ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ଆଉ ସେ ତାଙ୍କ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନଂକୁ ବାନ୍ଧି ରଖିଛନ୍ତି । ଆଉ ଓଡ଼ିଆ ଇଣ୍ଡଷ୍ଟ୍ରି ଏତେ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ନାଁ ନେଲେ ବି ସରିବନି ଆଉ ସମସ୍ତେ ତାଙ୍କ ର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି । ତେବେ ଆଜି ଆମେ ଆପଣ ମାନଂକୁ ଏମିତି ଏକ ଅଭିନେତା ଓ ଅଭିନେତ୍ରୀ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି । ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ଆପଣ ମାନେ ହିରୋ ସବ୍ୟସାଚ୍ଚୀ ଓ ହିରୋଇନ ଅର୍ଚ୍ଚିତା ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ସୁପରହିଟ୍ ଯୋଡି ହେବା ସହ ସେ ଦର୍ଶକ ମାନଙ୍କ ର ଅତି ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମଧ୍ୟ । ଦୁହେଁ ବହୁତ ସାରା ଓଡ଼ିଆ ଆଲବମ୍ କରିଛନ୍ତି ଆଉ ଏହି ଆଲବମ୍ ରୁ ହିଁ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ଆଉ ତାଙ୍କ ଆଲବମ୍ ଦେଖି ଦର୍ଶକ ମାନେ ବହୁତ ଖୁସି ହେବା ସହ ତାଙ୍କୁ ବହୁତ ପସନ୍ଦ କରିଥିଲେ ଆଉ ପରେ ସିନେମା ରେ ଅଭିନୟ ଆରମ୍ଭ କରିଥିଲେ ।
ଅର୍ଚ୍ଚିତା ଙ୍କ ପ୍ରଥମ ସିନେମା ର ନାଁ ହେଉଛି ଓ ମାଇଁ ଲଭ୍ ଓ ସବ୍ୟସାଚ୍ଚୀ ଙ୍କ ର ପ୍ରଥମ ସିନେମା ହେଉଛି ପାଗଳ ପ୍ରେମୀ ସିନେମା ରେ ନଜର ରେ ଆସିଥିଲେ ଦୁଇଟା ଯାକ ସିନେମା ବହୁତ ସୁପରହିଟ୍ ହେଇଥିଲା । ଆଉ ଏହି ଠାରୁ ଆରମ୍ଭ ହୋଇ ଥିଲା ସେ ସୁପରଷ୍ଟାର ହେବାର ରାସ୍ତା । ଧୀରେ ଧୀରେ ତାଙ୍କ ସିନେମା ସବୁ ସୁପରହିଟ୍ ହେବା କୁ ଲାଗିଲା ପରେ ପରେ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଦୁହେଁ ମିଶି ଅଭିନୟ କଲେ ଆଉ ଦୁହିଁ ଙ୍କ ଯୋଡି ମଧ୍ୟ ସୁପରହିଟ୍ ହେଲା ଆଉ ପରେ ତାଙ୍କ ର ପରସ୍ପର ଙ୍କ ମଧ୍ୟ ରେ ବନ୍ଧୁତା ଆରମ୍ଭ ହୋଇଥିଲେ
ଆଉ ଏହି ବନ୍ଧୁତା ପ୍ରେମ ରେ ମଧ୍ୟ ପରିଣତ ହୋଇଥିଲା । କିନ୍ତୁ ତାଙ୍କ ର ଏହି ଭଲ ପାଇବା ପ୍ରଚାର ହୋଇ ନଥିଲା ଲୋକ ମାନେ ସେତେବେଳେ ଜାଣିଲେ ଯେତେବେଳେ ଦୁହିଁ ଙ୍କ ର ବାହାଘର ହେଲା । ଏମିତି ତାଙ୍କ ର ଜୀବନ ବହୁତ ଖୁସି ରେ ଚାଲି ଆସିଛି ଆଉ ଏହି ଯୋଡି କୁ ଦର୍ଶକ ମାନେ ମଧ୍ୟ ବହୁତ ଭଲ ପାଇବା ଦେଉଛନ୍ତି । ଏହି ଦୁହିଁ ଙ୍କ ର ଏବେ ଏକ ସିନେମା ସୁଟିଂ ହେଉଛି ଆଉ ସେ ଏବେ ତାଙ୍କ ଫାନ ମାନଙ୍କ ଠାରେ ଫସି ଯାଇଛନ୍ତି ।
କାରଣ ଆପଣ ମାନେ ଜାଣିଥିବେ ତାଙ୍କୁ ଦର୍ଶକ ମାନେ କେତେ ମାତ୍ରା ରେ ଭଲ ପାଆନ୍ତି ଆଉ ତାଙ୍କୁ ଯେତେବେଳେ ଦେଖିବେ ସମସ୍ତେ ତାହେଲେ ନିଶ୍ଚିତ ଭାବରେ ଖୁସି ତ ହେବେ ନା । ତେଣୁ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଙ୍କୁ ସବୁ ଫାନ ମାନେ ଦେଖିଲା ପରେ ତାଙ୍କ ସହ ସେଲ୍ଫି ନେଇଛନ୍ତି ଆଉ ଧେର୍ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି ଏହି ଯୋଡି କୁ । ଯାହାର ଏହି ଭିଡିଓ ଏବେ ବହୁତ ମାତ୍ରା ରେ ଭାଇରାଲ ହେଉଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।