈଠକ କରି ସମସ୍ତ ଙ୍କୁ ସଜାକ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ବାତ୍ୟା ଆଶଙ୍କା ଥିବାରୁ ସମୁଦ୍ର ମଧ୍ୟ ଙ୍କୁ ମତ୍ସ୍ୟଜୀବୀ ମାନ ଙ୍କୁ ନ ଯିବା ପାଇଁ ମନା କରା ଯାଇଛି ।


ଯେଉଁଥି ବର୍ତ୍ତମାନ୍ ଠାରୁ ମତ୍ସଜୀବୀ ମାନେ ତାଙ୍କ ଡଙ୍ଗା କୂଳ ରେ ବନ୍ଧିଲେଣି । ସମ୍ଭାବ୍ୟ ବାତ୍ୟା ଟି ୨୪ ତାରିଖ ରେ ପଶ୍ଚିମ ବଙ୍ଗ ସଂଲଗ୍ନ ବଙ୍ଗଳାଦେଶ ଉପକୂଳ ରେ ମାଡ ହେବା ର ସମ୍ଭାବନା ରହିଛି । ବର୍ତ୍ତମାନ୍ ଏତିକି ସୂଚନା ମିଳିଛି ଓ ଆଗାମୀ ଦିନ ମାନ ଙ୍କ ରେ ଯାହା ବି କିଛି ସୂଚନା ନ ମିଳିଲେ ଆମେ ଆପଣ ଙ୍କୁ ନିଶ୍ଚୟ ଜଣାଇବୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *